ଫେରୁଛି କରୋନା? ୨୪ ଘଣ୍ଟାରେ ୪୭୯ ନୂଆ ମାମଲା, ୩୧ ଏହି ରାଜ୍ୟରେ ମାର୍ଚ୍ଚ ପର୍ଯ୍ୟନ୍ତ ହେଲା ଲକଡାଉନ।ନିଶ୍ଚିତ ଜାଣନ୍ତୁ।

ସଙ୍କଟକୁ ଦୃଷ୍ଟିରେ ରଖି ତାମିଲନାଡୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଦେଇଛି। କେନ୍ଦ୍ର ତରଫରୁ ଏହି କଥାର ଘୋଷଣା ରବିବାରକୁ କରାଯାଇଛି। ତାହା ସହିତ ଜିଲ୍ଲା ପ୍ରଶାସନକୁ ଏହା ମଧ୍ୟ ନିର୍ଦେଶ ଦିଆଯାଇଛିକି ସଂକ୍ରମଣକୁ ଧ୍ୟାନରେ ରଖି ଏହା ସୁନିଶ୍ଚିତ କରନ୍ତୁ କି ଜରୁରି ନିୟମ(ସୋସିଆଲ ଦିଷ୍ଟାଣ୍ଟ, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା) ପାଳନ ହେଉ।

Google

ସ୍ୱାସ୍ଥ୍ୟ ବିଭାଗ ରବିବାରକୁ କହିଥିଲାକି ୪୭୯ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହ ତିନିଜଣଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଛି। ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିଯାଇ ୮.୫୧ ଲକ୍ଷ ହୋଇଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୧୨, ୪୯୬ ହୋଇଯାଇଛି। ବର୍ତ୍ତମାନ ପ୍ରଦେଶରେ ୪୦୨୨ ଜଣଙ୍କ ଚିକିତ୍ସା ଚାଲୁଥିବା ବେଳେ ୪୯୦ଜଣ ଲୋକ ସୁସ୍ଥ ହେବାପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୩୫୦୨୪ ଜଣ ହୋଇଯାଇଛି। ଚେନ୍ନାଇରେ ନୂଆ ୧୮୨ ଜଣ ସଂକ୍ରମଣ ହେବା ପରେ ମୋଟ ସେଠାରେ ସଂକ୍ରମଣ ସଂଖ୍ୟା ୨୩୫୫୩୨ ହୋଇଯାଇଛି। ରବିବାରକୁ ମୋଟ ୫୦,୮୧୫ ନୂଆ ଟେଷ୍ଟ କରାଯାଇଛି। ରାଜ୍ୟରେ ଏବେ ପର୍ଯ୍ୟନ୍ତ ୧.୭୪ କୋଟି ଟେଷ୍ଟ କରାଯାଇଛି।

ଏହା ସହିତ ସ୍ୱାସ୍ଥ୍ୟ ବିଭାଗ କହିଛିକି ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ସହ ୪୫ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ସେହି ବ୍ୟକ୍ତି ଙ୍କୁ ମଧ୍ୟ କାଲିଠୁ କୋଭିଡ଼ ଟୀକାକରଣର ବ୍ୟବସ୍ଥା କରାଯାଇଛି ଯିଏ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ବିଜ୍ଞପ୍ତି ଅନୁସାରେ ସ୍ୱାସ୍ଥ୍ୟ ସଚିବ ଯେ ରାଧାକୃଷ୍ଣନ ରାଜ୍ୟ ଟୀକାକରଣ ଅଧିକାରୀ ବିନୟ କୁମାରଙ୍କ ସହ ସମଗ୍ର ପ୍ରସ୍ତୁତି କୁ ସମୀକ୍ଷା କରିଛନ୍ତି। ଏଥିରେ କୁହାଯାଇଛିକି ଏବେ ପର୍ଯ୍ୟନ୍ତ ୪.୫୭ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ଼ ଟୀକା ଲଗାଯାଇଛି। ଯେବେକି ଲକ୍ଷ ୮.୨୧ କୋଟି ଟୀକାକରଣର ଅଟେ।

Google
Google
ଆହୁରି ଖତରନାକ ହୋଇପାରେ ତୃତୀୟ ଥର:

ବୈଜ୍ଞାନିକ ସିଏସଆଇଆର ମହାନିର୍ଦେଶକ ଶେଖର ସି ମାଣ୍ଡେ ରବିବାରକୁ କହିଛନ୍ତିକି କୋଭିଡ଼-୧୯ ସଙ୍କଟ ଅଟେ ସମାପ୍ତ ହୋଇନାହିଁ। ଯଦି ମହାମାରି ତୃତୀୟ ଥର ଆସେ ତେବେ ଏହା ଆହୁରି ଭୟାନକ ହେବ। ସେ କହିଛନ୍ତି ଉପସ୍ଥିତ ସ୍ଥିତିରେ ବହାରିବା ପାଇଁ ସଂସ୍ଥାସହ ଲଗାତର ସହଯୋଗ କରିବା ସହ ଜଳବାୟୁ ପରିବର୍ତ୍ତନନ ଓ ଯିବାସ୍ମ ଇନ୍ଧନ ଉପରେ ଅତି ନିର୍ଭରତାରେ ସୃଷ୍ଟି ହେଉଥୁବା ସଙ୍କଟ ପୁନ ପରିସ୍ଥିତିକୁ ଟାଳିବାର ମଧ୍ୟ ଆବଶ୍ୟକତା ଅଛି। ଏଭଳି ସଙ୍କଟାପର୍ଣ୍ଣ ପରିସ୍ଥିତିରେ ପୁରା ମାନବତା ନିମନ୍ତେ ଅସୁବିଧା କରିପାରେ।

କରୋନା ରୋଗୀଙ୍କ ଉପରେ ୟୁନାନି ଔଷଧଭି ସଫଳ ସାବ୍ୟସ୍ତ ହୋଇଛି ,ପରୀକ୍ଷଣ:

ଅନେକ କାଳରୁ ବ୍ୟବହାର ହୋଇଆସୁଥିବା ୟୁନାନୀ ଔଷଧ କରୋନା ରୋଗୀଙ୍କ ଉପରେ ମଧ୍ୟ ଭଲ ସାବ୍ୟସ୍ତ ହୋଇଛି।ନୂଆଦିଲ୍ଲୀର ସଫରଦଜଙ୍ଗ ମେଡିକାଲରେ ଏହି ଔଷଧର ପରୀକ୍ଷଣ କରାଯାଉଛି ଓ ଏବେ ପର୍ଯ୍ୟନ୍ତ ଏହା ଭଲ ସାବ୍ୟସ୍ତ ହୋଇଥିବା ଜଣାଅପଡିଛି। ଏହାକୁ ପରୀକ୍ଷଣ ସମୟରେ ମେଡ଼ିକାଲରେ ସଂକ୍ରମଣ ହୋଇଥିବା କିଛି ଡାକ୍ତର ଓ ନର୍ସ ମଧ୍ୟ ଏହାକୁ ସେବନ କରିଛନ୍ତି। ଏହି ପରୀକ୍ଷଣ କେନ୍ଦ୍ରୀୟ ୟୁନାନି ଚିକିତ୍ସା ଅନୁସନ୍ଧାନ ପରିଷଦ ସଫଦରଜଙ୍ଗ ମେଡ଼ିକାଲ ସହ ମିଶି କରିଛି।

Google
୬ ଟି ରାଜ୍ୟରେ ମାମଲା ପୁଣି ବଢୁଛି:

ଭାଇରସରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ବଢି ୧୬୪୫୧୧ ହୋଇଯାଇଛି। ଯାହା ଦେଶର ସଂକ୍ରମଣ ରୋଗୀଙ୍କ ସଂଖ୍ୟାର ୧.୪୮% ଅଟେ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାରକୁ ସୂଚନା ଦେଇଛିକି ପୂର୍ବ ୨୪ ଘଣ୍ଟାରେ ୬ ଟି ରାଜ୍ୟରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ସଂକ୍ରମଣର ୮୬.୩୭% ମାମଲା ମହାରାଷ୍ଟ୍ର, କେରଳ, ତାମିଲନାଡୁ,ଓ ଗୁଜୁରାଟର ଅଟେ। ଦେଶରେ ପୂର୍ବ ୨୪ ଘଣ୍ଟାରେ ୧୬,୭୫୨ ନୂଆ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ସର୍ବାଧିକ ୮୬୨୩ ମାମଲା, କେରଳରେ ୩୭୯୨, ପଞ୍ଜାବରେ ୫୯୩ ମାମଲା ସାମ୍ନାକୁ ଆସିଛି। ମନ୍ତ୍ରାଳୟ ଅନୁସାରେ ୮ ଟି ରାଜ୍ୟରେ ସଂକ୍ରମଣର ପ୍ରତିଦିନ ମାମଲା ବଢିବାର କ୍ରମ ଗତି ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *