ପୁଣ୍ୟ ପ୍ରସୂନ ବାଜପେୟୀ ସାଝିଲେ କେନ୍ଦ୍ର ସରକାର ଉପରେ ଲକ୍ଷ୍ୟ। ଏବେ ଚାରିଆଡେ ହେଉଛି ଚର୍ଚ୍ଚା,ଜାଣନ୍ତୁ କଣ ଅଟେ ଘଟଣା।

କୃଷି ନିୟମ ଏଯାଏ ସିୟାସତ ଯୁଗରେ ଅଛି। ଦିଲ୍ଲୀରେ ଅଲଗା ଅଲଗା ଆଡୁ କୃଷକ ମାନେ ସିମା ଉପରେ ଏଯାଏ ଛିଡା ହେଇଛନ୍ତି ଆଉ ସେହି ନିୟମାବଳୀର ଫେରେଇ ଆଣିବା ପାଇଁ ସଂଗ୍ରାମ ଚଳେଇଛନ୍ତି। ଏହା ଭିତରେ ବରିଷ୍ଠ ପତ୍ରକାର ପୁର୍ଣ ପ୍ରସୂନ ବାଜପେୟୀ ବି ତାଙ୍କର ପତ୍ର ବାହାର କରି ଦେଇଛନ୍ତି। ସେ ଏକ ପୋଷ୍ଟ ଦ୍ୱାରା ସିଧା କେନ୍ଦ୍ର ସରକାରଙ୍କ ଉପରେ ଲକ୍ଷ ସାଧିଛନ୍ତି। ବାଜପେୟୀ ଲେଖିଲେ କି ସରକାର ଯାହା କରୁଛନ୍ତି ତାହା ନିର୍ବାଚନ ପାଇଁ ଏକ ଷ୍ଟଣ୍ଟ ଅଟେ। ପିଏମ ମୋଦିଙ୍କର ଏହି କାମ ଉପରେ ସେ ଦେଇଥିବା ତାଙ୍କର ପୋଷ୍ଟ ଉପରେ ଲୋକ ମାନେ ବି ବହୁତ କିଛି ରିଆକ୍ସନ ଦେବାକୁ ଆରମ୍ଭ କଲେ।

Google

ପୁଣ୍ୟ ପ୍ରସୂନ ବାଜପେୟୀ ଲେଖିଲେ କି ” ରାଷ୍ଟ୍ରବାଦ ନିର୍ବାଚନ ଷ୍ଟଣ୍ଟ, କଳା ଧନର ଉଦୟ ନିର୍ବାଚନ ସ୍ଟଣ୍ଟ, ଭ୍ରଷ୍ଟାଚାର ନିର୍ବାଚନ ଷ୍ଟଣ୍ଟ, ଅତ୍ୟଦ୍ୱୟ ନିର୍ବାଚନ ଷ୍ଟଣ୍ଟ, ରୋଜଗାର ନିର୍ବାଚନୀ ଷ୍ଟଣ୍ଟ, କେମିତି ଭରସା ହେବ ଯେତେବେଳେ ନିଜେ ଜନତା ହି ଲୁଟିବାରେ ଲାଗିଛି।” ଏହା ଉପରେ ଜଣେ ୟୁଜର କହିଲା ‘ ନେହେରୁ ଙ୍କର ଚୀନକୁ ସମର୍ପିତ ୩୮୦୦୦ ବର୍ଗ କିମି (ଅଧା ଲଦାଖ ଆଉ ଏକ୍ସାଇ ଚୀନ) ର ବିଷୟ କୁ ରାହୁଲ ମୋଦିଙ୍କ ସମକ୍ଷରେ ଉଠାଇ ଥାଆନ୍ତି। କାରଣ ରାହୁଲଙ୍କୁ ବିଶ୍ୱାସ ଅଚି କି ମୋଦି ଦିନେ ନା ଦିନେ ନେହେରୁ ଙ୍କର ଭୁଲ କୁ ସୁଧାରିବେ। ଏହି ବାହାନାରେ ଜନତାଙ୍କୁ କହି ପାରିବି କି ଭାରତୀୟ ଭୁଭାଗ ଫେରେଇ ନେବା ପାଇଁ ମୋଦିଙ୍କୁ ଆମେ ହିଁ କହିଥିଲୁ।’

ରାଜରାମ ଶର୍ମା ନାମକ ଜଣେ ଲୋକ ଲେଖିଲେ ” ମୋଦିଜି ୨୦୧୬ ପରେ ଲୋକ ମାନଙ୍କର ହୃଦୟ ହରାଇଛନ୍ତି। ଆଉ କଥା ରହିଲା ୨୦୧୯ର ନିର୍ବାଚନ ଜିତିବା କଥା ତ ସେ ହିନ୍ଦୁ ଆଉ ମୁସଲମାନଙ୍କ ଭିତରେ ଘୃଣା ମିସେଇକି ନିର୍ବାଚନ ଜିତିଛନ୍ତି। ବିକାଶ ଉପରେ ମୋଦି ଜି ଭୋଟ ମାଗି ନଥିଲେ। କେବଳ ରାମ ମନ୍ଦିର ନିର୍ମାଣ ତଥା ମୁସଲ୍ମାନ ସମୁଦାୟଙ୍କର ବିରୋଧରେ ଭୋଟ ମାଗିଥିଲେ” ।

ଜଣେ ୟୁଜର ବାଜପେୟୀ ଙ୍କର କଥାର ଜବାବ ଦେବା ପାଇଁ କହିଲା “ବହୁତ ବଢିଆ, ସବୁ କିଛି ନିର୍ବାଚନୀ ଷ୍ଟଣ୍ଟ ହିଁ ଅଟେ। ଏମାନଙ୍କ ପାଇଁ ସବୁ କଥା ନିର୍ବାଚନୀ ଷ୍ଟଣ୍ଟ ହିଁ ଅଟେ ଯାହା କେବେ ପୁରା କରା ଯାଇ ନଥାଏ। ଏହା ବି ସତ ଅଟେ କି ଏହି ସରକାର ନିଜର ସ୍ୱାର୍ଥ ପାଇଁ ଜନତାଙ୍କୁ ଲୁଟୁ ନାହିଁ। ତାଙ୍କର ପଲିସି କେବଳ ତାଙ୍କ ସୁବିଧା ପାଇ ଅଟେ ଜନତାଙ୍କର ସୁବିଧା ପାଇ ନୁହଁ।” ସେହିଠାରେ ଆଉ ଜଣେ ଲୋକ ଭିଡିଓ ପୋଷ୍ଟ କଲା ଯାହା ଭିତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଉ ପୁର୍ଣ ପ୍ରସୂନ ବାଜପେୟୀ କଥା ବାର୍ତ୍ତା କରୁଥିବାର ଦେଖା ଯାଇଥିଲା।

ସତୀଶ ନାମକ ଜଣେ ୟୁଜର ଲେଖିଲା କି ” ସମସ୍ତ ଖେଳ ଅଲି ବାବା ଆଉ ତାଙ୍କର ୪୦ଟି ଚୋର ଆଉ ତାଙ୍କର ଶକ୍ତିଶାଳୀ ସାଙ୍ଗ ମାନଙ୍କର ଅଟେ। ଭାଇ ବହୁତ କଷ୍ଟରେ ଲୋକଙ୍କୁ ବୁଝା ପଡିବ ଏହି ଖେଳ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *