ରିପବ୍ଲିକ ଟିଭି ଉପରେ ବାବା ରାମଦେବ ଅର୍ଣ୍ଣବ ଗୋସ୍ୱାମୀର ପ୍ରଶଂସା କରିବା ପରେ ଏହା ଥିଲା ଏଙ୍କରଙ୍କର ରିଆକ୍ସନ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଆଜି ସଂସଦରେ ୨୦୨୧-୨୨ ର ବଜେଟ କହିଲେ। ବଜେଟକୁ ନେଇକି ଲୋକ ମାନଙ୍କର ଅଲଗା ଅଲଗା ପ୍ରତିକ୍ରିୟା ରହିଲା। ବିରୋଧୀ ନେତା ଯେତେବେଳେ ଏହି ବଜେଟ ଭିତରେ ଥିବା କମି ମାନଙ୍କର ଗଣନା କଲେ ସେତେବେଳେ ଜଟାଧାରୀ ବିଜେପି ନେତା ଏହାକୁ ଏକ ଐତିହାସିକ ବଜେଟ ବୋଲି କହୁଛନ୍ତି। ଏହି କଥା ନେଇକି ଭିନ୍ନ ଭିନ୍ନ ଟିଭି ଚ୍ୟାନେଲ ମାନଙ୍କରେ ଅଲଗା ଅଲଗା ଡିବେଟର ଆୟୋଜନ କରାଯାଇଛି। ରିପବ୍ଲିକ ଟିଭିର ଆଙ୍କର ଅର୍ଣ୍ଣାବ ଗୋସ୍ୱାମୀ ବିପକ୍ଷୀ ଦଳ ଉପରେ ଆକ୍ରମଣ କରିକି କହିଲେ କି ଏହି ବଜେଟ ଭିତରେ ଲୋକ ମାନଙ୍କୁ ସୁବିଧା ନଜର କାହିଁକି ଆସୁନାହିଁ।

Google

ଏହି ବଜେଟ ଉପରେ ବାବା ରାମଦେବ ବି ନିଜର ମତାମତ ରଖୁ ଥିବାର ଦେଖାଗଲେ। ବଜେଟ ଉପରେ କହିବାକୁ ଯାଇ ବାବା ରାମଦେବ ଅର୍ଣ୍ଣବ ଗୋସ୍ୱାମୀଙ୍କର ପ୍ରଶଂସା କରୁଥିବାର ଦେଖାଗଲେ। ଏହାପରେ ଅର୍ଣ୍ଣାବ ନିଜର ହସ ଅଟକାଇ ପାରିଲେ ନାହିଁ। ବାବା ରାମଦେବ କହିଲେ ” ଆପଣ ଏଡିଟର ଇନ ଚିଫ ଅଟନ୍ତି ତାହା ବି ପୁଣି ରିପବ୍ଲିକ ଟିଭି ର। ଭାରତର ଯେଉଁ ରିପବ୍ଲିକ ଅଛି ଯାହା ଏହାର ସମ୍ବିଧାନ ଅଛି ତାର ମୂଳଦୁଆରେ ସମାନତା, ନ୍ୟାୟ ତଥା ସାଇଣ୍ଟିଫିକ ଟେମ୍ପରାମେଣ୍ଟ ସଂହିତ ଆଗକୁ ବଢିବା ପାଇଁ ନିଜ ଭାଗର ଦାୟିତ୍ୱ ତଥା ଭାଗିଦାରୀ ନେବାକୁ ଆପଣ ବାର ବାର କଥା କୁହନ୍ତି। ମୋର କଣ ଭାଗିଦାରୀ ରାଷ୍ଟ୍ର ନିର୍ମାଣରେ ଆପଣ ବାର ବାର କଥା କୁହନ୍ତି।”

ବାବା ରାମଦେବଙ୍କର କଥା ଶୁଣିବା ପରେ ଅର୍ଣ୍ଣବ ନିଜର ହସ ଅଟକାଇ ପାରିଲେ ନାହିଁ। ବାବା ରାମଦେବଙ୍କର କଥା ଶୁଣିବା ପରେ ଅର୍ଣ୍ଣବ କହିଲେ “ବା ବା”। ବାବା ରାମଦେବ କହିଲେ କି ଏହି ବଜେଟ ଆଗାମୀ ୨୫ ବର୍ଷର ମୂଳଦୁଆ ରଖିବା ପାଇଁ ଅଟେ।

Google

ବାବା ରାମଦେବ ଗୋସ୍ୱାମୀଙ୍କର ଶୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବି ପ୍ରଶଂସା କଲେ। ରାମଦେବ କହିଲେ ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ନିଃସ୍ୱାର୍ଥପର ବ୍ୟକ୍ତି ଯାହାଙ୍କର ନା ଘର , ନା ପରିବାର ଆଉ ନା ସଂସାର ଠାରୁ କିଛି ଆଶା ଅଛି ସେ ଦେଶ ପାଇଁ ସମ୍ପୂର୍ଣ ରୂପେ ସମର୍ପିତ ଅଟନ୍ତି। ଏହି ଲୋକର ଗୋଟେ ହିଁ ଆଶା କି ମୁଁ ନିଜ ଦେଶକୁ ଆମେରିକା, ଚୀନ ତଥା ଜାପାନ ଠାରୁ ଅଧିକ ଶକ୍ତିଶାଳୀ ବନେଇବି।”

ବାବା ରାମଦେବ ଆଗକୁ କହିଲେ କି ଏହି ବଜେଟ ବୋଟ ବ୍ୟାଙ୍କ ଥିବା ନୁହଁ ବରଂ ଦେଶ ନିର୍ମାଣ ବଜେଟ ଅଟେ। ଆଗକୁ ଯାଇ ସେ କୃଷକ ମାନଙ୍କ ସମ୍ପର୍କରେ କହିଲେ ” ମୁଁ ବି କୃଷକର ପୁଅ ଅଟେ ଆଉ ମୁଁ ବହୁତ ଖୁସିରେ ଅଛି। କାହିଁକି ନା କୃଷକର ଦେଢ଼ ଗୁଣା ଏମଏସପି ଆଉ କେଉଁ ସରକାର କରି ନଥିଲେ ମାତ୍ର ମୋଦି କରିଦେଲେ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *