IND VS ENG:କେଏଲ ରାହୁଲ ଭାରତୀୟ ଟିମରେ ସିଲେକ୍ସନକୁ ନେଇ କହିଦେଲେ ଏହି ବଡ଼ କଥା। ସବୁ ଆଶ୍ଚର୍ଯ୍ୟ।

ଇଂଲଣ୍ଡ ବିରୁଦ୍ଧରେ ଟି୨୦ ମ୍ୟାଚ ସିରିଜର ୪ଟି ମ୍ୟାଚ ଫ୍ଲପ ହେବା ପରେ ଦିନିକିଆ ସିରିଜର ପ୍ରଥମ ମୁକାବିଲାରେ ନିଜ ବ୍ୟାଟର ଦମ ଦେଖାଇଲେ ଓ ଶାନଦାର ଅର୍ଦ୍ଧଶତକ ମାରି ନିଜ ଦଳକୁ ବିଜୟ ଦେଲେ। କେଏଲ ରାହୁଲ ମାନିଲେ କି ତିନି ମାସ ପର୍ଯ୍ୟନ୍ତ କୌଣସି ପ୍ରତିଷ୍ପଧି ମ୍ୟାଚ ନ ଖେଳିବା କାରଣରୁ ସେ ଧିମା ପଡିଯାଇଥିଲେ। କିନ୍ତୁ ଡାହାଣ ହାତର ଏହି ବ୍ୟାଟ୍ସମ୍ୟାନଙ୍କୁ ନିଜ ପ୍ରସ୍ତୁତି ଉପରେ ପୁରା ଭରସା ଥିଲା। ରାହୁଲ ଟି୨୦ ଶୃଙ୍ଖଳାରେ ରନ କରିବା ପାଇଁ ସଙ୍ଘର୍ଷ କଲେ କିନ୍ତୁ ପ୍ରଥମ ଦିନିକିଆରେ ସେ ଅର୍ଦ୍ଧଶତକ ମାରିବା ଛଡା ଭଲ ୱିକେଟକିପିଙ୍ଗ ମଧ୍ୟ କଲେ।

Google

ରାହୁଲ ଦ୍ୱିତୀୟ ଦିନିକିଆ ପୂର୍ବରୁ ପତ୍ରକାରଙ୍କୁ କହିଲେ,’ଏକ ବୋଲର ହେବାର କାରଣରୁ ମତେ ଲାଗୁଛି କି ମ୍ୟାଚ ଖେଳିବା ଦ୍ୱାରା ମୁଁ ଭଲ ଲୟରେ ରହୁଅଛି।’ସେ କହିଲେ,’ମୁଁ କ୍ରିଜରେ ଯେତେ ଅଧିକ ସମୟ ବିତାଇବାକୁ ଚାହୁଁଥିଲି ସେତେ ସମୟ ମତେ ମିଳିଲା ନାହିଁ। ମୋର କହିବାର ଅର୍ଥ ଏହା ନୁହଁ କି ଏହି କଥା ମୋ ମୁଣ୍ଡରେ ଥିଲା। ଆପଣ ତେଣିକି ଅଭ୍ୟାସ କରନ୍ତୁ କିମ୍ବା ନେଟରେ ସମୟ ବିତାନ୍ତୁ ଆପଣଙ୍କୁ ଭଲ ଭାବରେ ପ୍ରସ୍ତୁତ ରହିବାର ରାସ୍ତା ଖୋଜିବାକୁ ପଡିଥାଏ।’ ରାହୁଲ କହିଲେ,’ଏହି ଦୃଷ୍ଟିରୁ ମୁଁ ନିଜ ତରଫରୁ ସର୍ବଶ୍ରେଷ୍ଠ ପ୍ରସ୍ତୁତି କଲି କିନ୍ତୁ ମ୍ୟାଚ ଖେଳିବା ସମୟରେ ଯେଉଁ ସମୟ ବିତାଯାଏ ତାର କୌଣସି ବିକଳ୍ପ ନାହିଁ।’

Google

କେ ଏଲ ରାହୁଲଙ୍କ ଯାଗା ଭାରତୀୟ ଦଳରେ ସ୍ଥିର ନାହିଁ!: ରିଷବ ପନ୍ତଙ୍କ ସୀମିତ ଓଭରରେ ଦଳକୁ ଫେରସ୍ତ ଓ ଇଶାନ କିଷାନଙ୍କର ସୁଯୋଗର ଫାଇଦା ଉଠାଇବା କାରଣରୁ ରାହୁଲ ବୁଝନ୍ତି କି ଖେଳର ଛୋଟ ଅଂଶରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ସେ ଦଳରେ ନଜ ସ୍ଥିର ମାନିପାରିବେ ନାହିଁ।ସେ କହିଲେ,’ଯେବେ ଆପଣ ଏହି ଭାରତୀୟ ଦଳର ଭାଗ ହେବେ ତେବେ ଜାଣିପାରିବେ କି ପ୍ରତିସ୍ପର୍ଦ୍ଧା ବାସ୍ତବରେ କଡା ଅଟେ ଓ ଆପଣ କେବେବି ନିଜ ଜାଗାକୁ ନେଇ ଶାନ୍ତ ହୋଇ ବସିପାରିବେ ନାହିଁ। ଆପଣଙ୍କୁ ସବୁବେଳେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ହେବ।

ରାହୁଲ କହିଲେ କି ,’ଆମ ଦେଶରେ ପ୍ରତିଭାର ଅଭାବ ନାହିଁ ଓ ଆପଣଙ୍କୁ ସବୁବେଳେ ନିଜ ଖେଳ ଉପରେ କାମ କରିବାକୁ ହୋଇଥାଏ। ଆପଣଙ୍କୁ ଯେଉଁ ବି ସୁଯୋଗ ମିଳୁଛି ତାର ଫାଇଦା ଉଠାଇବାକୁ ପଡେ।’ସେ କହିଲେ କି ଖରାପ ସମୟ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରର କ୍ୟାରିୟରର ଭାଗ ଅଟେ ଓ ଏହାକୁ ନେଇ ଚିନ୍ତିତ ନାହାନ୍ତି। ରାହୁଲ କହିଲେ,’ଏହା କ୍ୟାରିୟରର ଭାଗ ଅଟେ ଓ ସମସ୍ତେ ଏହାକୁ ଦେଇ ଯାତାୟାତ କରନ୍ତି। ମୁଁ କିଛିବି ଅଲଗା କରିନାହିଁ ଓ ମୁଁ ବହୁତ ଚାପରେ ନଥିଲି। ଏକ ଖେଳାଳୀ ରୂପରେ ଆପଣ ଆଶାହୀନ ହୋଇପାରନ୍ତି ଯେପରିକି ମୁଁ ଲମ୍ବା ସମୟ ଧରି ବାହାରେ ବସି ରହିଲି।’ସେ କହିଲେ, ‘ସେହି ତିନି କିମ୍ବା ସାଢ଼େ ତିନି ମାସ ପରେ ମଧ୍ୟ ଦଳର ସବୁ ଖେଳାଳୀଙ୍କ ଭଳି ଭଲ ପ୍ରଦର୍ଶନ କରିବାକୁ ଇଛା ପ୍ରକାଶ କରିଥିଲି। ଯଦି ଏପରି ହେଉନାହିଁ ତେବେ ଆପଣ ଏହାକୁ ସ୍ୱୀକାର କରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *