ରିୟା ଜେଲରୁ ଆସିଲେ ବାହାରକୁ, ଏମିତି ପହଁଚିଲେ ନିଜ ଘରେ ଫୋଟୋରେ ଦେଖନ୍ତୁ। ଓକିଲ କହିଲେ-ତାଙ୍କ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ।

Riya reached her house from jail her lawyer said God's blessings see the photos

ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଡ୍ରଗ୍ସ ଆଙ୍ଗଲରେ ଯାଞ୍ଚ କରୁଥିବା ଏନସିବି ରିୟାଙ୍କୁ ଗିରଫ କରିଥିଲା। ଏକ ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଛି।ଆଜି ସେ ବାହାରିଲେ। ୮ସେପ୍ଟେମ୍ବରରେ ଅଧିକ ପଚରାଉଚରା କରି ତାଙ୍କୁ ଏନସିବି ଗିରଫ କରିଥିଲା। ସେ ସେବେଠୁ ମୁମ୍ବାଇର ଭାୟଖଲା ଜେଲେରେ ଥିଲେ।

ଭାଇ ସୌଭିକର ଜାମିନ ପାଇଁ ଆବେଦନ ଖାରଜ:

ହାଇକୋର୍ଟ ସୁଶାନ୍ତ ସିଂ ରାଜପୁତଙ୍କ ସହଯୋଗୀ ଦିପେଶ ସାୱନ୍ତ,ସାମୁଏଲ ମିରଣ୍ଡାଙ୍କୁ ମଧ୍ୟ ଜାମିନ ଦେଇଛନ୍ତି ହେଲେ ରିୟାଙ୍କ ଭାଇ ସୌଭିକକୁ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

Riya reached her house from jail her lawyer said God's blessings
Google

ଜାମିନ ମିଳିବାରୁ ରିୟାଙ୍କ ଓକିଲ ସତୀଶ ମାନାସିଧେ କହିଛନ୍ତି -ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଅର୍ଡର ଭାୟକୁଲା ଜେଲରେ ପହଁଚି ଯାଇଛି। ତାଙ୍କୁ ଜାମିନ ଆଜି ମିଳିବ ଓ ଏକ ମାସ ପରେ ସେ ଆଜି ତାଙ୍କ ଘର ବେଡ଼ରେ ଶୋଇବେ।ଈଶ୍ୱରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହୁ।

Riya reached her house from jail her lawyer said God's blessings
Google

ରିୟାଙ୍କୁ ବେଲ କିପରି ମିଳିଲା?:

ଓକିଲ ଦଲିଲ କରିଥିଲେ କି ରିୟାଙ୍କ ଉପରେ ଏମଡ଼ିପିଏଏସ ଯୋଗୁଁ ଲାଗିଥିବା ୨୭Aଧାରା ଭୁଲ ଅଟେ।ରିୟାଙ୍କୁ ଭୁଲ ଉପାୟରେ ଗିରଫ କରାଯାଇଛି।ଅତେ ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ।।ଲମ୍ବା ସମୟର କଥା ପରେ କୋର୍ଟ ଆଜି ରିୟାଙ୍କୁ ଜାମିନ ଦେଇଛନ୍ତି। ଏନସିବି କହିଛନ୍ତି କି ସେ ବେଲ କାହିଁକି ମିଳିଲା ଏଥିପାଇଁ ଅପିଲ କରିବେ।

ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ଓକିଲ ବିକାଶ ସିଂ କହିଛନ୍ତି, ଆଜି ଆମେ ସିବିଆଇ ଡିରେକ୍ଟରକୁ ଚିଠି ଲେଖିଥିଲୁ, ସେଥିରେ ଲେଖାଅଛି କି ଏକ ନୂଆ ଫରେନିସିକ ଟିମ ଗଠନ କରାଯିବ ଯାହାଦ୍ଵାରା କୁପର ହସ୍ପିଟାଲ ଦ୍ଵାରାତିଆରି ହୋଇଥିବା ରିପୋର୍ଟର ଯାଞ୍ଚ କରାଯାଉ।

Riya reached her house from jail her lawyer said God's blessings
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *