ଭିକି କୌସଲ ଓ କ୍ୟାଟ୍ରିନା କୈଫଙ୍କ ବିବାହର ପରେ ଏମିତି ବିୟାନ ଦେଲେ ସଲମାନ, ଜଣାନ୍ତୁ କହିଲେ ସଲମାନ ଖାନ!

ବ୍ୟୁରୋ ରିପୋର୍ଟ: ବଲିଉଡ଼ର ଆକ୍ଟର ପ୍ରାୟ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଲୋକମାନେ ମଧ୍ୟ ନିଜ ପସନ୍ଦର ଆକ୍ଟରଙ୍କ ବିଷୟରେ ଜାଣିବା ପାଇଁ ଉତ୍ସାହିତ ରହିଥାନ୍ତି। ଗତ କିଛି ମାସରୁ ବଲିଉଡ଼ରେ ଭିକି କୌସଲ ଓ କ୍ୟାଟ୍ରିନା କୈଫ ଖୁବ ଚର୍ଚ୍ଚାରେ ରହିଛନ୍ତି। ଆପଣଙ୍କୁ କହିରଖିବୁ ବର୍ଷ ୨୦୨୧ର ଶେଷରେ ଦୁହେଁ ଖୁବ ଧୂମଧାମରେ ବିବାହ କରିଥିଲେ କିନ୍ତୁ ତାଙ୍କର ବିବାହର କୌଣସି ଫଟୋ ବା ଭିଡ଼ିଓ ସୋସିଆଲ ମିଡ଼ିଆକୁ ଆସିନଥିଲା। ଏହାକୁ ନେଇ ସଲମାନ ଖାନଙ୍କ ପ୍ରତିକ୍ରିୟା ମଧ୍ୟ କଣ ରହିବ ତାହା ଜାଣିବା ପାଇଁ ଲୋକ ଚାହୁଁଥିଲେ।

ଶେଷରେ ଏହାକୁ ନେଇ ସଲମାନ ଖାନଙ୍କ ପ୍ରତିକିୟା ଆସିସାରିଛି। ଆପଣ ଜାଣିଥିବେ କିଛି ଦିନ ତଳେ ବିଗ ବସର ସିଜନ୧୫ ସରିଥିଲା। ସେହି ସମୟରେ ସେହନାଜ ଗିଲ ସଲମାନଙ୍କ ସହିତ ଅନେକ ମଜାକ କଥା ହୋଇଥିଲେ। ସେହିସମୟରେ ସେ ସଲମାନଙ୍କ ବିକି ଓ କ୍ୟାଟ୍ରିନାଙ୍କ ଵିଵାହ କଥା କହିଥିଲେ ଓ ଏହା କହିଥିଲେ କି,”ମୁଁ ପଞ୍ଜାଵର କ୍ୟାଟ୍ରିନାରୁ ଭାରତନାଜ ହୋଇସାରିଲିଣି କାରଣ କ୍ୟାଟ୍ରିନା ପୁଣି ପଞ୍ଜାଵ କ୍ୟାଟ୍ରିନା ହୋଇଗଲେ”। କାରଣ ସେ ପଞ୍ଜାଵରେ ବିବାହ କରିସାରିଛନ୍ତି।

Google

ସେହନାଜଙ୍କ କଥା ଶୁଣି ସଲମାନ ପୁରା ଠିକ କହିଛ ଓ ସମସ୍ତେ ଖୁସିରେ ରୁହନ୍ତୁ ବୋଲି ସେହନାଜକୁ କହିଥିଲେ। ଏହା ପରେ ପୁଣି ମଜାକ ଅନ୍ଦାଜରେ ସେହନାଜ କହିଥିଲେ ଆପଣ ମଧ୍ୟ ଭଲରେ ରୁହନ୍ତୁ। ସେହନାଜଙ୍କ କଥା ଶୁଣି ସଲମାନ ବହୁତ ହସିଥିଲେ। ସେହନାଜ ପୁଣି ହସି ସଲମାନଙ୍କୁ କହିଥିଲେ ସାର ଆପଣ ଏକାକି ସିଙ୍ଗଲ ଭାବେ ଭଲ ଲାଗୁଛନ୍ତି। ତାଙ୍କ ଏହି କଥା ଶୁଣି ସଲମାନ ପୁଣି କହିଥିଲେ ମୁଁ ସିଙ୍ଗଲ ରହିଲେ ସିନା ଭଲ ରହିବି। ଏପରି ଅଦ୍ଭୁତ କଥା ଶୁଣି ସେହନାଜ କହିଥିଲେ ଏହାର ଅର୍ଥ କଣ ଆପଣ ଏବେ ସିଙ୍ଗଲ ନାହଁନ୍ତି? ଏହା ପରେ ସଲମାନ ଆଉ କିଛି ନ କହି ଜୋରେ ହସିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *