ପ୍ରିୟଙ୍କା ରାଧାକୃଷ୍ଣନ ହେଲେ ନ୍ୟୁଜଲ୍ୟାଣ୍ଡର ପ୍ରଥମ ଭାରତୀୟ ମାଟିର ମନ୍ତ୍ରୀ, ଜାଣନ୍ତୁ ତାଙ୍କ ବିଷୟରେ।

ଭାରତର ଜନ୍ମ ହୋଇ ନ ଲେବର ପାର୍ଟିର ନେତା ପ୍ରିୟଙ୍କା ରାଧାକୃଷ୍ଣନ ନ୍ୟୁଜଲ୍ୟାଣ୍ଡରେ ମନ୍ତ୍ରୀ ହେବା ପରେ କହିଛନ୍ତି ଏହା ମୋ ପାଇଁ ଏକ ଖାସ ଦିନ। ମୁଁ ବହୁତ ଖୁସି।

Google

ପ୍ରିୟଙ୍କା ରାଧାକୃଷ୍ଣନ ସୋମବାରକୁ ନ୍ୟୁଜଲ୍ୟାଣ୍ଡର ମନ୍ତ୍ରୀ ହେଲେ ଯିଏକି ଏହି ପଦ ହାସଲ କରିଥିବା ପ୍ରଥମ ଭାରତୀୟ ଅଟନ୍ତି। ନ୍ୟୁଜଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜୈସିଂଣ୍ଡା ଅର୍ଡ଼ନ ନିଜ ମନ୍ତ୍ରୀ ମଣ୍ଡଳ ରେ ପାଞ୍ଚଜଣ ନୂଆ ମନ୍ତ୍ରୀ ଙ୍କୁ ସାମିଲ କରିଛନ୍ତି। ଯେଉଁଥିରେ କି ପ୍ରିୟଙ୍କା ରାଧାକୃଷ୍ଣନ ଅଛନ୍ତି। ଦୁଇ ସପ୍ତାହ ପୂର୍ବରୁ ଅର୍ଡ଼ନଙ୍କ ପାର୍ଟି ନିର୍ବାଚନରେ ବହୁତ ଭଲ ବିଜୟ ଲାଭ କରିଥିଲା।

ଭାରତରେ ଲେବର ପାର୍ଟିର ନେତା(୪୧) ପ୍ରିୟଙ୍କା କହିଛନ୍ତି,”ଆଜି ବହୁତ ଖାସ ଦିନ, ମୁଁ ଆମ ସରକାରଙ୍କ ଅଂଶ ହେବାକୁ ଯାଉଥିବାରୁ ବହୁତ ଖୁସି ଅଛି”।

ସେ ଫେସବୁକରେ ଏକ ପୋଷ୍ଟରେ ଲେଖିଛନ୍ତି ,”ମତେ ଅଭିନନ୍ଦନ ସଂନ୍ଦେସ ପଠାଇଥିବା ସମସ୍ତ ଲୋକଙ୍କୁ ମୋର ଧନ୍ୟବାଦ। ମନ୍ତ୍ରୀ ନିଯୁକ୍ତି ପାଇ ନେଇ ବହୁତ ଖୁସି ଅଛି ଓ ଏହି କାର୍ଯ୍ୟକାଳରେ ମନ୍ତ୍ରୀମାନଙ୍କ ସହ ଉତ୍କୃଷ୍ଟ ସମାରୋହରେ କାମ କରିବାକୁ ନେଇ ମଧ୍ୟ ବହୁତ ଖୁସି ଅଛି”।

ପ୍ରିୟଙ୍କା ଚେନ୍ନାଇରେ ଜନ୍ମ ହୋଇଥିଲେ। ତାଙ୍କ ପରିବାର କେରଳର ପାରାବୁରର ଅଟନ୍ତି। ସେ ସ୍କୁଲ ପର୍ଯ୍ୟନ୍ତ ପାଠ ପଢା ସିଙ୍ଗାପୁରରେ କଲେ ଓ ସେ ଆଗକୁ ପାଠ ପଢିବା ପାଇଁ ନ୍ୟୁଜଲ୍ୟାଣ୍ଡ ଚାଲିଆସିଲେ।

Google

ସେ ଲଗାତର ଘରୋଇ ହିଂସା ଦ୍ଵାରା ପୀଡିତ ମହିଳା ଓ ଶୋଷଣର ଶିକାର ହୋଇଥିବା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ନିଜର ମନ୍ତବ୍ୟ ତଥା ନିଜର ଆବାଜ ଉଠାଇଥିଲେ। ଯାହାଙ୍କ ସ୍ୱର ସର୍ବଦା ଶୁଣାଯାଇନଥାଏ।

ଲେବର ପାର୍ଟି ତରଫରୁ ପ୍ରଥମଥର ସେପ୍ଟେମ୍ବର ୨୦୧୭ ରେ ସଂସଦର ସଦସ୍ୟ ବଛାଯାଇଥିଲେ। ୨୦୧୯ରେ ତାଙ୍କୁ ଭାରତୀୟ ସମୁଦାୟ ପାଇଁ ମନ୍ତ୍ରୀଙ୍କ ସଂସଦୀୟ ନିଜ ସଚିବ ନିଯୁକ୍ତି କରାଯାଇଥିଲା।

ଏହି କ୍ଷେତ୍ରରେ ବି ତାଙ୍କ କାମ ବିବିଧତା, ସମାବେଶ, ଓ ଭାରତୀୟ ସମୁଦାୟ ର ମନ୍ତ୍ରୀ ରୂପରେ ତାଙ୍କ ନୂଆ ଭୂମିକା ପାଇଁ ତାଙ୍କ ଆଧାର ପ୍ରସ୍ତୁତ କରାଗଲା। ଏହା ଛଡା ସେ ସାମୁଦାୟିକ ଓ ସ୍ୱଛିକ କ୍ଷେତ୍ରର ମନ୍ତ୍ରୀ ଓ ସାମାଜିକ ବିକାଶ ଏବଂ ରୋଜଗାର ମନ୍ତ୍ରାଳୟର ସହାୟକ ମନ୍ତ୍ରୀ ହୋଇଗଲେ।

Google

“ନ୍ୟୁଜଲ୍ୟାଣ୍ଡ ହେରାଲ୍ଡ” ସାମଚାର ପତ୍ର “ଇଣ୍ଡିଆନ ବିକେଣ୍ଡର” ପାଇଁ କହିଛି କି ପ୍ରିୟଙ୍କା ପ୍ରଥମ ଭାରତୀୟ ନ୍ୟୁଜଲ୍ୟାଣ୍ଡ ର ମନ୍ତ୍ରୀ ଅଟନ୍ତି। ସେ ନିଜ ସ୍ୱାମୀଙ୍କ ସହିତ ଅକଲ୍ୟାଣ୍ଡରେ ନିବାଶ କରନ୍ତି।

ପ୍ରଧାନମନ୍ତ୍ରୀ ଅର୍ଡନ ନୂଆ ମନ୍ତ୍ରୀ ମଣ୍ଡଳ ଘୋଷଣା କରି କହିଲେ ” ମୁଁ କିଛି ନୂଆ ପ୍ରତିଭା , ମାଟି ସ୍ତରର ଅନୁଭବ ରଖିବା ଵାଲା ଲୋକଙ୍କୁ ସାମିଲ କରିବାକୁ ନେଇ ଉତ୍ସାହିତ ଅଛି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *