ବ୍ୟୁରୋ ରିପୋର୍ଟ: ୟୁକ୍ରେନକୁ ନେଇ ଋଷର ରାଷ୍ଟ୍ରପତି ପୁତିନ ଦୁନିଆ ସହ ଭିଡିଯାଇଛନ୍ତି। ସେ ଆମେରିକା ଓ ଆଉ ଅନେକ ଦେଶକୁ କହିଦେଇଛନ୍ତି ସେ ନଇଁବେ ନାହିଁ। ରାଷ୍ଟ୍ରପତି ପୁତିନ କାହାର କଥାରେ ନାହାଁନ୍ତି ଓ ସେ ପରମାଣୁର ପରୀକ୍ଷଣ ମଧ୍ୟ ଆରମ୍ଭ କରିଦେଇଛନ୍ତି। ପୁତିନଙ୍କର ଏହି କାର୍ଯ୍ୟ ମଧ୍ୟରେ ଋଷ ଭାରତ ସହ ଭଲ ସଂପର୍କ ରଖିଛି। ତେବେ ଆସନ୍ତୁ ଜାଣିବା ପୁରା ମାମଲା କଣ ଅଟେ।

ଗୋଟେ ପଟେ ଯେଉଁଠି ଆମେରିକା ସହ ଅନେକ ଦେଶ ଋଷକୁ ଯୁଦ୍ଧ ପାଇଁ ଉସକାଉଛନ୍ତି ଅନ୍ୟ ପଟେ ଭାରତ ଏହି ପୁରା ମାମଲାକୁ ଗମ୍ଭିରତା ସହ ନେଉଛି। ଭାରତ ଏହି ବିବାଦକୁ ସମାଧାନ କରିବାକୁ ଚାହୁଁଛି। ଏହି ପ୍ରୟାସ ପାଇଁ ଋଷ ଭାରତର ପ୍ରଶଂସା ମଧ୍ୟ କରିଛି। ୟୁକ୍ରେନକୁ ନେଇ ଅନୁଷ୍ଠିତ ହେଉଥିବା ଏକ କାର୍ଯ୍ୟକ୍ରମରେ ଋଷ ଓ ଆମେରିକା ଭିଡିଯାଇଥିଲେ। ସେଠାରେ ଭାରତ ମଧ୍ୟ ଉପସ୍ଥିତ ଥିଲା ଓ ଦୁଇ ଦେଶକୁ ଶାନ୍ତ ରହିବା ପାଇଁ କହିଥିଲା। ଭାରତ କହିଥିଲାକି ଶାନ୍ତିର ସହ ସବୁ ଜିନିଷର ସମାଧାନ ହୋଇପାରିବ। ଭାରତର ଏହି ଜବାବ ଶୁଣି ଋଷ ଭାରତର ଦିବାନା ହୋଇଯାଇଥିଲା।
ରୁଷ କହିଥିଲାକି ଆମେ ଭାରତର ଏହି ସ୍ୱତନ୍ତ୍ରତାକୁ ସ୍ୱାଗତ କରୁଛୁ। ଆମେରିକା ପ୍ରାୟ ନିଜ ଲାଭ ପାଇଁ ଲଗାତର ଋଷ ଓ ୟୁକ୍ରେନକୁ ଉସକାଇବା ଭଳି ବୟାନ ଦେଉଛି। ଭାରତର ଏହି ମନ୍ତବ୍ୟ ବିଶ୍ୱପାଇଁ ଲାଭଦାୟକ କାରଣ ଭାରତର ଆମେରିକା ଓ ଋଷ ଦୁଇଦେଶସମ୍ପର୍କ ବହୁତ ଭଲ ଅଟେ। ଭାରତ ଯଦି ଆମେରିକାକୁ ସମର୍ଥନ କରିବ ଋଷ ଦୂରକୁ ଚାଲିଯିବ ଓ ଏହାର ଫାଇଦା ଚୀନ ଓ ପାକିସ୍ତାନ ଉଠାଇବା। ଯଦି ଭାରତ ଋଷର ସମର୍ଥନ କରିବ ତେବେ ଆମେରିକା ସହ ସମ୍ପର୍କ ଖରାପ ହେବ ତେଣୁ ଭାରତ ଋଷ ଓ ୟୁକ୍ରେନ ମଧ୍ୟର ବିବାଦକୁ କଥା ଦ୍ଵାରା ସମାଧାନ ହେଉ ବୋଲି ପ୍ରାୟ ଚାହୁଁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।