ଉତ୍ତରାଖଣ୍ଡର ଚମୋଲିରେ ହେଇଥିବା ଗ୍ଲାସିଆର ଭୁଶୁଡି ଯାଇଥିବାରୁ ବହୁତ ଲୋକଙ୍କର ମୃତ୍ୟୁ ହେଇଛି। ଏହା ଉପରେ ଲୋକ ମାନଙ୍କର ସାହାଯ୍ୟ କରିବା ପାଇଁ ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଆଗେଇ ଆସିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ହେଇଥିବା ପ୍ରଥମ ଟେଷ୍ଟ ମ୍ୟାଚରୁ ମିଳିଥିବା ମ୍ୟାଚ ଫିସ ଦାନ କରିବା ପାଇଁ ଆଗ୍ରହ ବନେଇ ଆସିଛନ୍ତି। ଟିମ ଇଣ୍ଡିଆରେ ଖେଳୁଥିବା କେଉଁ ବି ଖେଳାଳି ମାନଙ୍କୁ ଗୋଟେ ଟେଷ୍ଟ ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା ମିଳି ଥାଏ। ଋଷଭ ପନ୍ତ ଏହାକୁ ଦାନ କରିବା ପାଇଁ କହିଛନ୍ତି। ସେ କହିଛନ୍ତି କି ନିଜେ ବି ଲୋକ ମାନଙ୍କର ସାହାଯ୍ୟ କରିବେ ଆଉ ଅନ୍ୟ ଲୋକ ମାନଙ୍କୁ ବି ସାହାଯ୍ୟ କରିବା ପାଇଁ ପ୍ରବର୍ତ୍ତନ କରିବେ।

ପନ୍ତ ଟ୍ୱିଟ କଲେ ” ଉତ୍ତରାଖଣ୍ଡରେ ହେଇଥିବା ଗ୍ଲାସିଆର ଦୁର୍ଘଟଣା ଦ୍ୱାରା ଜୀବନ ଯାଇଥିବା ଲୋକ ମାନଙ୍କ ବାବଦରେ ଶୁଣିବା ପରେ ବହୁତ ଖରାପ ଲାଗିଲା। ମୁଁ ନିଜେ ନିଜର ମ୍ୟାଚ ଫି ଦାନ କରିବା ପାଇଁ ଆଗେଇ ଆସିଛି ଆଉ ନିଜର ମ୍ୟାଚ ଦରମା ବଞ୍ଚେଇବା କାର୍ଯ୍ୟରେ ଲଗେଇବା ପାଇଁ ନିଷ୍ପତ୍ତି ନେଇଛି। ଏହା ସହିତ ହିଁ ମୁଁB ଲୋକ ମାନଙ୍କୁ ଏହା ଅପିଲ କରିବି କି ସେମାନେ ବି ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ।” ପନ୍ତ ଆଉ ଏକ ଟ୍ୱିଟରେ କହିଲେ ” ଉତ୍ତରାଖଣ୍ଡରେ ହେଇଥିବା ବାର୍ଡରେ କ୍ଷତି ପହଁଚିଥିବା ଲୋକ ମାନଙ୍କ ପାଇଁ ମୋର ହାର୍ଦ୍ଧିକ ସମବେଦନା ଅଛି। ଆଶା କରୁଛି କି ଆଗାମୀ ଅଭିଯାନରେ ଯେଉଁ ଲୋକ ମାନଙ୍କର କ୍ଷତି ହେଇଛି ସେମାନଙ୍କୁ ବଞ୍ଚେଇ ନିଆ ଯିବ।”
ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଯୋଶୀମଠ ଗ୍ରାମରେ ଏକ ବହୁତ ବଡ଼ ଗ୍ଲାସିଆର ଭାଙ୍ଗିଗଲା। ଏହାଦ୍ୱାରା ନଦୀରେ ବହୁତ ଜୋରରେ ବାର୍ଡ ଆସିଗଲା। ଏହାଦ୍ୱାରା ପ୍ରଭାବିତ ଧଇଲି ଗଙ୍ଗା ନଦୀ ଆଉ ଅଳକାନନ୍ଦା ନଦୀରେ ଭାରି ଜଳ ପ୍ରବାହ ହେଲା ଯାହାଦ୍ୱାରା ଲୋକ ମାନଙ୍କୁ ବହୁତ କ୍ଷତି ପହଁଚିଲା। ଏହାଠୁ ଅଧିକ କ୍ଷତି ପନ୍ତଙ୍କର ହରିଦ୍ୱାରର ରୁଡ଼କିରେ ହେଇଛି। ପନ୍ତ ଏବେ ବି ସେଠାରେ ରୁହନ୍ତି ଆଉ ଏବେ ଏବେ ହିଁ ନୂତନ ଘର ନେବା ପାଇଁ ପ୍ରସ୍ତାବ ଦେଇଥିଲେ। ସେ ଏବେ ଏବେ ହିଁ ଜଣେଇଲେ କି ସେ ନୂଆ ଘର ନେବାକୁ ଯାଉଛନ୍ତି। ପନ୍ତ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ୯୧ ରନ ବନେଇଲେ।

ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ ବନେଇଲା। ଭାରତର ଉପର କ୍ରମର ଚେତେଶ୍ୱର ପୂଜାରା ଆଉ ଋଷଭ ପନ୍ତଙ୍କୁ ଛାଡି ଅନ୍ୟ ସବୁ ବ୍ୟାଟ୍ସମ୍ୟାନ ଫ୍ଲୋପ ମାରିଲେ। ଶୁଭମାନ ଗିଲ ୧୧, ରୋହିଟ ଶର୍ମା ୬, ବିରାଟ କୋହଲି ୧୧, ଆଉ ଆଜିଙ୍କ୍ୟ ରାହାଣେ ୧ ରନ କରି ଆଉଟ ହେଇଗଲେ। ରବି ଅଶ୍ୱିନ ୩୧ ରନ କଲେ। ଭାରତ ଆଉ ଇଂଲଣ୍ଡ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବାକୁ ଯାଉଛି ଆଉ ଏହାପରେ ଦିନିକିଆ ଆଉ ଟି-୨୦ ସିରିଜ ଖେଳାଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।