ବଙ୍ଗଳାଦେଶ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୁର୍ଣ୍ଣିବାଳୟ! ୪ ରୁ ୫ ଦିନ ଯାଏ ଓଡ଼ିଶାରେ ବର୍ଷିବ ବର୍ଷା

ତେବେ ରିପୋର୍ଟ ଅନୁସାରେ ଜଣା ଯାଇଛି କି ବଙ୍ଗଳାଦେଶ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ। ଫଳରେ ଲଘୁଚାପ କ୍ଷେତ୍ର ଓଡ଼ିଶାରେ ସୃଷ୍ଟି ହେବାର ଚାନ୍ସ ରହିଛି। ତେବେ ରାଜ୍ୟରେ ୪ ରୁ ୫ ଦିନ ଯାଏ ବର୍ଷାର ପରିମାଣ ବଢ଼ିପାରେ।

ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ୩୦ ଜୁନ ସୁଦ୍ଧା ରାଜ୍ୟରେ ୨୧୭.୭ ମିଲିଲିଟର ବର୍ଷା ହେବା ସ୍ଥଳରେ ହୋଇଛି ୧୩୧.୩ ମିଳିଲିଟର।

Google

ତେବେ ଆପଣଂକୁ କହିରଖିବୁ ଆପଣ ସତର୍କତା ଅବଲମ୍ବନ କରନ୍ତୁ। ଜରୁରୀ ଜିନିଷ ଆଣି ଘରେ ଆଗରୁ ରଖନ୍ତୁ। ବର୍ଷା ସମୟରେ ବାହାରକୁ ଯାଆନ୍ତୁ ନାହିଁ। ଯଦି ଗୃହପାଳିତ ଜୀବ ଥିବେ ତେବେ ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।

ଆଜି ଓଡ଼ିଶାର ଜଗତସିଂହପୁର ଜିଲ୍ଲାର କେତେକ ଜାଗାରେ ହୋଇଛି ବର୍ଷା। ତେବେ ରାଜ୍ୟରେ ବର୍ଷା ଆଗାମୀ କିଛି ଦିନ ଯାଏ ହୋଇପାରେ। ଏଥିନିମନ୍ତେ ସତର୍କତା ନିଶ୍ଚିତ ଭାବରେ ଅବଲମ୍ବନ କରନ୍ତୁ। ସତର୍କତା ସହ ପରିଚାଳିତ ହୁଅନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.