ବଡ଼ ନିଯୁକ୍ତି: ରେଲୱେ ପକ୍ଷରୁ ଜାରି ହେଲା ୧୭୦୦ ରୁ ଅଧିକ ପୋଷ୍ଟ, ଜାଣନ୍ତୁ ଡିଟେଲସ, ହାତଛଡା କରନ୍ତୁ ନାହିଁ….

କରୋନା ଭାଇରସ କାରଣରୁ ଅନେକ ଚାକିରୀ ଯାହାକି ବାହାରି ପାରୁନଥିଲା। ଏବେ ଭାରତୀୟ ରେଳ ବିଭାଗ ବଡ଼ ସୁଯୋଗ ଆଣିଛି।ଯଦି ଆପଣ ରେଳ ବିଭାଗରେ ଚାକିରୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଦକ୍ଷିଣ ପୂର୍ବ ରେଲୱେ ଏକାଥରେ ବାହାର କରିଛି ୧୭୫୪ ଟି ପଦବୀ। ଯଦି ଆପଣ ମଧ୍ୟ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଭଲସେ ପଢନ୍ତୁ।

Google

ଆପଣଙ୍କୁ କହିରଖିବୁ ଦକ୍ଷିଣ ପୂର୍ଵ ରେଳୱେ ଏବେଆପାରଣ୍ଟିସ ପଦ ପାଇଁ ୧୭୫୮ ଟି ପଦବୀ ବାହାରକରିଛି। ଯଦି ଆପଣ ଏହାକୁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆବେଦନ ଅନ୍ଲାଇନରେ ହେବ ଓ ଏହାର ଆରମ୍ଭ ୧୫ ନଭେମ୍ବରରୁ ୧୪ ଡିସେମ୍ବର ଅଟେ।

କଣ ରହିଛି ଯୋଗ୍ୟତା ଓ ବୟସ: ରେଳ ବିଭାଗ ତରଫରୁ କୁହାଯାଉଛି ଏହା ପାଇଁ ସର୍ବନିମ୍ନ ବୟସ ୧୫ ହୋଇଥିବା ବେଳେ ସର୍ବାଧିକ ବୟସ ୨୪ ରହିଛି। ଏହା ସହ ଆବେଦନ କାରୀ କୌଣସି ବୋର୍ଡରୁ ୫୦% ରୁ ଅଧିକ ମାର୍କ ରଖିଥିବା ଜରୁରୀ। ଏହା ସହ ପାର୍ଥି ଆଇଆଇଟି ପାସ କରିଥିବା ମଧ୍ୟ ଆବଶ୍ୟକ।

ଏହା ପାଇଁ କେତେ ଦେବେକୁ ହେବ ଶୁକ୍ଳ: ଆପଣଙ୍କୁ କହିରଖିବୁ ଅନୁସୂଚିତ ଜାତି ଓ ଜନ ଜାତିଙ୍କୁ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବନି ଓ ମହିଳାଙ୍କୁ ମଧ୍ୟ କୌଣସି ଶୁଳ୍କ ଦେବାକୁ ପଡିବନି।ଏହା ବ୍ୟତୀତ ଅନ୍ୟମାନଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *