ଆଇପିଏଲକୁ ଆରମ୍ଭ ହେବା ପାଇଁ ଆଉ ଦୁଇ ସପ୍ତାହରୁ ବି କମ ସମୟ ଅଛି ଆଉ ସମସ୍ତ ଖେଳାଳି ମାନେ ଏହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଇଂଲଣ୍ଡ ବିପକ୍ଷରର ସିରିଜ ସରିବା ପରେ ସନସ୍ତ ଖେଳାଳି ଆଇପିଏଲ ପ୍ରସ୍ତୁତି ପାଇଁ ଲାଗି ପଡିବେ। ବିରାଟ କୋହଲି ନିଜର ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କଲେ ଯାହା ଭିତରେ ସେ ୱାର୍କଆଉଟ କରୁଥିବାର ନଜର ଆସିଲେ ଆଉ ତାର କ୍ୟାପ୍ସନରେ ଲେଖିଲେ,’ ଗୋଟେ ଦିନ ବି ଆରାମ ନାହିଁ’ ଆଉ ଏଥିରେ ଆଇପିଏଲକୁ ବି ଟ୍ୟାଗ କଲେ।

ଏହା ଭିତରେ ଷ୍ଟାର ସ୍ପୋର୍ଟସ ଇଣ୍ଡିଆ ନିଜର ଅଫିସିଆଲ ଆକାଉଣ୍ଟରେ ଅନେକ ଭିଡିଓ ସେୟାର କରିଛି ଆଉ ଏଥିରେ ସେ କୋହଲି ଆଉ ରୋହିତଙ୍କର ମନ୍ତ୍ର ବାବଦରେ ଏକ ଭିଡିଓ ସେୟାର କରିବାର ନଜର ଆସିଛନ୍ତି। ରୋହିତ ଙ୍କର ମାନିବା ତ ତାଙ୍କ ମନ୍ତ୍ର ହେଉଛି କି ଲୋଭ କର ଆଉ ଲୋଭକୁ ବିଜୟର ଭୋକ ବଢାଓ। ଆଉ କୋହଲିଙ୍କ କଥା କହିବା ତ ତାଙ୍କର ମନ୍ତ୍ର କି ଏଥର ଧୈର୍ଯ୍ୟର ସହ ନୁହଁ ଜିଦ ସହ କାମ କରି ଦିଆଯିବ। ଏହି ଭିତରେ ରାଜସ୍ଥାନ ରୟଲସ ନିଜର ଥିମ ସଙ୍ଗ ହାଲ୍ଲା ବୋଲ ସହ ନିୟୋଜିତ। ଆଇପିଏଲ ୨୦୨୧ , ୯ ଏପ୍ରିଲ ଠାରୁ ଆରମ୍ଭ ହେବାର ଅଛି ଆଉ ସମସ୍ତ ମ୍ୟାଚ ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, କୋଲକାତା, ବାଙ୍ଗାଲୋର ଆଉ ଦିଲ୍ଲୀରେ ଖେଳା ଯିବାକୁ ଯାଉଛି।
ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଆରସିବି ଭିତରେ ଖେଳା ଯିବାକୁ ଯାଉଛି। ରାଜସ୍ଥାନ ରୟଲସଙ୍କର ପ୍ରଥମ ମ୍ୟାଚ ୧୨ ଏପ୍ରିଲକୁ ମୁମ୍ବାଇର ୱାଙ୍ଖଏଡେ ଷ୍ଟାଡିଅମରେ ପଞ୍ଜାବ କିଙ୍ଗସଙ୍କ ସହ ଅଛି। ଆଇପିଏଲରେ ଏଥର ୬୦ ଟି ମ୍ୟାଚ ଖେଳା ଯିବାକୁ ଯାଉଛି ଆଉ ଏହା ଭିତରୁ ୫୬ଟି ଲିଗ ମ୍ୟାଚ ଆଉ ୧ଟି କ୍ବାଲଫାୟାର, ୨ଟି ଏଲିମିନେଟର ମ୍ୟାଚ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ୩୦ ଜୁନକୁ ଖେଳାଯିବ।
ଏକ ଭିଡିଓରେ ରୋହିତ ଶର୍ମା କୁହନ୍ତି, ” ଏକ, ଦୁଇ , ତିନି, ଚାରି ଆଉ ପାଞ୍ଚ, ଏବେ ଷଷ୍ଠ ଆସିବାକୁ ଯାଉଛି। ତାଙ୍କର କହିବା କଥା କି ଲୋଭକୁ ନିଜର ବନ୍ଧୁ ବନାଓ ଆଉ ବିଜୟ ପାଅ। ଲୋଭ+ ବିଜୟ ର ଭୋକ= ଅତୁଳନୀୟ। ଠିକ କହିଲି ନା?” ଏହି ଭିଡିଓ ସେ ଆଇପିଏଲକୁ ଟ୍ୟାଗ ବି କରିଛନ୍ତି।
ଆଉ ଏକ ଭିଡିଓରେ କୋହଲି କହିବାର ନଜର ଆସୁଛନ୍ତି କି ,” ଏଥର ଧୈର୍ଯ୍ୟ ସହ ନୁହଁ ଗୁଣବତ୍ତା ସହ କାମ ନେବାକୁ ହେବ। ଏହା ଆମର ଏଥରର ନୂଆ ମନ୍ତ୍ର ଅଟେ।” କ୍ୟାପ୍ସନରେ ଲେଖିଛନ୍ତି, ‘ କଣ ଏଥର ମନ୍ତ୍ର ବିରାଟଙ୍କୁ ନିଜର ପ୍ରଥମ ଆଇପିଏଲ ଟ୍ରଫି ଜିତିବାର ସାହାଯ୍ୟ କରି ପାରିବ? କାରଣ କୋହଲିଙ୍କର ବାଙ୍ଗାଲୋର ଆଜି ଯାଏ ଗୋଟିଏ ବି ଆଇପିଏଲ ଟ୍ରଫି ଜିତି ପାରିନାହିଁ।
ଆଉ ଏକ ଭିଡିଓରେ ରାଜସ୍ଥାନର ଷ୍ଟାର ଖେଳାଳି ରିୟାନ ପରାଗ ଥାଆନ୍ତି ଆଉ ସେ କହୁଛନ୍ତି,” ନିଜ ଉପରେ ବିଶ୍ୱାସ କର ଆଉ ହାଲ୍ଲା ବୋଲ। ଏହା ହିଁ ଏଥରର ମନ୍ତ୍ର” କ୍ୟାପ୍ସନରେ ଲେଖା ଯାଇଛି କି,” କଣ ଏଥର ତାଙ୍କର ମନ୍ତ୍ର ରାଜସ୍ଥାନକୁ ତାଙ୍କ ଦ୍ୱିତୀୟ ଟ୍ରଫି ଜିତେଇ ପାରିବ?
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।