ଅଷ୍ଟମ ଶ୍ରେଣୀରେ ରଣବିର କପୁରଙ୍କ ସହ ହୋଇଥିଲା ପ୍ରେମ, କାନ୍ଦୁଥିବା ଝିଅ ସହିତ ଅଭିନେତା କରିଥିଲେ ଏହି କାମ ।

ହିନ୍ଦୀ ସିନେମାର କଳାକାର ବାସ୍ତବରେ ନିଜର ଚଳଚ୍ଚିତ୍ର ଏବଂ ଅଭିନୟ ସହିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ରହିଥାନ୍ତି। ଆସିଥିବା ଦିନରୁ କେତେକ କଳାକାର ନିଜର ବ୍ୟକ୍ତିଗତ ଜୀବନ ସହିତ ଜଡିତ କେତେକ ବଡ ଖୁଲାସା ବି କରୁଥିବାର ନଜରକୁ ଆସୁଛନ୍ତି।ସେ କୌଣସି ଶୋରେ ଚମକେଇବା ଭଳି ଖୁଲାସା କରୁଛନ୍ତି କିମ୍ଵା ସେ କୌଣସି ଇଣ୍ଟରଭିଉରେ ଏପରି କରୁଥିବାର ଦେଖିବାକୁ ମିଳିଲେ ଓ ପୁଣିଥରେ ସୋସିଆଲ ମିଡିଆରେ ଏହି କଥାର ସୂଚନା ଦିଅନ୍ତି। ଏକ ଭାଇରଲ ଭିଡିଓରେ ଅଭିନେତା ରଣବୀର କପୁର ମଧ୍ୟ ଏପରି କରୁଥିବାର ନଜରକୁ ଆସିଛନ୍ତି।

Google

ପ୍ରକୃତରେ, କଥା ଏହାକି ସୋସିଆଲ ମିଡିଆରେ ଏହିଦିନରେ ହାସ୍ୟାଭିନେତା କପିଲ ଶର୍ମାଙ୍କ ପ୍ରସିଦ୍ଧ ଶୋ ‘ଦ କପିଲ ଶର୍ମା ଶୋ’ ସହ ଜଡିତ ବହୁ ଭିଡିଓ ଭାଇରଲ ହେଉଛି। କେତେକ ଭିଡ଼ିଓରେ ସେ ବଲିଉଡ଼ କଳାକାରମାନଙ୍କ ସହ ହସଖୁସି କରୁଥିବାର ଦେଖିବାକୁ ମିଳୁଛନ୍ତି। ଏପରି ହିଁ ଏକ ଭିଡ଼ିଓରେ ବଲିଉଡ଼ର ଜଣାଶୁଣା ଅଭିନେତା ରଣବୀର କପୁରଙ୍କର ମଧ୍ୟ ଭାଇରଲ ହେଉଛି।

ଭାଇରଲ ଭିଡିଓରେ ରଣବୀର କପୁର ଓ କପିଲ ଶର୍ମା ଶୋ ରେ ମସ୍ତିର ମିଜାଜରେ ନଜର ଆସୁଛନ୍ତି। ହସ-ମଜାର କଥାବାର୍ତ୍ତା ମଧ୍ୟରେ ରଣବୀର ନିଜ ବ୍ୟକ୍ତିଗତ ଜୀବନର ସହ ଜଡିତ ବହୁତ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି କି ଯେବେ ସେ ଅଷ୍ଟମ ଶ୍ରେଣୀରେ ଥିଲେ,ତେବେ ସେ ପ୍ରଥମ ଥର କୋଉ ଝିଅକୁ ଡେଟ କରିଥିଲେ।

କପିଲ ଶର୍ମା ଶୋ ରେ ଦର୍ଶକଙ୍କ ମଧ୍ୟରେ ବସିଥିବା ଏକ ଝିଅ ବହୁତ ହିଁ ମଜାଦାର ପ୍ରଶ୍ନ କଲେ ଓ ସେ କହିଲେ କି, ଆପଣ ଆଜିପର୍ଯ୍ୟନ୍ତ ବହୁତ ଝିଅଙ୍କୁ ଡେଟ କରିଛନ୍ତି,କିନ୍ତୁ କଣ ଆପଣଙ୍କର ମନେଅଛି କି ଆପଣ ସବୁଠୁ ପ୍ରଥମେ କାହାକୁ ଡେଟ କରିଥିଲେ? ଏଥିରେ ରଣବୀର କପୁର କପିଲ ଶର୍ମା ଓ ଝିଅକୁ ବଡ ହିଁ ମଜାଦାର ଉତ୍ତର ଦେଲେ।

Google

ରଣବୀର କପୁର କପିଳଙ୍କୁ କହିଲେ କି,’ହଁ ପୁରା ମନେ ଅଛି, ମୁଁ ଅଷ୍ଟମ ଶ୍ରେଣୀରେ ଥିଲି କାହାର ଛାତ ଉପରେ ପାର୍ଟି ଚାଲୁଥିଲା। ସନ୍ଧ୍ୟା ୭ଟା ବାଜିଥିଲା।ସୂର୍ଯ୍ୟ ଲୁଚିଯାଇଥିଲା,ତେବେ ମୁଁ ଦେଖିଲି ସେ ଝିଅ ଏକ କଣରେ କାନ୍ଦୁଥିଲା”।

ଆକ୍ଟର ରଣବୀର କପୁର ଆଗ କହିଲେ କି,”ମୁଁ ତା’ର ପାଖକୁ ଗଲି ଓ ପଚାରିଲି କି ତୁମେ କାନ୍ଦୁଛ କାହିଁକି? ଏଥିରେ ସେ କହିଲେକି ମୁଁ ତୁମ ଉପରେ ବିଶ୍ୱାସ କରେନାହିଁ।ଏହା ଶୁଣି ମୁଁ ସେଠାରେ ଆଶ୍ଚର୍ଯ୍ୟ ହୋଇଗଲି। ମତେ ଜଣାନଥିଲା କି ମୁ କଣ କହିବି । ବିଶ୍ୱାସ ମାନେ କେମିତି ପାଇବି? ତେବେ ମୁଁ ସିଧା ହାତ ବାହାର କଲି ଓ ତା ଆଡ଼କୁ କଲି ଓ କହିଲି କି କଣ ଏବେ ତୁମେ ମୋ ଉପରେ ବିଶ୍ୱାସ କରିବ?”

ହସ ମଜାକ ଭାବରେ ପ୍ରଥମେ କପିଲ ଶର୍ମା ରଣବୀର କପୁରଙ୍କୁ ପଚାରିଲେ କି ତା ପରେ କଣ ହେଲା? ଏଥିରେ ହସିକରି ରଣବୀର କପିଲଙ୍କୁ କହିଲେକି ଏହାପରେ ସେ କେବେବି ଡେଟରେ ଯାଇନାହାନ୍ତି। ରଣବୀରଙ୍କ ଏହି ଉତ୍ତର ଶୁଣି କପିଲଙ୍କ ସହ ସିଦ୍ଧୁ ଓ ପୁରା ଦର୍ଶକ ମଧ୍ୟ ହସିବାକୁ ଲାଗିଲେ।

କହିରଖୁଛୁ ଇଂସ୍ଟଗ୍ରାମରେ ଅଭିନେତାଙ୍କ ଫ୍ୟାନ କ୍ଲବ ଦ୍ଵାରା ବୁଝା ଯାଇଛି। ମିଡିଆରେ ଲୋକଙ୍କ ମନୋରଞ୍ଜନ ହେଉଛି। ପ୍ରଶଂସକ ମାନେ ଭାଇରଲ କରୁଛନ୍ତି ଏବଂ କମେଣ୍ଟ ମଧ୍ୟ କରୁଛନ୍ତି।

କହିଦେଉଛୁ ରଣବିରଙ୍କ ନାମ କେତେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ଏଥିରେ କ୍ରାଟିନା କୈଫ ଏବଂ ଦୀପିକା ପାଦୁକୋନ ସାମିଲ ଅଛନ୍ତି। ହେଲେ ଏହି ଦୁହିଁଙ୍କ ସହ କିଛି ଦିନ ବିତେଇବା ପରେ ଲମ୍ବା ସମୟ ଧରି ଏବେ ଆଲିୟାଙ୍କ ସହ ରିଲେସନରେ ଅଛନ୍ତି।

Google

ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି ଏବଂ କେତେଥର ଏମିତି ଖବର ଆସିଛି କି ଦୁହିଁଙ୍କ ପରିବାର ମଧ୍ୟ ସହମତି ଦେଇଛନ୍ତି। ଆଶା ଅଛି ଦୁହେଁ ଜଲଦି ବିବାହ କରିବେ। ଦୁହେଁ ଦୁହିଁଙ୍କ ପ୍ରତି ଭଲ ପାଇବା ପ୍ରାୟତଃ ଦେଖା ଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *