ଯଦି ଆମେ ଆପଣଙ୍କୁ କହିବୁ କି ସଲମାନ ଖାନ କାହାକୁ ଡରୁଥିଲେ ସେ ବି ଜଣେ ଅଭିନେତ୍ରୀ ତେବେ ପ୍ରଥମ ଥରରେ ଆପଣ ବିଶ୍ୱାସ କରିବେନି। ନିଜେ ସଲମାନ ଖାନ ମାନିଛନ୍ତି କି ୯୦ ଦଶକର ଜଣେ ଅଭିନେତ୍ରୀଙ୍କ ସହ କାମ କରିବାକୁ ସେ ଡରୁଥିଲେ।

ସଲମାନ ଖାନଙ୍କୁ ଆପଣ ସର୍ବଦା ଫିଲ୍ମରେ”ଦବଙ୍ଗ” ଓ “ମାଚୋ” ଷ୍ଟାଇଲରେ ଦେଖଥିବେ। ଖବର ଅନୁସାରେ ପ୍ରକୃତ ଜୀବନରେ ମଧ୍ୟ ସଲମାନ ଖାନ ଦବଙ୍ଗ ଭଳି ଅଟନ୍ତି। ଏବେ ଯଦି ଆମେ ଆପଣଙ୍କୁ କହିବୁ କି ସଲମାନ ଖାନ କାହାକୁ ଡରୁଥିଲେ ସେ ବି ଜଣେ ଅଭିନେତ୍ରୀ ତେବେ ପ୍ରଥମ ଥରରେ ଆପଣ ବିଶ୍ୱାସ କରିବେନି। ନିଜେ ସଲମାନ ଖାନ ମାନିଛନ୍ତି କି ୯୦ ଦଶକର ଜଣେ ଅଭିନେତ୍ରୀଙ୍କ ସହ କାମ କରିବାକୁ ସେ ଡରୁଥିଲେ।
ସେ ଆଉ କେହି ନୁହେଁ ବରଂ ୯୦ ଦଶକର ଟପ ହିରୋଇନ ଶ୍ରୀଦେବୀ ଅଟନ୍ତି। କହିରଖିବୁ କି ସେହି ସମୟରେ ଶ୍ରୀ ଦେବୀ ଜଣେ ଟପ ହିରୋଇନ ଥିଲେ ତାଙ୍କ ପ୍ରଶଂସକଙ୍କ କଥା ଏହି କଥାରୁ ଅନୁମାନ କରାଯାଇପାରିବ କି ଯଦି ସେ କୌଣସି ଫିଲ୍ମରେ ରହୁଥିଲେ ତ ସେହି ଫିଲ୍ମ ହିଟ ହେବା ନିଶ୍ଚିତ ମାନାଯାଉଥିଲା। ତାଙ୍କ ସମୟରେ ଶ୍ରୀଦେବୀ ସବୁଠୁଁ ଅଧିକ ଟଙ୍କା ଫିଲ୍ମ ପାଇଁ ନେଉଥିଲେ ତାଙ୍କୁ ଗୋଟିଏ ଫିଲ୍ମ ପାଇଁ ଏକ କୋଟି ପର୍ଯ୍ୟନ୍ତ ଅଫର ଦିଆଯାଉଥିଲା। ବଡ଼ ବଡ଼ ଡାଇରେକ୍ଟର ଓ ପ୍ରଡୁସର ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଲାଇନ ଲଗାଇ ଛିଡାହେଉଥିଲେ । ସଲମାନ ଖାନ ଶ୍ରୀଦେବୀଙ୍କ ସହିତ ବର୍ଷ ୧୯୯୩ ରେ ଆସିଥିବା ଫିଲ୍ମ “ଚନ୍ଦ୍ରମୁଖୀ ” ଓ ବର୍ଷ ୧୯୯୪ ରେ ଆସିଥିବା ଫିଲ୍ମ “ଚାନ୍ଦ କା ଟୁକଡା” ରେ କାମ କରିଛନ୍ତି।

ସଲମାନଙ୍କୁ ଶ୍ରୀ ଦେବୀଙ୍କ ଏହି ପପୁଲାରିଟି ପାଇଁ ଡର ଲାଗୁଥିଲା। ଏକ ଇଣ୍ଟରଭିଉରେ ସଲମାନ କହିଛନ୍ତି ସେହି ସମୟରେ ଲୋକ ହିରୋଠୁ ଅଧିକ ଶ୍ରୀଦେବୀଙ୍କୁ ଦେଖିବାକୁ ଯାଉଥିଲେ ଓ ସେବେ ଲୋକ ହିରୋ ଉପରେ କମ ଧ୍ୟାନ ଦେଉଥିଲେ। ଏହି କାରଣ ଥିଲା କି ସଲମାନ ଖାନ ୯୦ ଦଶକର ଟପ ହିରୋଇନ ଶ୍ରୀଦେବୀଙ୍କ ସହ କାମ କାରିବା ପାଇଁ ଡରୁଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।