ରବିନ୍ଦ୍ର ଜାଡେଜା ରଚିଲେ ଇତିହାସ, ବିରାଟ କୋହଲି ଏବଂ ଧୋନୀଙ୍କ ପରେ ଏହି କାରନାମା କଲେ।

ଭାରତ ବନାମ ଅଷ୍ଟ୍ରେଲିଆ ଭିତରେ ଖେଳା ଯାଇଥିବା ବକ୍ସିଙ୍ଗ ଡେ ଟେଷ୍ଟରେ ଭାରତର ଜୀତ ରେ ରବୀନ୍ଦ୍ର ଜାଡେଜାଙ୍କର ବି ପ୍ରମୁଖ ଭୂମିକା ଥିଲା। ମେଲବର୍ଣ ରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଏହି ବାମହାତୀ ଆଲ ରାଉଣ୍ଡର ପ୍ରଥମ ପାଳିରେ ୫୭ ରନ କରିଲେ ଆଉ ଏହି ପୁରା ମ୍ୟାଚରେ ତିନୋଟି ବହୁ ମୂଲ୍ୟ ୱିକେଟ ବି ନେଇ ଥିଲେ। ପ୍ରଥମ ପାଳିରେ ସେ କ୍ୟାପଟେନ ଆଜିଙ୍କ୍ୟ ରାହାଣେଙ୍କ ସହ ମିସିକି ପ୍ରାୟ ୧୨୧ ରନର ରନ ପାଟନରସିପ କଲେ ଯାହା ଦ୍ୱାରା ପ୍ରଥମ ପାଳିରେ ଟିମ ଇଣ୍ଡିଆ ଲିଡ଼ ନେବାରେ ସଫଳ ହେଲା। ଏହା ତାଙ୍କର ୫୦ତ୍ତମ ଟେଷ୍ଟ କ୍ୟାଚ ଥିଲା ଯାହା ଭିତରେ କି ଇଣ୍ଡିଆକୁ ଐତିହାସିକ ଜିତ ମିଳିଲା। ଏହା ସହ ହି ଜାଡେଜା ଭାରତର ତୃତୀୟ ଏପରି ଖେଳାଳି ହେଲେ ଯିଏ କି ଭାରତ ପାଇଁ ତିନୋଟି ଫର୍ମାଟରେ ୫୦ ବା ତାଠୁ ଅଧିକ ମ୍ୟାଚ ଖେଳିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ କେବଳ ଦୁଇ ଜଣଙ୍କ ନାମରେ ଅଛି। ବିରାଟ କୋହଲି ଆଉ ଧୋନୀ ଙ୍କର ନାମରେ ଏହି ରେକର୍ଡ ଥିଲା।

Google

ଜାଡେଜା ଟ୍ୱିଟ କଲେ ‘ ମାହିଁ ଭାଇ ଆଉ ବିରାଟଙ୍କ ସହ ସାମିଲ ହେବା ବହୁତ ଗୌରବର କଥା ଯିଏ କି ଆମ ଦେଶ ପାଇଁ ୫୦ ଅଥବା ତାଠୁ ଅଧିକ ମ୍ୟାଚ ଖେଳି ଛନ୍ତି। ବିସିସିଆଇ ଆଉ ମୋର ସାଥି ମାନଙ୍କୁ ନିଜ ଉପରେ ଭରସା ଦେଖେଇ ଥିବା ପାଇଁ ବହୁତ ବହୁତ ଧନ୍ୟବାଦ। ଆଶା କରୁଛି କି ଏହି ପ୍ରକ୍ରିୟା ଆଗକୁ ବି ଜାରି ରହିବ।’

ଜାଡେଜାଙ୍କର କ୍ୟାରିୟର:

୨୦୦୯ ରେ ଆନ୍ତର୍ଜାତୀୟ ସ୍ଥରରେ ନିଜର ଡେବ୍ୟୁ କରିଥିବା ଜାଡେଜା ଏଯାଏ ଭାରତ ପାଇଁ ୫୦ଟି ଟେଷ୍ଟ, ୫୦ଟି ଟି ଟ୍ୱେଣ୍ଟି ଆଉ ୧୬୮ଟି ଏକ ଦିବସିୟ ମ୍ୟାଚ ଖେଳି ସାରିଛନ୍ତି। ସେ ଟେଷ୍ଟରେ ୨୧୬, ଏକ ଦିବସିୟ ମ୍ୟାଚରେ ୧୮୮ ଆଉ ଟି ଟ୍ୱେଣ୍ଟିରେ ୩୯ ୱିକେଟ ଅକ୍ତିଆର କରିଛନ୍ତି। ଏହା ସହିତ ହିଁ ଟେଷ୍ଟରେ ୧୯୭୬, ଏକ ଦିବସିୟରେ ୨୪୧୧ ଆଉ ଟି ଟ୍ୱେଣ୍ଟି ରେ ୨୧୭ ରନ ବନେଇ ସାରିଛନ୍ତି।

Google
ରବି ଶାସ୍ତ୍ରୀ କଲେ ଜାଡେଜାଙ୍କର ପ୍ରଶଂସା:

ଭାରତୀୟ ଦଳର କୋଚ ରବି ଶାସ୍ତ୍ରୀ ଙ୍କର ମାନିବା କଥା କି ରବୀନ୍ଦ୍ର ଜାଡେଜା ଜଣେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ଅଟନ୍ତି। ତାଙ୍କୁ ପଚାରିବା ପରେ ବି ସେ କହିଲେ କି “ସେ ଜଣେ ବାସ୍ତବିକ ଅଲ ରାଉଣ୍ଡର ଅଟନ୍ତି। ସେ ସ୍ଥିତି ଅନୁସାରେ ୬ ନମ୍ବରରେ ବ୍ୟାଟିଂ କରିପାରନ୍ତି ଆଉ ୫ ନମ୍ବରରେ ବି ବ୍ୟାଟିଂ କରିପାରନ୍ତି। ମାତ୍ର ସେ ଜଣେ ବହୁତ ଅଭିଜ୍ଞ ଆଉ ବିଶେଷଜ୍ଞ ଅଲ ରାଉଣ୍ଡର ଅଟନ୍ତି, ଆଉ ତାହାରି ପାଇଁ ହି ସେ ଟିମରେ ଅଛନ୍ତି। ଏହା ହି କାରଣ କି ସେ ଟିମକୁ ବହୁତ ସନ୍ତୁଳନ ପ୍ରଦାନ କରନ୍ତି।”

Google

ଆଉ ସେ କହିଲେ ” ଯେତେବେଳେ ଆମେ ବିଦେଶୀ ମାଟିରେ କ୍ରିକେଟ ଖେଳୁ ୟା ଦ୍ୱାରା ଆମକୁ ସବୁବେଳେ ଡର ଥାଏ କି କେହି ଦ୍ରୁତ ବୋଲର ଆଘାତ ନ ହେଇଯାଉ। ଆପଣ ଉମେଶଙ୍କ ସହ ଦେଖିଲେ। ମାତ୍ର ଜାଡେଜା ତଥା ଅଶ୍ଵିନଙ୍କର ସାଙ୍ଗରେ ବୋଲିଂ ଦ୍ୱାରା ଦ୍ରୁତ ବୋଲର ମାନଙ୍କୁ ଶାନ୍ତି ମିଳେ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *