ମାଲକାନଗିରି ଜିଲ୍ଲାରେ ମେଡିକାଲ ଅଫିସର, ସ୍ପେଶିଆଲିଷ୍ଟ ଏବଂ ପାରାମେଡିକାଲ ପଦବୀରେ ନିଯୁକ୍ତି
କରୋନା ଭାଇରସ୍ର ମୁକାବିଲା କରିବା ପାଇଁ ମାଲକାନଗିରି ଜିଲ୍ଲା ରେ ମେଡିକାଲ ଅଫିସର, ସ୍ପେଶିଆଲିଷ୍ଟ, ଲ୍ୟାବ୍ ଟେକ୍ନିସିଆନ ଓ ହେଲ୍ଥ୍ ଓ୍ୱାର୍କରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଚୁକ୍ତିଭିତ୍ତକ ନିଯୁକ୍ତି, ଜୁନ ମାସ ୩୦ ତାରିଖ ଯାଏ ଚୁକ୍ତିଭିତ୍ତକ। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୧୦ ତାରିଖ ଯାଏଁ ଆବେଦନ କରିପାରିବେ।
ପଦବୀ ର ନାମ:
ସ୍ପେଶିଆଲିଷ୍ଟ (ମେଡିସିନ୍, ଆନେସ୍ଥେସିଆ, ପଲମୋନାରୀ)
ମେଡିକାଲ ଅଫିସର (ଏମବିବିଏସ)
ଲ୍ୟାବ୍ ଟେକ୍ନିସିଆନ
ହେଲ୍ଥ୍ ଓ୍ୱାର୍କର (ପୁରୁଷ)
ସମୁଦାୟ ପଦବୀ ସଂଖ୍ୟା: ଆବଶ୍ୟକତା ଅନୁଯାୟୀ
ଆବେଦନ କରିବାର ଶେଷ ତାରିଖ: ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୧୦ ତାରିଖ ସଂଖ୍ୟା ୫ଟା ସୁଦ୍ଧା
ଆବେଦନ ପ୍ରକ୍ରିୟା: ଇମେଲ୍ (Email) ଜରିଆରେ ଆବେଦନ କରିବାକୁପଡିବ। ଆପ୍ଲିକେସନ ଫର୍ମ ସହିତ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ପଠାଇବାକୁ ପଡ଼ିବ।
ଆପ୍ଲିକେସନ ଫର୍ମ ପଠେଇବା ପାଇଁ ଇମେଲ (Email Id): covid19cdmomkg@gmail.com
ଦରମା:
ସ୍ପେଶିଆଲିଷ୍ଟ (ମେଡିସିନ୍, ଆନେସ୍ଥେସିଆ, ପଲମୋନାରୀ): Rs.5,000/- per day
ମେଡିକାଲ ଅଫିସର (ଏମବିବିଏସ): Rs.3,000/- per day
ଲ୍ୟାବ୍ ଟେକ୍ନିସିଆନ: Rs.1,000/- per day
ହେଲ୍ଥ୍ ଓ୍ୱାର୍କର (ପୁରୁଷ): Rs.850/- per day