ଭାୟଖଲାର ଜେଲରେ ରିୟା ଚକ୍ରବର୍ତ୍ତୀଙ୍କ ଅବସ୍ଥା ଖରାପ । ଏମିତି କାଟୁଛନ୍ତି ରାତି, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

Riya Chakraborty's bad condition in Byculla jail nights are being cut like this, ଭାୟଖଲାର ଜେଲରେ ରିୟା ଚକ୍ରବର୍ତ୍ତୀଙ୍କ ଅବସ୍ଥା ଖରାପ । ଏମିତି କାଟୁଛନ୍ତି ରାତି, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, Sushant Singh Rajput, Riya Chakraborty, Bollywood, Mumbai, Nitidina, News

ଅଭିନେତା ସୁଶାନ୍ତଙ୍କ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଦୋଷ ଲଦାଯାଉଛି । ସମସ୍ତେ ସୁଶାନ୍ତଙ୍କ ମୃତ୍ୟୁର କାରଣ କେବଳ ରିୟା ବୋଲି କହୁଛନ୍ତି । କିଛିଦିନ ତଳେ ତାଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା । ତାଙ୍କୁ ମୁମ୍ବାଇର ଭାୟଖଲା ଜେଲରେ ରଖାଯାଇଛି ।

ସେହିପରି ଅନ୍ୟପଟେ ଶୁକ୍ରବାରରେ ଜାମିନ ପାଇଁ ଆବେଦନ କରିଥିବା ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ ଓ ଅନ୍ୟ ଚାରିଜଣଙ୍କ ଜାମିନ ଖାରଜ କରିଥିଲେ ମୁମ୍ବାଇ କୋର୍ଟ । ରିୟାଙ୍କୁ ୨୨ସେପ୍ଟେମ୍ବର ପର୍ଯ୍ୟନ୍ତ ଜେଲରେ ରଖାଯିବ ।

Riya Chakraborty's bad condition in Byculla jail, nights are being cut like this
Google

ସୂତ୍ର ଅନୁସାରେ ସିନା ବୋରା କାଣ୍ଡ ମାମଲାରେ ଆରୋପୀ ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ ଏହି ଜେଲରେ ଅଛନ୍ତି । ତାଙ୍କ ସେଲ ରିୟାଙ୍କ ପଛକୁ ରହିଛି । କହିଦେବୁ କି ଯେଉଁଠି ରିୟା ରହିଛନ୍ତି ସେଠି ପଙ୍ଖା କିମ୍ବା ବେଡ଼ ଲଗାଯାଇନାହିଁ । ଏମିତି ବି କୁହାଯାଉଛି କି ତାଙ୍କୁ ଚଟାଣରେ ଶୋଇବା ପାଇଁ ସପ ଦିଆଯାଇଛି । ଆଉ ଯଦି କୋର୍ଟ ଆଦେଶ ଦେଲେ ତାଙ୍କ ସେଲରେ ଟେବୁଲ ଫ୍ୟାନ ନିଶ୍ଚିତ ଲଗାଯିବ । ତାଙ୍କ ସେଲ ବାହାରେ ୨ଟି ଗାର୍ଡ ମଧ୍ୟ ରହିଛନ୍ତି ଯାହାଙ୍କ ୩ ସିପଟ ଚାଲୁଛି ।

ଜମାନତ ମିଳିବା ପାଇଁ ଆଜି ହୋଇପାରେ ନିଷ୍ପତ୍ତି:

୨୨ତାରିଖ ପର୍ଯ୍ୟନ୍ତ ରିୟାଙ୍କୁ ଏମିତି ଜେଲରେ ରହିବାକୁ ପଡିବ । ଖବର ମୁତାବକ ରିୟା ନିଜ ଜାମିନ ପାଇଁ ଆବେଦନ କରିଛନ୍ତି ଯାହାର ଶୁଣାଣୀ କଲି ହେବାର ଥିଲା । ଜେଲର ମ୍ୟାନୁଅଲଙ୍କ କହିବା ଅନୁସାରେ ସେ ସକାଳ ୬ ଟା ବେଳେ ରୋଲ କଲ ପାଇଁ ଉଠିଲେ ଓ ପ୍ରାୟ ୭.୩୦ ରେ ଜଳଖିଆ ଦିଆଗଲା ପୋହା ଓ ଚାହା । ଯାହାପରେ ସେ ନିଜ ସେଲକୁ ଚାଲିଗଲେ । କହିରଖୁଛୁ ଯେ ରିୟାଙ୍କୁ ଜେଲରେ ସାଧାରଣ ଖାଦ୍ୟ ଦିଆଯାଉଛି । ରିୟାଙ୍କୁ ଖରାବେଳର ଖାଦ୍ୟ ମଧ୍ୟ ଦିଆଗଲା ଯେଉଁଥିରେ ଭାତ,ଡାଲି, ଆଳୁ ଓ ରୁଟି ଦିଆଯାଇଥିଲା । ଆଉ ରାତିକି ସେ ଜେଲର ମେସର ଖାଦ୍ୟ ଖାଇଲେ ଓ ଶୋଇବାକୁ ଚାଲିଗଲେ । ଜେଲ ପ୍ରଶାସନଙ୍କ କହିବା ମୁତାବକ ତାଙ୍କୁ ତାଙ୍କ ସୁରକ୍ଷା ପାଇଁ ଅଲଗା ସେଲରେ ରଖାଯାଇଛି ।

Riya Chakraborty's bad condition in Byculla jail, nights are being cut like this
Google

ଏହି ମାମଲାର ଫଳାଫଳ କଣ ହେବ ତାହା ଭଗବାନଙ୍କ ଛଡା ଆଉ କେହି ଜାଣିନାହାନ୍ତି । ହେଲେ ସମସ୍ତଙ୍କୁ ଏହା ଅପେକ୍ଷା ଯେ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ଏବଂ ଯିଏ ବି ଭୁଲ କରିଥିବ ସେ ଦଣ୍ଡ ପାଉ । ଏଥି ମଧ୍ୟରେ ଧୀରେ ଧୀରେ କିଛି ନୂଆ ତଥ୍ୟ ଆମ ସାମ୍ନାକୁ ଆସିବାରେ ଲାଗିଛି । ଶେଷରେ କଣ ତଥା କେଉଁ ଫଳ ଆସିବ ତାହା ସମସ୍ତଙ୍କୁ ଅଜଣା । ଏହି ମାମଲା ଦିନକୁ ଦିନ ନୂଆ ନୂଆ ମୋଡ଼ ଦେଇ ଗତି କରିବାରେ ଲାଗୁଛି, କିଛି ବଡ଼ ଖୁଲାସା ହେବାର ଆଶା ମଧ୍ୟ ସମସ୍ତଙ୍କୁ ରହିଛି । ଆମେ ଏମିତି ଆପଣଙ୍କ ପାଇଁ ନୂଆ ନୂଆ ଖବର ଆସିଲେ ଆଣିକି ଆସିବୁ, ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଏବଂ ଏହା ବିଷୟରେ ଆପଣଙ୍କ ରାୟ କଣ ଆମକୁ ଆମର କମେଣ୍ଟ ବକ୍ସରେ ଜଣାନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *