ବଡ଼ ଖବର: RCB ଖେଳିବ 2022 IPL ର ଫାଇନାଲ! ମିଳିଲା ସଂକେତ, ପଢନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ : ଚଳିତ ବର୍ଷ ୨୦୨୨ର ଆଇପିଏଲ ୧୫ ତମ ସିଜନ୍ ରେ ଆରସିବି ସମର୍ଥକ ମାନଙ୍କୁ ମିଳିଲା ଖୁସି ଖବର କେବଳ ଆଇପିଏଲ ପ୍ଲେ ଅଫସ ଖେଳି ପାରେ ଆଇପିଏଲ ଫାଇନାଲ। ଗତ କିଛି ମ୍ୟାଚ୍ ହେଲା ଆରସିବି ତାର ବିଜୟ ଧାରା ବଜାୟ ରଖିଛି ଏବଂ ଆଇପିଏଲ ପଏଣ୍ଟ ଟେବଲ୍ ରେ ନିଜର ସ୍ଥାନ ୪ଟି ଦଳ ମାନଙ୍କ ଭିତରେ ବଜାୟ ରଖିଛି।ତେବେ ଦଳର ଏହି ପରି ପ୍ରଦର୍ଶନ ଦେଖି ଏହା ମଧ୍ୟ କୁହା ଯାଇ ପାରେ କି ଏଥର ଆଇପିଏଲ ରେ ଆରସିବି ପ୍ଲେ ଅଫସ ନୁହଁ ଆଇପିଏଲ ଫାଇନାଲ ମଧ୍ୟ ଖେଳି ପାରେ।ତେବେ ଏହି ବର୍ଷ ଏପରି ସଂଯୋଗ ମଧ୍ୟ ବନୁଛି ଯାହା ମଧ୍ୟ ଏହା ସଂକେତ ଦେଉଛି କି ଚଳିତ ବର୍ଷ ଆରସିବି ଆଇପିଏଲ ଫାଇନାଲ ଖେଳି ପାରେ।ଆସନ୍ତୁ ଜାଣିବା ଏହା ବିଷୟରେ।

Google

ଆରସିବି ହେଉଛି ଆଇପିଏଲର ପୁରୁଣା ଦଳ ମାନଙ୍କ ମଧ୍ୟରୁ ଏକ ଦଳ।ଯିଏକି ଦୀର୍ଘ ୧୫ ବର୍ଷ ହେଲା ନିଜର ପ୍ରଥମ ଆଇପିଏଲ ଟ୍ରଫି ପାଇଁ ଚେଷ୍ଟା କରି ଆସୁଛି।ତେବେ ଚଳିତ ବର୍ଷ ଆଇପିଏଲ ରେ ଆରସିବି ତାର ପ୍ରଥମ ଟ୍ରଫି ପାଇବା ଲକ୍ଷ୍ୟ ସତ ହେବାକୁ ଯାଉଛି କାରଣ ଏବର୍ଷ ଏଭଳି ସଂଯୋଗ ସୃଷ୍ଟି ହେଇଛି।ତେବେ ଏହା କେବଳ ଅନ୍ଧ ବିଶ୍ୱାସ କି ଏହି କଥାରେ କୌଣସି ସତ୍ୟତା ଅଛି।ଚଳିତ ବର୍ଷ ଆଇପିଏଲ ବିରାଟ କୋହଲି ତାଙ୍କ ଦଳର ଅଧିନାୟକ ପଦ ତ୍ୟାଗ କରି ଦେଇଛନ୍ତି ତେବେ ଏବର୍ଷ ସେ ଆଇପିଏଲ ଟ୍ରଫି ତାଙ୍କ ନିଜ ହାତରେ ଧରିବାର ସ୍ବପ୍ନ ସତ ହୋଇପାରେ କାରଣ ହେଉଛି ଆରସିବିର ସବୁଜ ରଙ୍ଗର ପୋଷାକ।ଗତ ୧୪ ଟା ସିଜନ୍ ହେଲା ଆରସିବି ସବୁଜ ରଙ୍ଗର ପୋଷାକ ପିନ୍ଧି ୧୧ଟା ମ୍ୟାଚ ଖେଳିବା ସମୟରେ ୩ ଥର ବିଜୟ ହାସଲ କରିଛି।ପ୍ରଥମେ ୨୦୧୧,୨୦୧୬ ଏବଂ ୨୦୨୨ ଏହି ତିନୋଟି ବର୍ଷରେ ଆରସିବି ସବୁଜ ପୋଷାକ ପିନ୍ଧି ଜିତିଛି।ଯାହାକି କୌଣସି ସାଧାରଣ ବିଜୟ ନୁହେଁ ଯାହା ମଧ୍ୟରୁ ସେ ଦୁଇ ଥର ଆଇପିଏଲ ଫାଇନାଲ ଖେଳିଛି।

ତେବେ ଚଳିତ ବର୍ଷ ଆରସିବି ଦଳର ପ୍ରଦର୍ଶନ ଏବଂ ତାର ସଂଯୋଗ ଦୁଇଟି ଯାକ ଦେଖି ଏହା ମଧ୍ୟ କୁହା ଯାଇପାରେ କି ଆରସିବି ଚଳିତ ବର୍ଷ ଆଇପିଏଲ ଟ୍ରଫି ନେଇପାରେ।ତେବେ ଏହା ଭବିଷ୍ୟତରେ ଜଣା ପଡ଼ିବ କି ଆରସିବି ଆଇପିଏଲ ଟ୍ରଫି ନେବ କି ନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *