ତେବେ ପୁଣି ବର୍ଷା ହେବାକୁ ଯାଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ସୂଚନା ଅନୁସାରେ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି କି ଉତ୍ତର ପଶ୍ଚିମ ଦିଗରୁ କିଛି ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ଆସିବାକୁ ଯାଉଛି। ଏହାର ପ୍ରଭାବରେ ଆଗାମୀ ୨୭-୨୮ ତାରିଖରେ ରାଜ୍ୟରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ପାଣିପାଗ ବିଭାଗ ସତର୍କ ରହିବା ପାଇଁ ସୂଚନା ମଧ୍ୟ ଜାରି କରିଛି।
ସମୁଦ୍ର ମଧ୍ୟରୁ ଆସିଥିବା ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ କୁହାଯାଇଛି କି ୨୭ ତାରିଖ ବେଳକୁ ପାଞ୍ଚଟି ଜିଲ୍ଲା ଓ ୨୮ ତାରିଖ ବେଳକୁ ୧୧ ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାକୁ ଯାଉଛି।ତେବେ ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢ଼ିବାକୁ ଲାଗିଛି। ଯାହା ଫଳରେ ଅନେକ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ତେବେ ରାଜ୍ୟରେ ଏହି ଶୀତର ପ୍ରକୋପ ବଢୁଥିବା କାରଣରୁ ବର୍ତ୍ତମାନ ରାଜ୍ୟରେ ଅଳ୍ପ ବର୍ଷା ହେବା ଫଳରେ ରାଜ୍ୟରେ ଶୀତର ପ୍ରକୋପ ମଧ୍ୟ କିଛି ମାତ୍ରାରେ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି। ଏହା ସହିତ ପାଣିପାଗ ବିଭାଗର ଅଧିକାରୀ ମଧ୍ୟ କହୁଛନ୍ତି କି ରାଜ୍ୟରେ ବର୍ତ୍ତମାନ ଏହି ସ୍ୱଳ୍ପ ବର୍ଷାର ଆବଶ୍ୟକତା ନିହାତି ଭାବରେ ରହିଛି।ତେବେ ଏହି ବାୟୁର ପ୍ରଭାବରେ ବର୍ତ୍ତମାନ ବର୍ଷା ହେବାର ଅନେକ ସମ୍ଭାବନା ରହିଛି।
ଏହି ବର୍ଷା କାରଣରୁ ରାଜ୍ୟରେ ଶୀତର ପ୍ରକୋପ କିଛି ମାତ୍ରାରେ କମିଯିବ। କିନ୍ତୁ ଏହା ଅତିବାହିତ ହୋଇଯିବା ପରେ ରାଜ୍ୟରେ ଶୀତର ପ୍ରକୋପ ପୁଣି ବଢିବ ବୋଲି ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି। ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି କି ୭ କିମ୍ବା ୫ ଜାନୁଆରୀ ପରେ ରାଜ୍ୟରେ ପୁଣି ଶୀତର ପ୍ରଭାବ ବଢ଼ିବାକୁ ଲାଗିବ। ଏହା ପୂର୍ବରୁ ରାଜ୍ୟରେ ଶୀତର ପ୍ରକୋପ କିଛି ମାତ୍ରାରେ କମିବାକୁ ଯାଉଛି। ତେବେ ଯେଉଁ ଜିଲ୍ଲା ମାନଙ୍କରେ ବର୍ଷା ହେବ ନାହିଁ ସେହି ଜିଲ୍ଲା ମାନଙ୍କରେ ମଧ୍ୟ କିଛି ପରିମାଣରେ ଶୀତର ପ୍ରଭାବ କମିବ ବୋଲି ଅନୁମାନ କରା ଯାଉଛି। ତେବେ ଆପଣ ସତର୍କ ରୁହନ୍ତୁ ଏବଂ ଘରେ ରୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।