IND VS AUS: ଆଜିଙ୍କ୍ୟ ରାହାଣେଙ୍କୁ ମିଳିଲା ଏହି ଐତିହାସିକ ମେଡାଲ ,ଜାଣନ୍ତୁ ୧୫୨ ବର୍ଷର ପୁରୁଣା ଇତିହାସ।

ଆଜିଙ୍କ୍ୟ ରାହାଣେଙ୍କର ଅଧିନାୟକତ୍ତ୍ୱରେ ଥିବା ଟିମ ଇଣ୍ଡିଆ ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଅଷ୍ଟ୍ରେଲିଆ ଟିମକୁ ଆଠ ୱିକେଟରେ ପରାଜିତ କଲା। କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ପ୍ରଥମରୁ ହି ଘୋଷଣା କରି ସାରିଥିଲା କି ବକ୍ସିଙ୍ଗ ଡେ ଟେଷ୍ଟରେ ପ୍ଲେୟର ଅଫ ଦୀ ମ୍ୟାଚ ଥିବା ଖେଳାଳିଙ୍କୁ ମୁଲାଗ ମେଡାଲ ଦ୍ୱାରା ସମ୍ମାନିତ କରାଯିବ। ଏହି ମ୍ୟାଚରେ ପ୍ରଥମ ଇନିଂସରେ ଶତକ କରିଥିବା ରାହାଣେଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ବଛା ଯାଇଥିଲା। ପ୍ରଥମ ଇନିଂସରେ ରାହାଣେ ୧୧୨ ରନର ଇଂନିଂସ ଖେଳିଥିଲେ। ଏହାପରେ ସେ ଦ୍ୱିତୀୟ ଇନିଂସରେ ୨୭ରନ କରିକି ନଟ ଆଉଟ ଥିଲେ। ଆମ ଭାରତୀୟ ବୋଲର ମାନେ ଅଷ୍ଟ୍ରେଲିଆର ବ୍ୟାଟିଂ କୁ ପ୍ରାୟ ୨୦୦ ରନ ରେ ହିଁ ଅଟକାଇ ଦେଇଥିଲେ। ଏହା ଯୋଗୁଁ ହିଁ ଭାରତକୁ ଜିତିବା ପାଇଁ ପ୍ରାୟ ୭୭ ରନର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ଅତି ସହଜରେ ହାସିଲ କରି ନେଇଥିଲେ।

Google
ପ୍ରାୟ ୧୫୨ ବର୍ଷ ପୁରୁଣା ଏହାର ଇତିହାସ:

ଜନୀ ମୁଲାଗ ବିଦେଶୀ ଦେଶରେ ଯାଇକି କ୍ରିକେଟ ଖେଳୁଥିବା ପ୍ରଥମ ଅଷ୍ଟ୍ରେଲିଆ ଟିମର କ୍ୟାପଟେନ ଥିଲେ। ସେ ଜଣେ ଅଲ ରାଉଣ୍ଡର ଥିଲେ ଯାହାଙ୍କ ତତ୍ତ୍ୱବଧାନରେ ପ୍ରଥମ ଅଷ୍ଟ୍ରେଲିଆ ଟିମ ୧୮୬୮ରେ ଇଂଲଣ୍ଡ ଯାତ୍ରା କରିଥିଲା। ସେ ଜଣେ ସୁଲଭ ଅଲ ରାଉଣ୍ଡର ଥିଲେ ଯାହାଙ୍କର ଅନୁପସ୍ଥିତି ଟିମକୁ ବିପଦ ରେ ପକେଇ ପାରୁଥିଲା। ସେ ଖେତ୍ରିୟ ଟିମ ର ଅଧିନାୟକତ୍ତ୍ୱ କରିଥିଲେ। ଏହି ଟିମ ଇଂଲଣ୍ଡ ଯାତ୍ରା କରୁଥିବା ପ୍ରଥମ ଅଷ୍ଟ୍ରେଲିଆ ଟିମ ଥିଲା। ତାଙ୍କର ଅସଲି ନାମ ଉନାରିମିନ ଥିଲା। ସେ ଏହି ଖେତ୍ରିୟ ଟିମର ନେତୃତ୍ତ୍ୱ ୧୮୬୮ରେ କରିଥିଲେ।

Google

ଏହି ଯାତ୍ରାରେ ସେ ୪୭ରୁ ପ୍ରାୟ ୪୫ ମ୍ୟାଚ ଖେଳିଲେ ଆଉ ସେଥିରେ ପ୍ରାୟ ୨୩ର ହାରରେ ୧୬୯୮ ରନ ପ୍ରାୟ ୭୧ ଇଂନିଂସ ରେ କରି ଥିଲେ। ସେ ୧୮୭୭ ଓଭର ବୋଲିଂ ବି କରି ଥିଲେ ଆଉ ଯାହା ଭିତରୁ କି ୮୩୧ ଓଭର ମେଡେନ କରି ଥିଲେ ଆଉ ତାଙ୍କୁ ପ୍ରାୟ ୧୦ ହାରରେ ୨୫୭ ୱିକେଟ ମିଳିଥିଲା। ନିଜ କ୍ୟାରିୟରରେ ସେ କାମ ଚଲେଇବା ୱିକେଟ କିପରର କାମ ବି କରିଥିଲେ ଆଉ ତାହା ଭିତରେ ୪ଥର ଷ୍ଟମ୍ପିଙ୍ଗ ବି କରି ଥିଲେ। ମୁଲାଗ ୧୮୬୬ରେ ମେଲବର୍ଣ ରେ ବକ୍ସିଙ୍ଗ ଡେ ଟେଷ୍ଟରେ ବି ଖେଳିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *