୬୭ବର୍ଷରେ ଗେଟ ପରୀକ୍ଷା କଲେ ପାସ । ଏବେ ଏହା କରିବାକୁ ଆଶା। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ମଣିଷକୁ ନିଜର ପ୍ରତିଭା ଦେଖେଇବାର ମୌକା ବହୁତ ଥର ମିଳିଥାଏ। କିଛି ଲୋକ ଦେଖେଇବାର ସଫଳ ହେଇ ଯାଆନ୍ତି ଆଉ କିଛି ଦେଖେଇବାର ସଫଳତା ପାଇ ପାରିନଥାନ୍ତି। ନିଜର ପ୍ରତିଭା ଦେଖେଇବା ପାଇଁ ଆତ୍ମବିଶ୍ୱାସର ଜରୁରୀ ଥାଏ। ଏବେ ଜଣେ ଅବସର ପ୍ରାପ୍ତ ଟିଚର କମାଲ କରିଛନ୍ତି। ସେ ୬୭ ବର୍ଷ ବୟସରେ ହିଁ ଗେଟ ପରୀକ୍ଷା ପାସ କରି ଯାଇଛନ୍ତି।

Google
ସବୁଠୁ ବୟସ୍କ ବ୍ୟକ୍ତି:

ଏହି ବ୍ୟକ୍ତି ଙ୍କର ନାମ ଶଙ୍କରନାରାୟଣନ ସଂକରାପାଣ୍ଡିଆନ ଅଟେ। ସେ ୬୭ ବର୍ଷ ବୟସରେ ଗେଟ ପରୀକ୍ଷା ପାର କରି ଏହି ପରୀକ୍ଷା ପାସ କରିବା ସବୁଠୁ ବୟସ୍କ ବ୍ୟକ୍ତି ପାଲଟି ଯାଇଛନ୍ତି। ଦ୍ୱିତୀୟ ପଟେ ଆଇଆଇଟି କାନପୁରରୁ ଜଣେ ୧୭ ବର୍ଷର ଯୁବକ ଏହି ପରୀକ୍ଷା ପାସ କରି ସବୁଠୁ କମ ବୟସ୍କ ପିଲା ହେଇ ଯାଇଚି। ଏହି ପିଲାର ନାମ ରିତିକ ଶର୍ମା ଅଟେ ଆଉ ସେ ୟୁପିର ରହିବା ପିଲା ଅଟେ ଆଉ ଦୟଲବାର୍ଗ ଇଷ୍ଟିଚ୍ୟୁଟରେ ମେକାନିକାଲ ଇଂଜିନିଅରିଂ ପଢୁଛନ୍ତି ବୋଲି ଜଣା ଯାଇଛନ୍ତି।

ଯେତେବେଳେ ପେପର ଦେବାକୁ ଗଲେ: ସେ କୁହନ୍ତି କି ସେ ଯେତେବେଳେ ଏହି ପରୀକ୍ଷା ଦେବାକୁ ଗଲେ ତ ସବୁ ବିଦ୍ୟାର୍ଥୀ ଭାବିଲେ କି ଏ କେଉଁ ବିଦ୍ୟାର୍ଥୀ ସହ ଆସିଛନ୍ତି ଆଉ ତାଙ୍କୁ ସେହି ଜାଗାରେ ବସେଇ ଦିଆଗଲା ଯେଉଁଠାରେ କି ବିଦ୍ୟାର୍ଥୀ ମାନଙ୍କର ବାପା ମା ବସିଛନ୍ତି। ମାତ୍ର ପରେ ସେ କହିଲେ କି ସେ ବି ପେପର ଦେବାପାଇଁ ଆସିଛନ୍ତି ଆଉ ତାଙ୍କୁ ତା ପରେ ହିଁ ପରୀକ୍ଷା ହଲକୁ ନିଆଗଲା। ଏବର୍ଷ ସେ ଗ୍ରାଜୁଏଟ ଏପ୍ତିଚ୍ୟୁଡ଼ ଟେଷ୍ଟ ଅଫ ଇଂଜିନିଅରିଂକୁ ପାସ କରିସାରିଛନ୍ତି। ସେ ତିନି ଜଣ ନାତି ନାତୁଣୀଙ୍କର ଜେଜେ ଅଟନ୍ତି ବୋଲି ଜଣା ଯାଇଛି।

Google
କାହିଁକି ପରୀକ୍ଷା ପାସ କଲେ:

ପ୍ରଥମେ ଆପଣଙ୍କୁ କହି ରଖୁଛୁ କି ସେ ତାମିଲନାଡୁର ଦ ହିନ୍ଦୁ କଲେଜରେ ଟିଚରଅଛନ୍ତି ଆଉ କମ୍ପ୍ୟୁଟର ସାଇନ୍ସ ତଥା ମ୍ୟାଥ ଦୁଇଟି ରେ ତାଙ୍କୁ ପାରଦର୍ଶିତା ହାସିଲ ଅଛି। ଏହା ଛଡା ସେ ୧୯୭୬ ମସିହାରେ ଏବିବିଏମ ଶ୍ରୀ ପୁଶ୍ୟାମ କଲେଜ ତାଞ୍ଜବୁରରୁ ଏମଏସସିର ପାଠ ପଢି ସାରିଛନ୍ତି। ଏବେ ସେ ଅଗ୍ମେଂଟେଡ଼ ରିଆଲିଟି ଉପରେ ରିସର୍ଚ୍ଚ କରିବାକୁ ଚାହାନ୍ତି। ଏହାକୁ କୁହନ୍ତି ଜିଜ୍ଞାସା ଯାହା କି ବଢି ବଢି ଯାଏ। ସଙ୍କରନାରାୟଣନ କହିଲେ କି ଶିଖିବାର କିଛି ସମୟ ନଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *