ଯାନଗୁଡିକର ରେଜିଷ୍ଟ୍ରେସନ ଡକ୍ୟୁମେଣ୍ଟରେ ଓନରସିପ ଡିଟେଲସକୁ ସ୍ପଷ୍ଟ ରୂପରେ ଯୋଡିବା ପାଇଁ ମୋଟର ସାଇକେଲ ନିୟମରେ ସଂଶୋଧନ କରିଛନ୍ତି। ସରକାର ଶୁକ୍ରବାର କୁ କହିଥିଲେ କି ଏହି ସଂଶୋଧନ ବିଷୟରେ ସୂଚିତ ହୋଇଛି। ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ କହିଛନ୍ତି କି ଏହି ସଂଶୋଧନ ପାଇଁ ଲୋକମାନଙ୍କୁ ବହୁତ ସୁବିଧା ମିଳିବ।

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଧ୍ୟାନ ଏହା ଅଣାଗଲା କି ସେଣ୍ଟ୍ରାଲ ମୋଟର ସାଇକେଲ ନିୟମ ଅନୁସାରେ ମୋଟର ସାଇକେଲର ରେଜିଷ୍ଟ୍ରେସନ ପାଇଁ ଜରୁରୀ ବିଭିନ୍ନ ଫର୍ମରେ ଓନରସିପ ଡିଟେଲସ ଠିକ ରୂପରେ ଦର୍ଜ ହୁଏ ନାହିଁ। ମନ୍ତ୍ରଣାଳୟ ଏକ ବୟାନ ରେ କହିଛନ୍ତି କି ସେଣ୍ଟ୍ରାଲ ମୋଟର ସାଇକେଲ ରୂଲସ:-୧୯୮୯ ରଫର୍ମ ୨୦ ରେ ସଂଶୋଧନ ପାଇଁ ୨୨ଅକ୍ଟୋବର ୨୦୨୦ କୁ ସୂଚନା ଦିଆଯାଇଛି। ଏଥିରେ ଯାନ ଗୁଡିକର ରେଜିଷ୍ଟ୍ରେସନ ସମୟରେ ଓନରସିପ ଡିଟେଲସ ଦର୍ଜ କରିବା ସୁନିଶ୍ଚିତ ହେବ।
ବିଭିନ୍ନ ଶ୍ରେଣୀରେ ଦର୍ଜ ହେବ ଯାନ ଗୁଡିକର ଓନରସିପ ଡିଟେଲସ:-
ସଂଶୋଧିତ ଫର୍ମରେ ଓନର ସିପ ଡିଟେଲସ ବିଭିନ୍ନ ଶ୍ରେଣୀରେ ଦର୍ଜ ହେବ। ଏଥିରେ ଅଟୋନମୋସ ବାଁଡି,ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ,ଚ୍ୟାରୀଟି ଟ୍ରଷ୍ଟ,ଡ୍ରାଇଭିଂ ଟେନିଂ ସ୍କୁଲ,ଏଜୁକେସନାଲ ଇନଷ୍ଟିଚ୍ୟୁଟ,ଲୋକାଲ ଅଥୋରୀଟି,ମଲ୍ଟିପଲ ଓନର,ପୁଲିସ ଡ଼ିପାର୍ଟମେଣ୍ଟ ଆଦି ଶ୍ରେଣୀ ସାମିଲ ଅଛି।

ଲୋକମାନଙ୍କୁ ମିଳିବ ସରକାରୀ ଯୋଜନାର ସୁବିଧା:-
ଲୋକମାନଙ୍କୁ ମୋଟର ସାଇକେଲ କିଣିବା,ଓନରସିପ,ଓ ଅପରେସନରେ ସରକାରଙ୍କ ବିଭିନ୍ନ ଯୋଜନା ଅନୁସାରେ ଜିଏଷ୍ଟି ଓ ଅନ୍ୟ କର ଛାଡ ମିଳିବ। ସେଣ୍ଟ୍ରାଲ ମୋଟର ସାଇକେଲ ରୁଲ ଅନୁସାରେ ଏବେ ଯେଉଁ ଡିଟେଲସ ଦର୍ଜ ହେଉଛି,ସେଥିରେ ଲୋକମାନଙ୍କ ବିବରଣୀ ଦର୍ଜ ହେଉନାହିଁ।ଏଥିପାଇଁ ଲୋକମାନେ ସରକାରଙ୍କ ସୁବିଧାର ଲାଭ ଉଠାଇ ପାରୁନାହାନ୍ତି। ସଂଶୋଧନ ପରେ ଏବେ ଓନରସିପ ଡିଟେଲସ ଠିକ୍ ଭାବରେ ଦର୍ଜ ହେବ ଓ ଗ୍ରାହକ ମାନେ ଏହାର ଲାଭ ନେଇ ପାରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।