କଞ୍ଚା ଅମୃତଭଣ୍ଡା ୟୁରିକ ଏସିଡ କାବୁ କରିବାରେ ସାହାଯ୍ୟ କରେ। ଏହିପରି ସେବନ କଲେ ଗଣ୍ଠି ବାତ ରୋଗ ହୋଇଯିବ ଦୂର, ନିଶ୍ଚିତ ଜାଣନ୍ତୁ।

ଶାରୀରିକ ପ୍ରଣାଳୀକୁ ସୁସ୍ତ ତଥା ଫିଟ ରଖିବା ପାଇଁ ଆମର ଟିସ୍ୟୁ ଆଉ ସେଲ ମାନଙ୍କର ଭୂମିକା ବହୁତ ଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଏମାନଙ୍କର ଠିକ ଭାବେ କାମ କରିବା ନିହାତି ଦରକାର। ଯଦି ଏମାନେ ଠିକ ଭାବେ କାମ ନ କରିବେ ତ ଆମ ଶରୀରର କିଛି ଗୁରୁତ୍ତ୍ୱପୂର୍ଣ ଅଙ୍ଗ ଯେପରି କି ଫୁସ ଫୁସ, ମସ୍ତିଷ୍କ ତଥା ହୃଦୟ ଠିକ ଭାବେ କାମ କରିବନି।

Google

ଶରୀରରେ ଯେତେବେଳେ କିଡ୍ନୀ ସୁଚାରୁ ରୂପରେ କାମ କରିବା ବନ୍ଦ କରିଦିଏ ସେତେବେଳେ ଆମକୁ ଜାଣି ନେବାକୁ ହେବ କି ଆମ ଶରୀରରେ ୟୁରିକ ଏସିଡ ବହୁଳ ମାତ୍ରାରେ ବଢିଯାଏ। ଏହିଠାରେ ପିୟୁରିନ ନାମକ ପ୍ରୋଟିନ ବି ୟୁରିକ ଏସିଡର ମାତ୍ରାକୁ ବଢ଼େଇବାରେ ସକ୍ଷମ ଥାଏ। ଏହି ପ୍ରୋଟିନ ଆମ ଶରୀରରେ ଆପେ ଆପେ ତ ବନିଯାଏ ମାତ୍ର ଆହୁରି କିଛି ଖାଦ୍ୟ ଅଛି ଯାହା ଭିତରେ କି ଏହି ପ୍ରୋଟିନ ଥାଏ। କହି ରଖୁଛୁ କି ଯେବେ ଶରୀରରେ ୟୁରିକ ଏସିଡର ମାତ୍ରା ବଢିଯାଏ ତ ଏହା ଯୋଗୁଁ ମଣିଷ କେତେ କଣ ବେମାରିରେ ପୀଡିତ ହେଇଯାଏ।

ଗଣ୍ଠିବାତ ଏହିପରି ରୋଗ ମାନଙ୍କ ଭିତରୁ ଗୋଟେ। ଏହି ରୋଗକୁ ଇଂରାଜୀରେ ଅର୍ଥ୍ରାଇଟିସ କୁହାଯାଏ। ଏହି ବେମାରି କାରଣରୁ ଲୋକ ମାନଙ୍କୁ ଗୋଡ଼ ଗଣ୍ଠି ମାନଙ୍କରେ ବହୁତ ଦରଜ ହେଇଯାଏ। ଏହାଦ୍ୱାରା ବସିବା ଉଠିବା ବେଳେ ବି ଅସହନୀୟ ଦରଜ ହେଇଥାଏ। ମାତ୍ର ଡାକ୍ତର ମାନଙ୍କର କହିବା କଥା କି ଠିକ ଥାକ ଖାଇବା ପିଇବା ଦ୍ୱାରା ଏହି ରୋଗକୁ ଠିକ କରି ହେବ। ଅମୃତଭଣ୍ଡା ବି ଏହି ଖାଦ୍ୟ ମାନଙ୍କ ଭିତରେ ବହୁତ କାମରେ ଆସିପାରେ।

ଦରଜ ଦୂର କରିବାରେ ସକ୍ଷମ: ଏଞ୍ଜାଇମ ପାପାଇ ଅମୃତଭଣ୍ଡା ଭିତରେ ବହୁଳ ମାତ୍ରାରେ ମିଳିଥାଏ। ଏହା ଦରଜ କମ କରିବାରେ ବହୁତ କାମରେ ଆସିଥାଏ ତେଣୁ ଅମୃତଭଣ୍ଡାକୁ ନେଚୁରାଲ ପେନ କିଲର କୁହାଯାଏ। କହି ରଖୁଛୁ କି ଏହି ଏଞ୍ଜାଇମ ଶରୀର ଭିତରେ ସାଇଟୋକିଂନ୍ସ ନାମକ ପ୍ରୋଟିନର ଉତ୍ପାଦ ବଢ଼େଇଥାଏ ଯାହାଦ୍ୱାରା ଦରଜ ଆଉ ଫୁଲା ଫୁଲି କମି ଯାଇଥାଏ।

Google
ୟୁରିକ ଏସିଡ ନିୟନ୍ତ୍ରଣ କରିବାରେ ସକ୍ଷମ:

ଅମୃତଭଣ୍ଡା ଭିତରେ ଆଣ୍ଟି ଅକ୍ସୀଡାଣ୍ଟସ ଆଉ ଆଣ୍ଟି ଇଂଫ୍ଲାମେଟ୍ରି ଗୁଣ ଭରପୁର ଥାଏ ଯାହା ଗଣ୍ଠି ଦରଜ ଥିବା ରୋଗୀ ମାନଙ୍କର ଦରଜ କମ କରିବାରେ ସହାୟକ ହେଇଥାଏ। ଏହା ହି ନୁହଁ ବରଂ ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ଥାଏ ଯାହା କି ୟୁରିକ ଏସିଡର ସ୍ତର କମ କରିବାରେ ସହାୟକ ହୁଏ। ଏଥିରେ ଫାଇବାର ଠାର ଯାହା ଆମର ଓଜନ କମ କରିବାର ସାହାଯ୍ୟ ହୋଇଥାଏ। ଆପଣଙ୍କୁ କହି ରଖୁଛୁ କି ମୋଟାପଣ ୟୁରିକ ଏସିଡ ବଢିବା ଯୋଗୁଁ ହିଁ ହୁଏ।

Google

କିପରି ସେବନ କରିବେ:- ଏହାକୁ କଞ୍ଚା ସେବନ କରିବା ସବୁଠୁ ଫାଇଦା ହେଇଥାଏ ମାତ୍ର ଏହାକୁ ଆପଣ ସାଲାଡ଼ ଅଥବା ସ୍ମୁଦି ବନେଇକି ପିଇ ପାରିବେ। ଏହାର କାଢ଼ା ବନେଇକି ବି ପିଇପାରିବେ। ୨ଲିଟର ସଫା ପାଣିରେ ଗୋଟେ ମଧ୍ୟମ ସାଇଜର ଅମୃତଭଣ୍ଡା ଆଣିକି ତାକୁ ଭଲ ଭାବେ ଛଡ଼େଇକି ଛୋଟ ଛୋଟ ଖଣ୍ଡରେ କାଟି ସକାଳୁ ୫ ମିନିଟ ପାଇଁ ଶିଝେଇ ଦିଅନ୍ତୁ। ତା ପରେ ଆପଣ ସେଥିରେ କିଛି ଗ୍ରୀନ ଟି ୨ ଚାମଚ ପକେଇକି ପିଅନ୍ତୁ ଆଉ ଏହାକୁ ଆପଣ ଦିନରେ ୩ ରୁ ୪ ଥର କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *