ସଚିନ ତେନ୍ଦୁଲକର ଏହି ଦିନ କରିଥିଲେ ବିଶ୍ୱ ରେକର୍ଡ, ଏହି ରେକର୍ଡ କରିବାରେ ବନିଥିଲେ ପ୍ରଥମ ଖେଳାଳି।

୫ ଜାନୁଆରୀ ୧୯୭୧ କୁ ପ୍ରଥମ ଏକଦିବସିୟ ମ୍ୟାଚ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଅନୁଷ୍ଠିତ ହୋଇଯାଇଥିଲା। ଏହା ପରେ ଅନେକ ବଡ଼ ବଡ଼ ଖେଳାଳି ଆସିଲେ ସତ କିନ୍ତୁ ଏକଦିବସିୟରେ ୨୦୦ ରନ ପର୍ଯ୍ୟନ୍ତ କୌଣସି ପୁରୁଷ କ୍ରିକେଟର ପହଁଚିପାରିଲେନି। ଏହି ଇତିହାସ ସୃଷ୍ଟି କରିବା ବୋଧେ ସଚିନଙ୍କ ଭାଗ୍ୟରେ ଥିଲା କିନ୍ତୁ ୧୯୯୭ ରେ ମହିଳା କ୍ରିକେଟର ବୋଲିଣ୍ଡା କ୍ଲାର୍କ ୨୨୯ ରନର ପାରି ଖେଳିସାରିଥିଲେ।

Google
୩୬ ବର୍ଷ ବୟସରେ ସଚିନ ମାରିଲେ ଦ୍ୱିତୀୟ ଶତକ:

ସଚିନ ଗ୍ଲାଲିୟର ଗ୍ରାଉଣ୍ଡରେ ୨୪ ଜାନୁଆରୀ ୨୦୧୦ କୁ ଏହି ମହାନ ପାରି ଖେଳିଥିଲେ। ସବୁଠୁ ଖାସ କଥା ହେଉଛି ଏହି ପାରିସେ ୩୬ ବର୍ଷ ବୟସରେ ଖେଳିଥିଲେ।ସେ ଏହି ପାରି ସେହି ସମୟରେ କରିଥିଲେ ଯେବେ ଲୋକ ତାଙ୍କ ବୟସକୁ ନେଇ ଆଲୋଚନା କରୁଥିଲେ। ସଚିନ ସବୁଥର ଭଳି ମଧ୍ୟ ଏଥର ମଧ୍ୟ ଉତ୍ତର କଥାରେ ନଦେଇ ନିଜ ପ୍ରଦର୍ଶନ ଦ୍ଵାରା ଦେଇଥିଲେ।

୧୪୭ ବଲରେ ସଚିନ ୨୦୦ ରନର ପାରି ଖେଳିଥିଲେ।ଭାରତ ସେହି ମ୍ୟାଚରେ ୪୦୦ ରୁ ଅଧିକ ରନ କରିଥିଲା ଓ ସେହି ମ୍ୟାଚ ୧୫୩ ରନରେ ବିଜୟ ପ୍ରାପ୍ତ କରିଥିଲା। ଏହା ପୂର୍ବରୁ ଏକଦିବସିୟ କ୍ରିକେଟରେ ସବୁଠୁ ଅଧିକ ରନ କୌଣସି ବ୍ୟାଟ୍ସମ୍ୟାନର ପାକିସ୍ତାନର ଖେଳାଳି ସଇଦ ଅନୱାରଙ୍କର ନାମରେ ନାମିତ ରହିଥିଲା। ସେ ୧୯୪ ରନର ଇନିଂସ ଭାରତ ବିରୁଦ୍ଧରେ ଖେଳିବାର ନଜର ଆସିଥିଲେ।

Google
କ୍ରିସ ଗେଲ ମଧ୍ୟ ୫ ବର୍ଷ ପରେ ସେହି ଦିନ ଦ୍ଵିତୀୟ ଶତକ ମାରିଥିଲେ:

ଏହା ମଧ୍ୟ ଆଶ୍ଚର୍ଯ୍ୟକର କଥାକି ସଚିନ ପ୍ରଥମେ ଏକଦିବସିୟ କ୍ରିକେଟରେ ଦ୍ୱିତୀୟ ଶତକ ମାରିଲେ ଓ ଏହାର ଠିକ ୫ ବର୍ଷ ପରେ ସେହି ଦିନ କ୍ରିସ ଗେଲ ମଧ୍ୟ ଏକଦିବସିୟରେ ଦ୍ଵିତୀୟ ଶତଇ ମାରିଲେ। ଗେଲଙ୍କ ନାମରେ ସବୁଠୁ କମ ବଲରେ ଦ୍ୱିତୀୟ ଶତକ ମାରିଥିବା କୀର୍ତ୍ତିମାନ ଅଛି। ସେ ୧୩୮ ବଲରେ ୨୦୦ ରନ ବନେଇଥିଲେ।

Google
ସେବେଠୁ ଆଜି ପର୍ଯ୍ୟନ୍ତ ୮ ଟି ଦ୍ଵିତୀୟ ଶତକ ହୋଇସାରିଲାଣି ଓ ତିନୋଟି ତ ଏକା ରୋହିତ ଶର୍ମାଙ୍କ ନାମରେ:

ପ୍ରଥମେ ଦିନିକିଆରେ ସଚିନ ୨୦୧୦ ରେ ଦ୍ଵିତୀୟ ଶତକ ମାରିଥିଲେ। ଏହା ପରେ ଆଜି ପର୍ଯ୍ୟନ୍ତ ୮ ଟି ଦ୍ଵିତୀୟ ଶତକ ହେଲାଣି। କେବଳ ତିନିଥର ତ ଏକା ରୋହିତ ଶର୍ମା ମାରିଛନ୍ତି। ଏହା ଛଡା ଭାରତ ପାଇଁ ବିରେନ୍ଦ୍ର ସେହ୍ଵାଗ, ୱେଷ୍ଟଇଣ୍ଡିଜର କ୍ରିସ ଗେଲ, ପାକିସ୍ତାନ ପାଇଁ ଫକର ଜମାନ, ନ୍ୟୁଜଲ୍ୟାଣ୍ଡ ପାଇଁ ମାର୍ଟିନ ଗପଟିଲ, ଦ୍ଵିତୀୟ ଶତକ ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *