ଆସିଲା ବଡ଼ ଅପଡେଟ: ଏହି ୫ଟି ଜିଲ୍ଲାକୁ ସତର୍କ ସୂଚନା! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଗୁରୁବାର କିଛି ଜିଲ୍ଲାରେ ବର୍ଷା ଲାଗିରହିଛି। ଯାହାକି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଥିଲା। ଅନ୍ୟ ପକ୍ଷରେ ଜଗତସିଂହପୁର,କଟକ, କେନ୍ଦ୍ରାପଡା,ନୟାଗଡ଼ ,ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ବୌଦ୍ଧ ଏବଂ କନ୍ଧମାଳରେ ବର୍ଷା ସହ ଘଡଘଡି ସମ୍ଭାବନା ଅଛି ବୋଲି ଶ୍ରୀ ବିଶ୍ୱାଳ ଅନୁମାନ କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଉକ୍ତ ଜିଲ୍ଲା ସବୁକୁ ସତର୍କ ରହିବାରେ ନିମନ୍ତେ ଚିଠି ଲେଖିଛନ୍ତି ବୋଲି ଜଣା ଯାଇଛି।

Google

ଅନ୍ୟପଟରେ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ ଏବଂ ସୋଆ ଜଳବାୟୁ ଅନୁମାନ କରିଥିଲେ କି ଗୁରୁବାର ଦିନରେ ଖରା ରହିବ ଏବଂ ତାପରେ ଉପରବେଳା ବର୍ଷା ହେବ ଏବଂ ଏହା ସହ ଘଡଘଡି ବି ହେବ। କହିରଖିବୁ ବର୍ଷା ତାରିଖ ୨୮ ରୁ ବୃଦ୍ଧି ପାଇପାରେ ବୋଲି ଜଣା ଯାଉଛି।

ଦକ୍ଷିଣ ଓଡିଶାରେ ୩୧ ତାରିଖ ଯାଏ ବର୍ଷା ହୋଇପାରେ ବୋଲି ଜଣା ଯାଉଛି ତା ଛଡା ଉପକୂଳ ଓଡିଶାରେ ୩୦ ତାରିଖ ଯାଏ ବର୍ଷା ହୋଇପାରେ। ୨୯ ରେ ସୃଷ୍ଟି ହେଉଥିବା ଲଘୁଚାପ ଦୁର୍ବଳ ହୋଇପାରେ। ହେଲେ ଡ଼ଃ ସାହୁଙ୍କ ଅନୁମାନ ଯେ ଘୁର୍ଣ୍ଣିବଳୟ ଫଳରେ ଦକ୍ଷିଣ ଓଡିଶା ସହିତ ଉପକୂଳ ଓଡିଶାରେ ବର୍ଷା ହୋଇପାରେ।

Google

ବିତି ଯାଇଥିବା ଗୋଟିଏ ଦିନ କଥା କହିବା ତ ବାଣପୁରରେ ୫୮ ମିଳିଲିଟର ବର୍ଷା ହୋଇଥିବା ବେଳେ ଦଶପଲ୍ଲାରେ ୫୨, ଆନନ୍ଦପୁରରେ ୬୨ ,ରାଜଘାଟରେ ୪୧, ଭୁବନେଶ୍ୱର ୪୨, ଟାଙ୍ଗିରେ ୩୬, ଡୁଙ୍ଗୁରିପାଲିରେ ୩୨ , ବାରିପଦାରେ ୪୦,ବନ୍ତରେ ୪୦ ମିଲିଲିଟର ବର୍ଷା ହୋଇଛି ବୋଲି ରାଜ୍ୟ ଜଳ ସମ୍ପଦ ପାଖରୁ ରେକର୍ଡ ଦର୍ଜ ହୋଇଛି ବୋଲି ଜଣା ଯାଇଛି। ଆପଣଂକୁ କହିରଖୁଚୁ ବର୍ଷା ଘଡଘଡିର ସମ୍ଭାବନା ଅଛି ତେଣୁକରି ଆପଣ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଘରେ ରୁହନ୍ତୁ। ବର୍ଷା ଘଡଘଡି ସମୟରେ ସର୍ତକତା ସହିତ ଘରେ ରୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *