ପ୍ଲାନ ଏପରି ଥିଲା ଯାହା ରତନ ଟାଟାଙ୍କୁ ଏତେ ପ୍ରଭାବିତ କଲା କି ସେ ରତନ ଟାଟାଙ୍କୁ ନିଜ ସହ କାମ କରିବା ପାଇଁ ମୌକା ଦେଲେ। ଆପଣ ପୁରା ଠିକ ଶୁଣିଛନ୍ତି ଗୋଟେ ପତି-ପତ୍ନୀଙ୍କ ବିଜନେସ ଆଇଡ଼ିଆ ଏତେ ଭଲ ଲାଗିଲାକି ସେ ସେହି ପତି-ପତ୍ନୀଙ୍କୁ ନିଜ କମ୍ପାନୀ ସହ କାମ କରିବା ପାଇଁ ମୌକା ଦେଇଦେଲେ। କୁହାଯାଏ ଯଦି ଆପଣ ହୃଦୟରୁ କିଛି କରିବା ପାଇଁ ଚାହାଁନ୍ତି ଉପରଵାଲା ଆପଣଙ୍କୁ ସଠିକ ମଣିଷ ସହିତ ମିଳାଇ ଦିଅନ୍ତି।

ଆଜି ଆମେ କହିବାକୁ ଯାଉଛୁ ଅନ୍ଲାଇନ ଫ୍ୟୁଲ ଡେଲିଭରି କରିବା ଵାଲା କମ୍ପାନୀ ରିପୋଜର ନିର୍ମାତା ଦମ୍ପତିଙ୍କ ବିଷୟରେ ଯିଏକି ନିଜ ସୁନ୍ଦର ବିଜନେସ ପ୍ଲାନ ପାଇଁ ରତନ ଟାଟାଙ୍କୁ ଏତେ ପ୍ରଭାବିତ କଲେ କି ସେ ଦୁହିଁଙ୍କୁ ମିଟିଙ୍ଗ ପାଇଁ ଡକାଇଲେ।
ପ୍ଲାନ ଥିଲା କିଛି ବଡ଼ କରିବାର:-
ଆଜି ଆମେ କହିବାକୁ ଯାଉଛୁ ବ୍ୟାପାର କ୍ଷେତ୍ରରେ ରୁଚି ରଖିଥିବା ଦମ୍ପତିଙ୍କ ବିଷୟରେ। ଯିଏକି ନିଜ ଦକ୍ଷତା ବଳରେ ରତନ ଟାଟାଙ୍କ ଭଳି ଲୋକଙ୍କୁ ଉତ୍ସାହିତ କରିଦେଲେ ନିଜ ସହିତ କାମ କରିବାକୁ। ଆମେ କହୁଛୁ ଚେତନ ବାଲୁଜ ଓ ଆଦିତ୍ୟ ଭୋସଲେଙ୍କ କଥା। ଯିଏକି ବର୍ଷ ୨୦୧୫ରେ ବିବାହ କରିଥିଲେ। ଏମାନଙ୍କ କ୍ୟାରିୟର ସମ୍ପର୍କରେ କହିବାତ ଆଦିତ୍ୟ ଭୋସଲେ ଫୋରେନ୍ସିକ ଓ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧରେ ମାଷ୍ଟର ଡିଗ୍ରୀ କରିଛନ୍ତି। ଚେତନ ନିଜ ପାରିବାରିକ ପେଟ୍ରୋଲ ପମ୍ପ ବ୍ୟବସାୟକୁ ପ୍ରାବନ୍ଧିତ କରିଛନ୍ତି।
ଦେଖାଯିବ ତ ଏହି ଦୁହିଁଙ୍କୁ କୌଣସି ଜିନିଷର ଅଭାବ ନାହିଁ।ଏଦୁହେଁ ଚାହିଁଥିଲେ ତାହା କରିପାରିଥାନ୍ତେ ଯାହା ସମସ୍ତେ କରନ୍ତି। ବୁଲିବା ଓ ନିଜ ପରିବାରକୁ ଆଗକୁ ବଢ଼ାଇବା କିନ୍ତୁ ଏମାନେ ସେପରି କରିନଥିଲେ ଏକା ପ୍ରକାର ବ୍ୟବସାୟୀ ଭାବନା ଦୁହିଁଙ୍କର ଥିବାରୁ ଏମାନେ ଆଗକୁ ବ୍ୟବସାୟରେ କିଛି ବଡ଼ କରିବା ପାଇଁ ଇଛା ରଖିଥିଲେ ଯେଉଁଠି ପାଇଁ ନୂଆ ନୂଆ ଆଇଡ଼ିଆର ରିସର୍ଚ୍ଚ କରିବାରେ ଲାଗିଲେ।

ରତନ ଟାଟା ହେଲେ ଏମାନଙ୍କ ପ୍ଲାନ ଦ୍ଵାରା ପ୍ରଭାବିତ:-
ଏମାନଙ୍କୁ ନିଜ ପରିବାରର ବ୍ୟବସାୟକୁ ଅଲଗା ଢଙ୍ଗରେ କରିବାର ବିଚାର ଆସିଲା। ଏମାନେ ଭାବିଲେ ଏକ ଏପରି ପ୍ରବନ୍ଧ କରିବେ ଯାହା ଦ୍ୱାରା ଯେଉଁ ବଡ଼ ବଡ଼ ଗାଡି ମାନଙ୍କୁ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଯିବାକୁ ପଡୁଛି ଏହା ଦ୍ଵାରା ଦୁଇଟି ଅଶୁବିଧା ହେଉଛି। ପ୍ରଥମ ଯିବା ଦ୍ଵାରା ମଧ୍ୟ ପେଟ୍ରୋଲ ଖର୍ଚ୍ଚ ହେଉଛି ଓ ଦ୍ୱିତୀୟ ପ୍ରଦୂଷଣ ମଧ୍ୟ ବଢୁଛି। ଏହି ଦୁଇଟି ଅଶୁବିଧାକୁ ଶେଷ କରିହେବ। ଏଥିପାଇଁ ଏଦୁହେଁ ଭାବିଲେ ଏମାନେ ବଡ଼ ବଡ଼ ଗାଡି ପାଇଁ ପେଟ୍ରୋଲକୁ ହୋମ ଡେଲିଭରି ଦେବେ।
ଏହା ପରେ ସେ ନିଜ ଭାବନାକୁ ରିପୋଜ ଷ୍ଟାର୍ଟଅପର ନାମ ଦେଲେ। ଏବେ ଏହି ପ୍ଲାନକୁ ସଫଳ କରିବା ପାଇଁ ସେମାନେ ବଡ ବଡ଼ କମ୍ପାନୀ ସହିତ ସମ୍ପର୍କ ଆରମ୍ଭ କରିଦେଲେ। ଏହା ମଧ୍ୟରେ ଏହି ପ୍ଲାନ ରତନ ଟାଟାଙ୍କୁ ଜଣାପଡିଲା ତ ସେ ଏହା ଦ୍ଵାରା ବହୁତ ଖୁସି ହେଲେ। ଏହା ପରେ ରତନ ଟାଟା ଦୁହିଁଙ୍କୁ ନିଜ ଅଫିସରେ କଥାବାର୍ତ୍ତା ପାଇଁ ଡକାଇଲେ। ରତନ ଟାଟା ନିଜ କମ୍ପାନୀ ସହ କାମ କରିବା ପାଇଁ କହିଲେ।

ଆଜି ସେ “ଡେଡ଼ ମାଇଲେଜ” କୁ ଶେଷ କରିବା ଉଦେଶ୍ୟରେ ରିପୋଜକୁ ସଫଳତା ପୂର୍ବକ ସ୍ଥାପିତ କରିଦେଇଛନ୍ତି ଆଜିର ସମୟରେ ରିପୋଜ ଟାଟା ମୋଟର୍ସ ସହିତ ଅନ୍ୟ ବଡ଼ ଅଟୋ ମୋବାଇଲ କମ୍ପାନୀ ସହିତ ଲଗାତର କାମ କରୁଛି।
ଏହା ଥିଲା ଆଜିର କାହାଣୀ ଯେଉଁଠି ଏକ ପ୍ଲାନ ଓ ପରିଶ୍ରମ ଏକ ଦମ୍ପତିଙ୍କ ସ୍ୱପ୍ନକୁ ପୂରଣ କରିଦେଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।