ମାଲକାନଗିରି ଜିଲ୍ଲାରେ ମେଡିକାଲ ଅଫିସର, ସ୍ପେଶିଆଲିଷ୍ଟ ଏବଂ ପାରାମେଡିକାଲ ନିଯୁକ୍ତି

ଝାରସୁଗୁଡା ଜିଲ୍ଲାରେ ପଲମୋଲୋଜୀଷ୍ଟ, ଆନାସ୍ଥେଟିଷ୍ଟ ଏବଂ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି, ନୀତିଦିନ, ନିୟୁଜ୍, Daily News, Nitidina, Corona Virus, Job Updates

ମାଲକାନଗିରି ଜିଲ୍ଲାରେ ମେଡିକାଲ ଅଫିସର, ସ୍ପେଶିଆଲିଷ୍ଟ ଏବଂ ପାରାମେଡିକାଲ ପଦବୀରେ ନିଯୁକ୍ତି

କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ମାଲକାନଗିରି ଜିଲ୍ଲା ରେ ମେଡିକାଲ ଅଫିସର, ସ୍ପେଶିଆଲିଷ୍ଟ, ଲ୍ୟାବ୍ ଟେକ୍ନିସିଆନ ଓ ହେଲ୍ଥ୍ ଓ୍ୱାର୍କରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଚୁକ୍ତିଭିତ୍ତକ ନିଯୁକ୍ତି, ଜୁନ ମାସ ୩୦ ତାରିଖ ଯାଏ ଚୁକ୍ତିଭିତ୍ତକ। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୧୦ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ ର ନାମ:

ସ୍ପେଶିଆଲିଷ୍ଟ (ମେଡିସିନ୍, ଆନେସ୍ଥେସିଆ, ପଲମୋନାରୀ)

ମେଡିକାଲ ଅଫିସର (ଏମବିବିଏସ)

ଲ୍ୟାବ୍ ଟେକ୍ନିସିଆନ

ହେଲ୍ଥ୍ ଓ୍ୱାର୍କର (ପୁରୁଷ)

ସମୁଦାୟ ପଦବୀ ସଂଖ୍ୟା: ଆବଶ୍ୟକତା ଅନୁଯାୟୀ

ଆବେଦନ କରିବାର ଶେଷ ତାରିଖ: ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୧୦ ତାରିଖ ସଂଖ୍ୟା ୫ଟା ସୁଦ୍ଧା

ଆବେଦନ ପ୍ରକ୍ରିୟା: ଇମେଲ୍ (Email) ଜରିଆରେ ଆବେଦନ କରିବାକୁପଡିବ। ଆପ୍ଲିକେସନ ଫର୍ମ ସହିତ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ପଠାଇବାକୁ ପଡ଼ିବ।

ମାଲକାନଗିରି ଜିଲ୍ଲାରେ ମେଡିକାଲ ଅଫିସର, ସ୍ପେଶିଆଲିଷ୍ଟ ଏବଂ ପାରାମେଡିକାଲ ପଦବୀରେ ନିଯୁକ୍ତି

ଆପ୍ଲିକେସନ ଫର୍ମ ପଠେଇବା ପାଇଁ ଇମେଲ (Email Id): covid19cdmomkg@gmail.com

ଦରମା:

ସ୍ପେଶିଆଲିଷ୍ଟ (ମେଡିସିନ୍, ଆନେସ୍ଥେସିଆ, ପଲମୋନାରୀ): Rs.5,000/- per day

ମେଡିକାଲ ଅଫିସର (ଏମବିବିଏସ): Rs.3,000/- per day

ଲ୍ୟାବ୍ ଟେକ୍ନିସିଆନ: Rs.1,000/- per day

ହେଲ୍ଥ୍ ଓ୍ୱାର୍କର (ପୁରୁଷ): Rs.850/- per day

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *