ବ୍ୟୁରୋ ରିପୋର୍ଟ: ବିଶେଷ ରିପୋର୍ଟରୁ ଜଣା ଯାଉଛି କି ଉତ୍ତର ଓଡିଶା ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲାଗୁଚାପ ମଙ୍ଗଳବାର ଦିନ ମଧ୍ୟ ପ୍ରଦେଶ ମୁଁହା ହୋଇଥିବା ପାଇଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ବର୍ଷିବାର ଚାନ୍ସ ଅଛି। ଏହା ନେଇ ସୋଆ (ଶିକ୍ଷା ଓ ଅନୁସନ୍ଧାନ) ପରିଚାଳିତ ପରିବେଶ ଏବଂ (ସିଇସି) ଜଳବାୟୁ କେନ୍ଦ୍ର ପକ୍ଷରୁ ଜଣା ଯାଇଛି।
୧୧ ଜୁଲାଇ ଯାଏ ବଙ୍ଗୋପସାଗର ଏବଂ ଆରବ ସାଗର ଆଡୁ ଅନୁକୂଳ ମୌସୁମୀ ପ୍ରଭାବ କାରଣରୁ ସାମନ୍ୟରୁ ପ୍ରବଳ ବର୍ଷାର ସମ୍ଭାବନା ଓଡ଼ିଶାରେ ଥିବା ବେଳେ ସିଇସି ପକ୍ଷରୁ କୁହାଯାଇଛି କି ୮ ଜୁଲାଇରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଚାନ୍ସ ରହିଛି।

ତେବେ ଵିଶେଷ ତଥ୍ୟରୁ ଜଣା ଯାଉଛି କି ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ଚାନ୍ସ ଥିବା ବେଳେ ଅନ୍ୟ ଅଞ୍ଚଳ ଗୁଡିକରେ ୨୦ ଜୁଲାଇ ଯାଏ ସିଇସି ସୂଚନା ଦେଇଛନ୍ତି କି ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।