ଆଇପିଏଲର ନିଲାମୀ ୧୮ ଫେବୃଆରୀ ୨୦୨୧ ରେ ଚେନ୍ନାଇରେ ହେଲା। ଏହି ନିଲାମୀ ଭିତରେ କେକେଆରର ସହ ମାଲିକ ତଥା ବଲିଉଡ଼ର କିଙ୍ଗ ଖାନ ଶାହରୁଖ ଖାନଙ୍କର ପୁଅ ଆରୟାନ ଖାନ ବି ଲିଗ ଟେବୁଲରେ ଦେଖାଗଲେ। ଜୁହି ଚାଓଲାଙ୍କର ସ୍ୱାମୀ ଜୟ ମେହତା ବି କେକେଆର ର ଏକ ଅଂଶ ଅଟନ୍ତି ଆଉ ଏହି ମ୍ୟାଚରେ ତାଙ୍କ ସ୍ବାମୀ ଜୟ ମେହତାଙ୍କର ଝିଅ ଜାହ୍ନବୀ ମେହତା ବି ଲିଗ ଟେବୁଲ ପାଖରେ ଦେଖାଗଲେ।
Imagine Aryan Khan buying Shah Rukh Khan today 😛😂#IPLAuction #IPL2021
— Vinesh Prabhu (@vlp1994) February 18, 2021
ଏହି ଦୁଇଜଣ ଷ୍ଟାର କିଡଙ୍କ ଉପରେ ସୋସିଆଲ ମିଡିଆରେ ବହୁତ ମଜାକ ବନାଯାଉଛି। କିଛି କିଛି ଲୋକ ଏମାନଙ୍କ ଉପରେ ଖୁବ ମଜା ନେଉଛନ୍ତି। ଏହି ଅକ୍ସନ ଲିଗ ଟେବୁଲ ପାଖରେ କେକେଆରର ହେଡ କୋଚ ଅଭିଷେକ ନାୟର, ଜୟ ମେହତା, ଆଉ ତାଙ୍କ ସହଯୋଗୀ ସିଇଓ ବାଂକୀ ମସୁର ଆରୟାନ ଆଉ ଅଶ୍ୱିନୀଙ୍କ ସହ ଥିଲେ। ମାତ୍ର ଶାହରୁଖ ଖାନ ଅଥବା ଜୁହି ଚାଓଲା କେହି ବି ଟେବୁଲ ପାଖରେ ମହଜୁଦ ନଥିଲେ। ଆରିଆନ ଆଉ ଜାହ୍ନବୀଙ୍କୁ ଦେଖିକି ଏହା ଲାଗୁଥିଲା କି ସେମାନେ ଅକ୍ସନ ପାଇଁ ବହୁତ ହୋମ୍ବାର୍କ କରିକି ଆସିଛନ୍ତି। ସେମାନେ ବୋଲି ଭିତରେ ଖେଳାଳୀ ମାନଙ୍କ ବାବଦରେ ଚର୍ଚ୍ଚା କରୁଥିବାର ନଜର ଆସିଲେ।
Aryan Khan sitting with kkr think tank in the ipl auctions 2021! #IPLAuction2021 #IPLAuction #IPL2021 #IPL2021Auction #IPLAuctions2021 #ipl20201 @IPL @KKRiders @iamsrk pic.twitter.com/jqDX4jr4nz
— Ayush Rungta🇮🇳 (@Ayushrungta22) February 18, 2021
ନିଲାମୀର ପ୍ରଥମ ସେସନ ପୁରା ହେବା ପରେ ଜାହ୍ନବୀ ଷ୍ଟାର ସ୍ପୋର୍ଟସ ଚ୍ୟାନେଲକୁ ନିଜର ପ୍ଲାନ କହିଲେ। ସେ କହିଲେ କି ତାଙ୍କୁ କେଉଁ କେଉଁ ପ୍ରକାର ଖେଳାଳି ଦରକାର। ଜାହ୍ନବୀ ଦ୍ୱିତୀୟ ଥର ଟିମରେ ସାମିଲ ହେଇଛନ୍ତି। ସେ କହିଲେ କି ଶାକିବଙ୍କର ଟିମରେ ଫେରିବା ପରେ ସେ କେତେ ଖୁସି ଅଛନ୍ତି। ଟିମ କମ୍ବୀନେସନ ପାଇଁ ସେ ଲକି ଚାର୍ମ ସାବ୍ୟସ୍ତ ହେଇ ସାରିଛନ୍ତି ଆଉ କୋଲକାତା ତାଙ୍କ ପାଇଁ ଦୁଇ ଦୁଇ ଥର ଆଇପିଏଲ ଜିତିସାରିଛି। ଦୁଇ ଥର ଶାକିବ ଟିମରେ ଥିଲେ।
Wow!! Aryan Khan is there as well…will he be there in the auction?🤔 don't think he has ever been present in an auction before
— Soham (@Soham718) February 17, 2021
ଆପଣଙ୍କୁ କହିରଖୁଛୁ କି ଆଇପିଏଲ ୨୦୨୧ ପାଇଁ କୋଲକାତା ୮ ଜଣ ଖେଳାଳିଙ୍କୁ କିଣିଛି ଯାହା ଭିତରେ କେବଳ ବେନ କଟିଂ ଆଉ ଶାକିବ ଅଲ ହସନ ହିଁ ବିଦେଶୀ ଅଟନ୍ତି। ଏହା ଛଡା ସେମାନେ ହରଭଜନ ସିଂ, କରୁନ ନାୟର, ପବନ ନେଗି, ଭେଙ୍କଟେସ ଆଇୟାର, ଶେଲ୍ଡନ ଜ୍ୟାକ୍ସନ ଆଉ ବିଶ୍ୱ ଆରୋରାଙ୍କୁ କିଣିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।