IPL ୨୦୨୧ର ବାକି ମ୍ୟାଚ ଇଂଲଣ୍ଡରେ ହୋଇପାରେ ଆୟୋଜିତ! ସାମ୍ନାକୁ ଆସିଲା ବଡ଼ ଖବର। ନିଶ୍ଚିତ ଜାଣନ୍ତୁ।

ମହାମାରି କୋରନାର ଭୟଙ୍କର ରୁପ ନେଉଛି। ଏହାର ଖରାପ ଦୃଷ୍ଟି ଆଇପିଏଲ ଉପରେ ମଧ୍ୟ ପଡିଲା ଓ ଚାଲୁରହିଥିବା ଆଇପିଏଲ ୨୯ ଟି ମ୍ୟାଚ ପରେ ଅନିର୍ଦ୍ଦିଷ୍ଟସମୟ ପାଇଁ ରୋକ ରଖାଗଲା। ଇଂଲଣ୍ଡ କାଉଁଟିଂର ଏକ ଗ୍ରୁପ ସେପ୍ଟେମ୍ବରରେ ଆଇପିଏଲ ୨୦୨୧ର ବାକି ମ୍ୟାଚ ବିଦେଶରେ ହେବ ବୋଲି ଆଶା ଦେଇଛି।ଏମସିସି,ସରେ,ୱାରବୀଗସାୟାର ଓ ଲଙ୍କା ସାୟାର,ଜୋ ଲଡ୍ସ ଆଧାରିତ ଅଛି,ଦ କିଆ ଓଭାଲ,ଏଜବେଷ୍ଟନ,ଓ ଅମୀରାତ ଓଲଡ଼ ଟ୍ରାଇଫ୍ରଡ଼ ଏହି ସମୂହର ଭାଗ ଅଟେ। ଯିଏ ଇସିବିକୁ ପତ୍ର ଲେଖିଛନ୍ତି ଓ ଆଇପିଏଲ ଆୟୋଜିତ ହେବାର ମନ୍ତବ୍ୟ ଦେଇଛନ୍ତି।

Google

କ୍ରିକଇନ୍ଫୋ ରିପୋର୍ଟ ମୁତାବକ,ଏହି ମାମଲାକୁ ଆଇସିସିର ଏନସିଇ ଭରଚୁଆଲ ବୈଠକରେ ଉଠାଯିବ। ଆଇପିଏଲ ୧୪ ତମ ସଂସ୍କରଣରେ ୨୯ ଟି ମ୍ୟାଚ ଖେଳାଯିବା ପରେ ଏବେ କୋରନା ପାଇଁ ଏହାକୁ ସ୍ଥଗିତ କରାଗଲା। କିଛି ଖେଳାଳିଙ୍କ ସହ ଷ୍ଟାଫ ମାନଙ୍କୁ କୋରନା ସଂକ୍ରମଣ ଚିହ୍ନଟ ହେବା ପରେ ଆଇପିଏଲକୁ ରୋକ କରାଗଲା।

ଆଇପିଏଲର ବାକି ମ୍ୟାଚ ପୁରା କରିବା ବ୍ୟତୀତ କାଉଁଟିଂର କହିବା କଥା ହେଉଛି,କି ଏହା ଟପ ଖେଳାଳିଙ୍କ ଟି୨୦ ୱାଲର୍ଡ଼ କପରେ ଶୀର୍ଷ ସ୍ତର କ୍ରିକେଟ ପାଇଁ ସହଯୋଗ କରିବ। ଏହା ସହ ବି ସୁନିଶ୍ଚିତ କରିବ କି ୟୁଏଇର ପିଚ ବୈଶିକ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଠିକ ରହୁ। ଭାରତରେ ଏହି ବର୍ଷ ଟି୨୦ ୱାଲର୍ଡ଼ କପ ହେବାର ଥିଲା। ହେଲେ କୋରନା କେସକୁ ଦେଖି ଏହାକୁ ଟ୍ରାନ୍ସଫର କରାଯାଇପାରେ।

Google

ଆଇପିଏଲରେ ଚାରି ଟିମରେ କୋରନା ବାହାରିବା ପରେ ମଙ୍ଗଳବାରକୁ ଏହାକୁ ରୋକ କରିବାର ଫଇସଲା ନିଆଗଲା। ଵିସିସିଆଇ ସେବେ ଇଂଲଣ୍ଡ ଚଏସ କଥା ଚିନ୍ତା କରି ନଥିଲା ଓ ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ଏହି ମାମଲା ଉପରେ ବିଚାର କରାଯାଇଛି ନା ହୋଇନି।କାଉଁଟିଂଙ୍କୁ ଆଶା ଅଛି କି ମ୍ୟାଚ ଦର୍ଶକ ଭରା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇପାରିବ। ଯଦି ଆଇପିଏଲ ୟୁଏଇରେ ହୁଏ ତେବେ ସବୁଦିନ ଦୁଇଦୁଇ ମ୍ୟାଚ ଖେଳିବାକୁ ହେବ। ଗ୍ରୁପ ଷ୍ଟେଜ ଓ ନକଆଉଟ ମ୍ୟାଚରେ ବି କୌଣସି ଅନ୍ତର ହେବ ନାହିଁ।

ଏହି ପ୍ଲାନ ପାଇଁ କିଛି ବାଧା ବି ରହିଛି। କୋରନାର ପ୍ରଭାବ କେବେ କମିବ ଏହାର ଆକଳନ କରାଯାଇପାରିବ ନାହିଁ। ଦ୍ୱିତୀୟରେ ଭାରତରେ ଆୟୋଜନ ହେବାକୁ ଥିବା ୱାଲର୍ଡ଼ କପ ଉପରେ ନିର୍ଣ୍ଣୟ ନେବା ଆଗରୁ ଏବେ ସମୟ ରହିଛି। ବ୍ରିଟେନରେ ଦୁନିଆସାରା ଖେଳାଳିଙ୍କୁ ଆଣିବାରେ ଆଇସୋଲେସନ ସମ୍ବନ୍ଧୀୟ କେତେକ ମାମଲା ଆସିବ। ଇଂଲଣ୍ଡ ସହ ଟେଷ୍ଟ ସିରିଜ ସମୟରେ କେତେ ଇଣ୍ଡିଆନ ପ୍ଲେୟର ସାହାଯ୍ୟକାରୀ ହୋଇ ପାରନ୍ତି ବୋଲି ଜଣା ଯାଉଛି।

Google

ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜ ୧୪ ସେପ୍ଟେମ୍ବରକୁ ମ୍ୟାନଚେଷ୍ଟରରେ ସମାପ୍ତ ହେବ ବୋଲି ଜଣା ଯାଇଛୁ। ଇଂଲଣ୍ଡ ଟିମ ପାଖରେ ସେତେବେଳେ ପାକିସ୍ତାନରେ ତାଙ୍କ ବିରୁଦ୍ଧରେ ଟି ୨୦ ଇଣ୍ଟରନ୍ୟାସନାଲ ସିରିଜ ପାଇଁ ଏକ ମାସରୁ କମ ସମୟ ଥିବ। କାଉଁଟିଂକୁ ଆଶା ଅଛି କି କିଛି ଚଏସ ସହ ଇଂଲଣ୍ଡରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବାରେ ଏକ ରାସ୍ତା ମିଳିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *