ଜେଲରୁ ବାହାରିବା ପରେ ରିୟାଙ୍କର ବଦଳିଲା ରଙ୍ଗ, ଅଙ୍କିତା ଲୋଖଣ୍ଡେଙ୍କ ଠାରୁ ନେବେ ପ୍ରତିଶୋଧ !

Riya Chakraborty comes out of jail take revenge from Ankita Lokhande, Nitidina, Bollywood

ଅଭିନେତା ସୁଶାନ୍ତ ସିଂହଙ୍କ ରାଜପୁତଙ୍କ ମାମଲାର ଯାଞ୍ଚ ଦ୍ୱାରା ଡ୍ରଗ୍ସ କେଶରେ ଫସିଥିବା ବାଲିଉଡ଼ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବେ ଜମାନତରେ ଜେଲରୁ ଆସିଛନ୍ତି । ଜେଲରୁ ବାହାରିବା ପରେ ରିୟା ଚକ୍ରବର୍ତ୍ତୀ ନିଜ ରୂପରେ ଦେଖାଯାଉଛନ୍ତି । କହିଦେଉଛୁ କି, ବମ୍ବେ ହାଇକୋର୍ଟ ରିୟାଙ୍କୁ ଜାମିନ ଦେବା ସହିତ ହିଁ,  ନିଜ ଆଦେଶରେ ଅଭିନେତ୍ରୀଙ୍କର ଡ୍ରଗ୍ସ ରାକେଟ ସହ କୌଣସି ସମ୍ବନ୍ଧ ନଥିବା କଥା କହିଛନ୍ତି। କାହିଁକିନା ରିୟାଙ୍କର ଡ୍ରଗ୍ସ ପୈଡ଼ଲରଙ୍କ ସହ ସମ୍ପର୍କ ଥିବାର କୌଣସି ପ୍ରମାଣ ହାତରେ ଲାଗିନାହିଁ ।

Ankita Lokhande Lends Her Support to FIR Against Rhea Chakraborty: I Stand  By My Family
Google

୨୮ଦିନ ଜେଲରେ କଟେଇବା ପରେ ରିୟାଙ୍କୁ ୭ ଅକ୍ଟୋବରରେ ରିୟାଙ୍କୁ ଛାଡିଦିଆଯାଇଛି । ଏହା ପରେ ଖବରରେ ଅଛି କି ଯେଉଁମାନେ ରିୟାଙ୍କ ଛବିକୁ ଖରାପ କରିଛନ୍ତି, ସେ ସମସ୍ତଙ୍କ ବିରୁଦ୍ଧରେ ଆକ୍ସନ ନେବେ। ଯେଉଁଥିରେ ସୁଶାନ୍ତଙ୍କର ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ନାମ ସାମ୍ନାକୁ ଆସୁଛି ।

ଅଙ୍କିତାଙ୍କ ବିରୁଦ୍ଧରେ ରିୟା ନେବେ ଆକ୍ସନ:ରିପୋର୍ଟ ଅନୁସାରେ, ରିୟା ଜଲ୍ଦି ହିଁ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବିରୁଦ୍ଧରେ ଲିଗଲ ଆକ୍ସନ ନେବେ । ଅଙ୍କିତା ପ୍ରଥମରୁ ହିଁ ସୁଶାନ୍ତ ରାଜପୁତଙ୍କ ପରିବାର ସହିତ ଥିବା ନଜର ଆସିଛନ୍ତି । ସେହିପରି ଆଙ୍କିତା ବି କେତେଥର ରିୟା ଚକ୍ରବର୍ତ୍ତୀଙ୍କ ଉପରେ ନିଶାନା ଲଗେଇଛନ୍ତି ।

ନିଜର ଏକ ଇଣ୍ଟରଭିୟୁରେ ସୁଶାନ୍ତଙ୍କ ବିଷୟରେ କଥା ହେବା ବେଳେ ରିୟା ଚକ୍ରବର୍ତ୍ତୀ କହିଥିଲେ କି ସେ ତାଙ୍କ ଜୀବନରେ ଆସିବା ପୂର୍ବରୁ ହିଁ ଡ୍ରଗ୍ସ ନେଉଥିଲେ । କେଵଳ ଏତିକି ନୁହେଁ ରିୟା ଏହା ବି ଦାବି କରିଛନ୍ତି କି ସୁଶାନ୍ତଙ୍କୁ କ୍ଲାଉଷ୍ଟୋଫୋବିକ ଥିଲା।ଏହି କଥାର ଜବାବ ଦେଇକରି ଅଙ୍କିତା ଲୋଖଣ୍ଡେ ଏକ ଭିଡିଓ ପୋଷ୍ଟ କରିଥିଲେ,ଯେଉଁଥିରେ ସେ ରିୟାଙ୍କର ସମସ୍ତ କଥାକୁ ଖାରଜ କରି ତାଙ୍କୁ ମିଛେଇ କହିଥିଲେ ।

Ankita Lokhande shares post for the first time after the demise of Sushant  Singh Rajput - Celebs
Google
ଅଙ୍କିତା କରୁଥିଲେ ସୁଶାନ୍ତ ସିଂହ ରାଜପୁତ ପରିବାରକୁ ସମର୍ଥନ:

ଅଙ୍କିତା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସୁଶାନ୍ତଙ୍କର ଏକ ଭିଡିଓ ପୋଷ୍ଟ କରିଥିଲେ,ଯେଉଁଥିରେ ସେ ପ୍ଲେନ ଉଡାଉଥିବାର ନଜରକୁ ଆସିଥିଲେ । ଯେଉଁଥିରେ ଅଙ୍କିତା ପଚାରିଥିଲେ କି କଣ ଏହାକୁ କ୍ଲାଉଷ୍ଟୋଫୋବିକ କୁହନ୍ତି କି? ସେଠାରେ ସେହି ପୋଷ୍ଟରେ ଅଙ୍କିତା ସୁଶାନ୍ତଙ୍କ ପାଇଁ ଲେଖିଥଲେ କି ତମେ ସବୁବେଳେ ଉଡିବାକୁ ଚାହୁଁଥିଲ ଏବଂ ତମେ ଏପରି କଲ ।

ସେଠାରେ ରିୟା ଚକ୍ରବର୍ତ୍ତୀ ବି ଅଙ୍କିତା ଲୋଖଣ୍ଡେଙ୍କ ବିରୁଦ୍ଧରେ ନ୍ୟାଶନାଲ ଟିଭିରେ ବହୁତ କିଛି କହିଥିଲେ । କହିଦେଉଛୁ କି ରିୟା ସେହି ସବୁ ଲୋକମାନଙ୍କର ବିରୁଦ୍ଧରେ ଆକନ୍ସ ନେବେ,ଯେଉଁମାନେ ଅଭିନେତ୍ରୀମାନଙ୍କୁ ନେଇ ମତ ଦେଇଛନ୍ତି । ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ତରଫରୁ ଅଙ୍କିତାଙ୍କୁ ନେଇ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ତଥ୍ୟ ପ୍ରକାଶ ହୋଇନାହିଁ ।

After Riya Chakraborty's arrest, Ankita Lokhande asked the question- Should  he have allowed a depressed man to take drugs?
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *