ମହମ୍ମଦ ସିରାଜ ବକ୍ସିଙ୍ଗ ଡେ ଟେଷ୍ଟ ମ୍ୟାଚରୁ ଟେଷ୍ଟ ମ୍ୟାଚରେ ଡେଭ୍ୟୁ କରିଥିଲେ ଓ ୫ଟି ୱିକେଟ ଅକ୍ତିଆର କରିଥିଲେ। ସେ ନିଜ ବୋଲିଙ୍ଗ ଦ୍ଵାରା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନଙ୍କ ମନରେ ଡର ଭରି ଦେଇଥିଲେ।

ଅଷ୍ଟ୍ରେଲିଆ ବିରୁଦ୍ଧରେ ବକ୍ସିଙ୍ଗ ଡେ ଟେଷ୍ଟରେ ଡେଭ୍ୟୁ କରିଥିବା ମହମ୍ମଦ ସିରାଜଙ୍କୁ ଅଧିନାୟକ ରାହାଣେ ଚତ୍ରୁର୍ଥ ଦିନ ଏକ ଏଭଳି ଉପହାର ଦେଇଛନ୍ତି ଯାହାକୁ ସେ ସାରା ଜୀବନ ଭୁଲିପାରିବେ ନାହିଁ। ଅଷ୍ଟ୍ରେଲିଆ ଗ୍ରସ୍ତରେ ରହିବା କାରଣରୁ ନିଜ ବାପାଙ୍କୁ ଶେଷ ଥର ପାଇଁ ଦେଖିପାରିନଥିବେ ମହମ୍ମଦ ସିରାଜ ଟେଷ୍ଟରେ ଡେଭ୍ୟୁ କରି ତାଙ୍କ ସ୍ୱପ୍ନ ପୂରଣ କରିଥାଏ। ଅଧିନାୟକ ରାହାଣେ ମଧ୍ୟ ତାଙ୍କ ପ୍ରତି ସଂମାନ ଦେଖାଇବାରେ କୌଣସି ଅଶୁବିଧା କରିନାହାଁନ୍ତି। ସିରାଜ ପ୍ରଥମ ପାରିରେ ୪୦ ରନ ଦେଇ ୨ଟି ୱିକେଟ ନେଇଥିଲେ ଓ ଦ୍ୱିତୀୟ ପାରିରେ ସେ ୩୭ ରନ ଦେଇ ୩ଟି ୱିକେଟ ନିଜ ନାମରେ ଦାଖଲ କରିଥିଲେ।
ସିରାଜ ବକ୍ସିଙ୍ଗ ଡେ ଟେଷ୍ଟରେ ୫ ଟି ୱିକେଟ ନେଇ ଡେବ୍ୟୁ ଟେଷ୍ଟ କ୍ରିକେଟରେ କରିଥିଲେ। ତାଙ୍କର ଏହି ସୁନ୍ଦର ପ୍ରଦର୍ଶନକୁ ରାହାଣେ ଆହୁରି ପ୍ରସିଦ୍ଧ କରିଦେଇଛନ୍ତି ଓ ପଡିବା ବାହାରକୁ ଯିବା ସମୟରେ ତାଙ୍କୁ ଟିମର ଅନୁଗାମୀ କରିବା ପାଇଁ ମୌକା ଦେଇଛନ୍ତି।

ଚତ୍ରୁର୍ଥ ଦିନ ଯେବେ ଭାରତ ଅଷ୍ଟ୍ରେଲିଆକୁ ୨୦୦ ରନରେ ଅଲଆଉଟ କରିବା ପରେ ଯେବେ ଭାରତୀୟ ଖେଳାଳୀ ପଡିଆ ବାହାରକୁ ଗଲେ ସିରାଜଙ୍କୁ ଟିମରେ ଅନୁଗାମୀ କରିବା ପାଇଁ ମୌକା ଦିଆଗଲା। ଏହା ବହୁତ କମ ମୌକା ଥାଏ ଯେବେ କୌଣସି ଡେଭ୍ୟୁ କରିଥିବା ଖେଳାଳୀ ଟିମ ବାହାରକୁ ଯିବା ସମୟରେ ତାଙ୍କୁ ଅନୁଗାମୀ କରିବାର ସୁଯୋଗ ମିଳେ। ସିରାଜ ନିଜ ଡେଭ୍ୟୁ ମ୍ୟାଚରେ ଯେତେ ଭଲ ପ୍ରଦର୍ଶନ କରିଛନ୍ତି ଏପରି ପ୍ରଦର୍ଶନ ଆଉ କୌଣସି ଭାରତୀୟ ଖେଳାଳୀ ନିଜ ଡେଭ୍ୟୁ ମ୍ୟାଚରେ କରିନାହାଁନ୍ତି।
ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ନିଜର ପ୍ରେସ,ବାଉନ୍ସ, ସୁଇଂଙ୍ଗ ଓ ରିଭର୍ସ ସୁଇଂଙ୍ଗ ଦ୍ଵାରା ବିରୋଧୀ ବ୍ୟାଟ୍ସମ୍ୟାନଙ୍କୁ ଧରାସାଇ କରିଦେଇଛନ୍ତି। ସିରାଜ ନିଜ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ୫ ୱିକେଟ ନେବାର କାରନାମା କରିଛନ୍ତି। ସିରାଜଙ୍କୁ ପ୍ରଥମ ପାରିରେ ୨ ଟି ୱିକେଟ ଓ ତୃତୀୟ ପାରିରେ ୩ଟି ୱିକେଟ ମିଳିଲା। ସିରାଜଙ୍କର ପ୍ରଥମ ଟେଷ୍ଟ ୱିକେଟ ରହିଲା ମାର୍ନସ ଲାବୁସେନ। ଯାହାଙ୍କୁକି ସେ ଶୁଭମନ ଗିଲଙ୍କ ହାତରେ ଆଉଟ କରାଇଲେ।ଏହା ପରେ ପ୍ରଥମ ପାରିରେସେ କ୍ରିସ ଗ୍ରୀନଙ୍କୁ ସୁନ୍ଦର ଇନ ସୁଇଂଙ୍ଗ ଦ୍ଵାରା ଏଲବିଡବ୍ଲୁ କରିଥିଲେ। ଏହା ପରେ ଦ୍ୱିତୀୟ ପାରିରେ ସିରାଜ ଟ୍ରେବିସ ହେଡଙ୍କୁ ଆଉଟ କରିଲେ। ୪ୟ ଦିନରେ ସେ କ୍ୟାମରିନ ଗ୍ରୀନ ଓ ନାଥନ ଲାୟନଙ୍କୁ ଆଉଟ କରି ରେକର୍ଡ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।