ରଜରେ ଓଡିଶା ଛୁଇଁଲା ମୌସୁମୀ! ଭିଜିବ ଏହି ଏହି ଅଞ୍ଚଳ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ବର୍ତ୍ତମାନ ସାରା ଓଡ଼ିଆରେ ଲାଗି ରହିଛି ଗ୍ରୀଷ୍ମ ପ୍ରଭାବ। ଅତ୍ୟଧିକ ଖରା ପ୍ରଭାବରେ ଲୋକ ବହୁତ ହଇରାଣ ହେଉଥିଲେ। ଅଂଶୁଘାତରେ ଅନେକ ଲୋକଙ୍କ ଜୀବନ ଯାଉଥିଲା। ଖରା ଯୋଗୁ ଲୋକମାନେ କୌଣସି କାମ ମଧ୍ୟ କରିପାରୁନଥିଲେ। ଆଞ୍ଚଳିକ ପାଣିପାଗ ବିଭାଗ କିଛି ଦିନ ପୂର୍ବରୁ କହିଥିଲା କି ଏହି ବର୍ଷ ମୌସୁମୀ ରଜ ପୂର୍ବରୁ ଆସିବ କିନ୍ତୁ ପରେ ପୁର୍ଣ ସୂଚନା ଦିଆଯାଇଥିଲା କି ରଜ ଭିତରେ ମୌସୁମୀ ଓଡ଼ିଆ ଛୁଇଁବ ଓ ଏବେ ମୌସୁମୀ ଓଡ଼ିଆ ଛୁଇଁସାରିଛି।

ଆପଣଙ୍କୁ କହିରଖିବୁ ଆଜି ମୌସୁମୀ ଦକ୍ଷିଣ ଓଡ଼ିଆରେ ଓଡ଼ିଆ ଛୁଇଁଛି ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଆରେ। ସେଠାରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଏବେ ପାଣିପାଗ ବିଭାବର କହିବା ଅନୁସାରେ ଆଗାମି କିଛିଘଣ୍ଟା ମଧ୍ୟରେ ସମ୍ପୂର୍ଣ ଓଡିଶାରେ ମୌସୁମୀର ପ୍ରଭାବ ଦେଖାଯିବ ବର୍ଷା ହେବ। ବର୍ଷା ହେବା ଦ୍ଵାରା ତାତିରୁ ମୁକ୍ତି ପାଇବେ ଓଡିଶାବାସୀ। ଏହା ସହ ଧାନ ପାଇଁ ବିହନ ବୁଣିବାର ସମୟ ମଧ୍ୟ ଅଟେ ତେଣୁ ଚାଷୀ ଭାଇ ମାନଙ୍କ ପାଇଁ ମଧ୍ୟ ଖୁସୀ ଖବର। ଆପଣଙ୍କୁ କହିରଖିବୁ ମୌସୁମୀ ପ୍ରଭାବରେ ବୁଧବାର ଦକ୍ଷିଣ ଓଡ଼ିଆରେ ରାୟଗଡା, ମାଲକାନଗିରି, କୋରାପୁଟର କିଛି ସ୍ଥାନରେ ବର୍ଷା ହୋଇଥିଲା ଓ ଏହି ବର୍ଷା ଆଗକୁ ବଢିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *