ଭାରତର ରେଡଲାଇଟ ଅଞ୍ଚଳର ଝିଅ ବିଶ୍ୱର ଶ୍ରେଷ୍ଠ ୨୫ ମହିଳାଙ୍କ ଭିତରେ ପାଇଲେ ସ୍ଥାନ, ଜାଣନ୍ତୁ କେମିତି

କଥାରେ ଅଛି ଯେବେ ମନୁଷ୍ୟର ପୂର୍ବ ସମୟ କଠିନ ତଥା ଅନ୍ଧକାର ସଦୃଶ ହୋଇଥିଲେ ବି ଦୃଢ଼ ମନୋବଳ ଏବଂ ନିଷ୍ଠା ଦ୍ଵାରା ସେ ଆଗକୁ ସକ୍ସେସର ସିଢ଼ି ଚଢିପାରେ। ଆମେ ଆଜି ଏମିତି ଏକ ଯୁବତୀଙ୍କ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ଉଦାହରଣ ପାଇପାରିବେ।

Google

ମୁମ୍ବାଇର ରେଡ଼ଲାଇଟ ଅଞ୍ଚଳରେ ଜନ୍ମିତ ଶ୍ୱେତା କଟିଙ୍ଗ ୧୮ ବର୍ଷ ଆମେରିକାର ସବୁଠୁ ଦାମୀ କଲେଜରେ ପଢ଼ିବାର ନଜର ଆସିଥିଲେ ଏବଂ ଏହା ବହୁତ ପ୍ରେରଣା ଦାୟକ ଅଟେ ବୋଲି ଜଣା ଯାଉଛି। କମାଠିପୁରରେ ଶ୍ୱେତା ଜନ୍ମ ଲାଭ କରିଥିଲେ। ଯାହାକି ମୁମ୍ବାରେ ଅବସ୍ଥିତ ଅଟେ। ତାଙ୍କ ମା’ଙ୍କ ରୋଜଗାରରେ ଘର ଚାଲୁଥିଲା। ତାଙ୍କ ମା ଏକ କମ୍ପାନୀରେ କାମ କରୁଥିଲେ।

ଶ୍ଵେତାଙ୍କ ପିଲାଦିନ ଗୋଟିଏ ପଟରେ ନିଜ ମଦ୍ୟପ ବାପାଙ୍କ ଅ-ତ୍ୟା-ଚା-ର ଏବଂ ଗରିବୀରେ କଟିଥିଲା। ସେ ଶାରୀରିକ ଶୋଷଣର ଶିକାର ୯ ବର୍ଷରେ ହୋଇଥିଲେ। କ୍ରାନ୍ତି ନାମକ ଏକ ଏନଜିଓ ସଂସ୍ଥା ଏହି ସମୟରେ ସହାୟତାର ହାତ ବଢ଼ାଇଥିଲା।

Google

ମସିହା ୨୦୧୨ ରେ ଏହି ସଂସ୍ଥା ସହ ଯୋଡ଼ି ହେବା ପରେ ଶ୍ଵେତାଙ୍କ ଜୀବନରେ ଏକ ପ୍ରକାରର ମୋଡ଼ ଆସିଥିଲା। ସେ କଠିନ ପରିଶ୍ରମ କରି ସଫଳତାର ସିଢ଼ି ଚଢ଼ିବାରେ ସହାୟକ ହୋଇଥିଲେ। ନ୍ୟୁଜୱିକ ଆମେରିକାର ମାଗାଜିନ ଅଟେ । ସେଥିରେ ଶ୍ୱେତା ବିଶ୍ୱର ଶ୍ରେଷ୍ଠ ୨୫ ପ୍ରାରଣା ଦାୟକ ମହିଳାଙ୍କ ଭିତରେ ଅନ୍ତର୍ଭୁକ୍ତ ଥିଲା।

ଯେବେ ସେ ବାର୍ଡ କଲେଜରେ ପଢିଥିଲେ ଯାହାକି ଆମେରିକାରେ ଅବସ୍ଥିତ , ସେତେବେଳେ ତାଙ୍କର ସ୍ୱପ୍ନ ପୁରା ହୋଇଥିଲା। ୨୮ ଲକ୍ଷର ଛାତ୍ରବୃଦ୍ଧି ପଢିବା ପାଇଁ ବି ପ୍ରଦାନ କରାଯାଇଥିଲା। ଏହି ସଫଳତା ସମସ୍ତଙ୍କ ପାଇଁ ଉଦାହରଣ ସ୍ୱରୂପ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *