ବ୍ୟୁରୋ ରିପୋର୍ଟ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ମହାବିବାଦ ବିଷୟରେ ପ୍ରାୟ ସମସ୍ତେ ଅବଗତ। ଦୁଇ ଦେଶ ମଧ୍ୟରେ ଦ୍ଵନ୍ଦ ଏତେ ମାତ୍ରାରେ ବଢିଯାଇଛି ଯୁଦ୍ଧ ହେବାର ସ୍ଥିତିରେ। ୟୁକ୍ରେନ ଯେଉଁ ଭଳି ଭାବେ ଧମକାଉଚି ଲୋକଙ୍କ ସୁରକ୍ଷା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।
ଏହା ସହ ଋଷର ରାଷ୍ଟ୍ରପତି ପୁତିନ ସମସ୍ତ ବିଶ୍ୱକୁ ଏହା ସତର୍କ କରେଇ ଦେଇଛି ଯେପରି କେହି ଏଥିରେ ହସ୍ତକ୍ଷେପ ନ କରନ୍ତୁ ନଚେତ ସେ ମଧ୍ୟ ପରିଣାମ ଭୋଗିବ। ଏହି ଯୁଦ୍ଧ ପାଇଁ କେବଳ ୟୁକ୍ରେନ ସରକାର ଦାୟୀ ବୋଲି ପୁତିନ କହିଛନ୍ତି। ପୁତିନ ୟୁକ୍ରେନର ସୈନ୍ୟଙ୍କୁ ଯଦି ଭଲ ଚାହୁଁଛନ୍ତି ଅସ୍ତ୍ର ତ୍ୟାଗ କରିବାକୁ ଚେତାବନୀ ଦେଇଛନ୍ତି। ଆମେରିକା ଓ ଅନ୍ୟ ଦେଶମାନେ ୟୁକ୍ରେନକୁ ନାଟୋରେ ଯୋଗ ନ ଦେବାପାଇଁ ପରାମର୍ଶ ଦେଇଛନ୍ତି। ଋଷ ସରକାରଙ୍କ ଏପରି ଯୁଦ୍ଧ ଘୋଷଣାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିନ୍ଦା କରିଛନ୍ତି।

ଋଷ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା ପରେ ଆମେରିକା ଏହା ଉପରେ ନଜର ରଖିଛି। ହ୍ଵାଇଟ ହାଉସର ପ୍ରେସ ସଚିବ ଯେନ ପାସାକି କହିଛନ୍ତି ଆମେରିକାର ରାଷ୍ଟ୍ରପତି ବାଇଡେନ ଏହି ଘଟଣା ଉପରେ ନଜର ରଖିଛନ୍ତି। ପାସାକି କହିଛନ୍ତିକି ଜୋ ବାଇଡେନ ୟୁକ୍ରେନର ବିକାଶ ଶୈଳି ଗ୍ରହଣ କରିଥାନ୍ତି ଓ ତାଙ୍କ ପରାମର୍ଶଦାତା ବାର୍ତ୍ତା ଗ୍ରହଣ କରିଥାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।