ଅଜିଙ୍କ୍ୟ ରାହାଣେ ଦେଲେ ଷ୍ଟିବ ସ୍ମିଥଙ୍କୁ ଚ୍ୟାଲେଞ୍ଜ। ଭାଇରଲ ହେଉଛି ଭିଡିଓ। ଦେଖନ୍ତୁ ଭିଡିଓ।

ଆଇପିଏଲ ଆଉ କିଛି ଦିନରେ ଆରମ୍ଭ ହେବାକୁ ଯାଉଛି। ଏବେ ରାହାଣେ ନିଜ ରଙ୍ଗରେ ଦେଖାଯାଇଛନ୍ତି। ଦିଲ୍ଲୀ କ୍ୟାପିଟଲ୍ସ ଏହି ଭିଡ଼ିଓ ସେୟାର କରିଛନ୍ତି। ଏପରି ଲାଗୁଛି ଦିଲ୍ଲୀ କ୍ୟାପିଟଲ୍ସ ଏହି ଭିଡ଼ିଓ ରାହାଣେଙ୍କ ଠୁ ଲୁଚାଇ କରିଛନ୍ତି। ଏହି ଭିଡ଼ିଓ ଅଳ୍ପ ସମୟରେ ଭାଇରାଲ ହୋଇଛି।

Google

ଏହି ଭିଡ଼ିଓକୁ ରାହାଣେ ଓ ଅଷ୍ଟ୍ରେଲିଆର ପୂର୍ଵ ଅଧିନାୟକ ଷ୍ଟିବ ସ୍ମିଥଙ୍କ ମଧ୍ୟରେ ଚ୍ୟାଲେଞ୍ଜ ରୂପରେ ଦେଖାଯାଉଅଛି।ରାହାଣେ ଦିଲ୍ଲୀ କ୍ୟାପିଟଲ୍ସର ଖେଳାଳି ଅଟନ୍ତି। ଦିଲ୍ଲୀ କ୍ୟାପିଟଲ୍ସର ପ୍ରଥମ ମ୍ୟାଚ ୧୦ ଏପ୍ରିଲକୁ ଚେନ୍ନାଇ ସୁପର କିଙ୍ଗସ ବିରୁଦ୍ଧରେ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଖେଳିବ । ଷ୍ଟିବ ସ୍ମିଥ ଏହି ବର୍ଷ ତାଙ୍କ ଟିମ ସହିତ ଅଛନ୍ତି।ଦିଲ୍ଲୀ କ୍ୟାପିଟଲ୍ସ ଇଂଷ୍ଟାଗ୍ରାମରେ ଯେଉଁ ଭିଡ଼ିଓ ସେୟାର କରିଛନ୍ତି ସେଥିରେ ଦେଖାଯାଉଛି ରାହାଣେ ସ୍ମିଥଙ୍କ ପରି ସୌଡୋ ଅଭ୍ୟାସ କରୁଛନ୍ତି।

ଷ୍ଟିବ ସ୍ମିଥ ସୌଡୋ ବ୍ୟାଟିଙ୍ଗ କରିବାରେ ବିଖ୍ୟାତ ଅଟନ୍ତି।ଭାରତ ଅଷ୍ଟ୍ରେଲିଆ ଗ୍ରସ୍ତ ସମୟରେ ମଧ୍ୟ ତାଙ୍କୁ ପିଚରେ ସୌଡୋ ଅଭ୍ୟାସ କରୁଥିବା ଦେଖାଯାଇଥିଲା। ସେବେ ତାଙ୍କ ଉପରେ ଜାଣିଶୁଣି ଋଷଭ ପନ୍ତଙ୍କ ଗାର୍ଡ ଲିଭାଇବାର ଆରୋପ ମଧ୍ୟ ଲାଗିଥିଲା। ଏବେ ସ୍ମିଥ ଦିଲ୍ଲୀ କ୍ୟାପିଟଲ୍ସ ସହ ଯୋଡି ହେବା ଫଳରେ ଏବେ ରାହାଣେ ମଧ୍ୟ ସୌଡୋ ଅଭ୍ୟାସ କରୁଥିବା ଦେଖାଯାଇଛି।

ଭିଡ଼ିଓର କ୍ୟାପ୍ସନରେ ଲେଖାଯାଇଛି,”ଷ୍ଟିବ ସ୍କିଥଙ୍କୁ ସୌଡୋ ବ୍ୟାଟିଙ୍ଗ ବିଭାଗରେ କଡା ପ୍ରତିଦ୍ବଦୀ ମିଳିଛି”। ଦିଲ୍ଲୀ କ୍ୟାପିଟଲ୍ସର ଏହି ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ୧.୨୫ ଲକ୍ଷ ୟୁଜର ଦେଖିବା ସହ ୨୦୦ କମେଣ୍ଟ ଆସିସାରିଲାଣି। ଏଥିରୁ ଗୋଟେ କମେଣ୍ଟ ଷ୍ଟିବ ସ୍ମିଥଙ୍କର ମଧ୍ୟ ଅଛି। ଯେଉଁଥିରେ ସ୍କିଥ ଲେଖିଛନ୍ତି,”ବିଶ୍ୱାସ ହେଉନାହିଁ କିଏ ଏହି ବିଭାଗରେ ମତେ ବଡ଼ ଚ୍ୟାଲେଞ୍ଜ ଦେଇପାରୁଛି”। ଏହା ପରେ ସେ ଖୁସିର ଇମୋଜି ସେୟାର କରି ଦିଲ୍ଲୀ କ୍ୟାପିଟଲ୍ସକ ଟ୍ୟାଗ କରିବାର ନଜର ଆସିଛନ୍ତି।

ଅଜିଙ୍କ୍ୟ ରାହାଣେଙ୍କ ପାଇଁ ଦୁଃଖ ଖବର ଏବେ ରହିଲେ ନାହିଁ ତାଙ୍କ ଜେଜେ ମା:

ଏହା ମଧ୍ୟରେ ରାହାଣେଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତାଙ୍କ ଜେଜେ ମା ଲେଜବାଇଙ୍କର ମୃତ୍ୟୁ ହୋଇଯାଇଛି। ଏହା ତାଙ୍କୁ ନିଜ ବାପା କହିଛନ୍ତି। ସେ ନିଜ ଜେଜେ ମା ଙ୍କୁ ବହୁତ ଭଲ ପାଉଥିଲେ। ସେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ନିଜ ଜେଜେ ମା ଙ୍କ ସହିତ ଫଟୋ ସେୟାର କରିଥାନ୍ତି। ସେ କିଛି ଦିନ ପୂର୍ଵରୁ ହିଁ ନିଜ ଜେଜେ ମାଙ୍କ ଦେଖାକରିବାର ଇଛା କରିବାରଥିଲେ ବୋଲି ଜଣାଯାଇଥିଲା। ସେ ଏକ ଇଣ୍ଟରଭିଉରେ କହିଥିଲେ ମୁଁ ଜେଜେ ମାଙ୍କୁ ଦେଖାକରିବାକୁ ଚାହୁଁଛି। ସେ କହିଥିଲେ ଯେବେ କୋରନା ଭାଇରସର ସ୍ଥିତି ପରିବର୍ତ୍ତନ ହେବ ମୁଁ ଜେଜେ ମାଙ୍କୁ ଭେଟିବାକୁ ଗ୍ରସ୍ତ କରିବି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *