ରାଜସ୍ଥାନର ଧୋଲପୁରରେ ଏକ ୧୬ ବର୍ଷୀୟ ନାବାଳିକା ଝିଅ ଫାଶୀ ଦେଇ ଆତ୍ମହତ୍ୟା କରିଦେଇଛନ୍ତି। କୁହାଯାଇଛି କି କିଛି ଜଣ ଲୋକ ଝିଅକୁ ବାରମ୍ବାର ହଇରାଣ କରିବାରୁ ସେ ଚିନ୍ତିତ ହୋଇ ଆତ୍ମହତ୍ୟା କରିଛି।

ଏହିକଥା ଧୋଲପୁର ଜିଲ୍ଲାର କାଙ୍ଞ୍ଚନପୁର ଥାନା କ୍ଷେତ୍ରରେ ଏକ ଗାଁର ଅଟେ। ନାବାଳିକା ଓନି ଦ୍ୱାରା ଫାଶୀ ଦେଇଛି।ଝିଅର ଶବ ଫାସୀରେ ଝୁଲିବାର ଦେଖି ପରିବାର ଲୋକ ସ୍ତବ୍ଧ ହୋଇଯାଇଛନ୍ତି। ମହଲାର କବାଟ ଭାଙ୍ଗି ଝିଅର ଶବକୁ ଉଦ୍ଧାର କରାଯାଇଛି।
ପୋଲିସ ମାମଲା ଦର୍ଜ କରି ଶବକୁ ପୋଷ୍ଟମର୍ତ୍ତମ ପାଇଁ ପଠେଇଦେଇଛି। ଝିଅର ବାପା ପଡୋଶୀ ଗାଁର କିଛି ପୁଅଙ୍କ ଉପରେ ହଇରାଣ କରିବାର ଆରୋପ ଲଗେଇଛନ୍ତି।ଯେଉଁଥିରେ ନାବାଳିକା ଚିନ୍ତିତ ହୋଇ ଆତ୍ମହତ୍ୟା କରିଛି।
ପରିବାର ଦେଇଥିବା ତଥ୍ୟ ଅନୁସାରେ ପୁଲିସ ନିଜ କାର୍ଯ୍ୟ ଆରମ୍ଭ କରିଦେଇଛି। ପିତା କହିଛନ୍ତି କି ୧୩ ନଭେମ୍ବର ୨୦୨୦ ତାଙ୍କର ୧୬ ବର୍ଷର ଝିଅ ତାଙ୍କ ସାନ ଭଉଣୀ ସହ କିଣାକିଣି ପାଇଁ ଯାଇଥିଲେ। ଏହା ମଧ୍ୟରେ ପଡୋଶୀ ଗାଁର କିଛି ପୁଅ ତାଙ୍କୁ ହଇରାଣ କରିବା ଆରମ୍ଭ କଟିଥିଲେ।

ପୁଲିସ ଥାନାର ରିଡ଼ର ଓମ ପ୍ରକାଶ ଶର୍ମା କହିଛନ୍ତି କି ୧୬ ବର୍ଷୀୟ ଝିଅ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ଶବକୁ ପରିବାର ଆଗରେ ପୋଷ୍ଟ ମର୍ତ୍ତମ କରାଦିଆଗଲା। ଦାହ ସଂସ୍କାର ପାଇଁ ଶବକୁ ପରିବାର ଲୋକଙ୍କୁ ଫେରେଇଦିଆଗଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।