Weather News: ବଙ୍ଗୋପସାଗରରେ ଅଵପାତ ହେଲା ସକ୍ରିୟ। ହୋଇଯାଅନ୍ତୁ ସତର୍କ, ଏହି ଜିଲ୍ଲାରେ ବର୍ଷା କାଚିବାର ଅଛି ସମ୍ଭାବନା, ପଢନ୍ତୁ ପୁରା ଖବର

ବଡ଼ ଖବର। ଏଇ କିଛି ଦିନ ହେବ ଓଡ଼ିଶାର କେତେକ ଜାଗାରେ ବର୍ଷା ହେଉଅଛି। କହିରଖିବୁ ଏହି ବର୍ଷା ସମୟରେ ଆପଣ ଘରେ ହିଁ ରୁହନ୍ତୁ। ବର୍ଷା ସହିତ ବିଜୁଳି ମାରିବାର ବି ସମ୍ଭାବନା ଅଛି। ଅଵପାତରେ ପରିଣତ ହେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁକୁ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଆଜୀଠାରୁ ଉପକୂଳବର୍ତୀ ଓଡିଶାର କିଛି ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ନାହିଁ। ଏହା ସହିତ ରାତିରେ ତାପମାତ୍ରା ୨-୩ ଡିଗ୍ରୀ ବଢିପାରେ। ଏହାର ପ୍ରଭାବରେ କିଛି ଜିଲ୍ଲାର ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସେହି ଜିଲାକୁ ରେଡ ୱାରନିଙ୍ଗ ଜାରିକରିଛି।

Google

କହିରଖିବୁ କି ଅଧିକ ବର୍ଷା ଥିବାରୁ ୯ ଟି ଜିଲ୍ଲାରେ ଦୁଇ ଦିନ ପାଇଁ ସବୁ ଛୁଟି ବାତିଲ କରାଯାଇଛି। ଏହା ସହିତ ସମସ୍ତ ସ୍କୁଲ କଲେଜ ବନ୍ଦ ପାଇଁ କୁହାଯାଇଛି ବୋଲି ଜଣା ଯାଉଛି। ଏହା ସହିତ ଆସନ୍ତା ୧୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଓ ତାର ଆଖପାଖରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ ଅନୁମାନ କରାଯାଇଛି। ଏହାକୁ ନେଇ ଅଧିକ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅଞ୍ଚଳର ରିପୋର୍ଟର ପ୍ରକାଶ ପଟନାୟକ।ସେ କହିଛନ୍ତି ଏହାର ଅଧିକ ପ୍ରଭାବ ଦକ୍ଷିଣ ଓଡିଶାରେ ଦେଖାଯିବ।

ଖାସ କରି ଗଜପତି, ରାୟଗଡା, ମାଲକାନଗିରି ଆଦି ଜିଲ୍ଲାର ଅଧିକ ବର୍ଷାର ସମ୍ଭାବନା ଅଛି। ଏହି ସବୁ ଜିଲ୍ଲାରେ ଆସନ୍ତା କାଲି ରାତିରୁ ବର୍ଷା ଆରମ୍ଭ ମଧ୍ୟ ହୋଇଗଲାଣି। ଏହିପରି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ଲଘୁଚାପର ପ୍ରଭାବ ରହିବ।

Google

ଏହା ଧୀରେ ଧୀରେ ଉପକୂଳ ଓଡିଶାକୁ ଯିବାର ସମ୍ଭାବନା ଅଛି ବୋଲି ଜଣାଯାଉଛି। ଏହାର ପ୍ରଭାବରେ କିଛି ସ୍ଥାନରେ ହାଲୁକା ବର୍ଷା ହେବା ସହ ଆଉ କିଛି ସ୍ଥାନରେ ଅଧିକ ବର୍ଷାର ସମ୍ଭାବନା ରହିଛି। ପାଖାପାଖି ସମ୍ପୂର୍ଣ ଓଡିଶାରେ ଏହାର ପ୍ରଭାବ ପଡିବ ପବନର ସମ୍ଭାବନା ନାହିଁ। ତାପମାତ୍ରା କଥା କହିବା ତ ଏହି ବର୍ଷା ପରେ ଶୀତ ମଧ୍ୟ ବଢିବ ବୋଲି ଅନୁମାନ କରାଯାଉଛି। ସେହିପରି ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ କରାଯାଇଛି ଓ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାଛଧରାଳିଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି। ଆପଣ ବି ଘରେ ରୁହନ୍ତୁ, ବାହାରକୁ ଯାଆନ୍ତୁ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *