ଫେବୃଆରୀ ୨୦୨୦ରେ ହେଇଥିବା ଦିଲ୍ଲୀ ଦଙ୍ଗା ଉପରେ ବହୁତ ସୋସିଆଲ ଆକ୍ଟିଭୀଷ୍ଟ ମାନଙ୍କ ବିପକ୍ଷରେ ମାମଲା ଦର୍ଜ କରାଯାଇଛି। କିଛି କିଛି ତ ମାସ ମାସରୁ ଜେଲରେ ଅଛନ୍ତି। ଏହି ମୁଦ୍ଦା ଉପରେ ଏକ ଲାଇଭ ଡ଼ିବେଟ ଶୋରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ରାଜନୈତିକ ବିସ୍ଲେସକ ରବି ଶ୍ରୀବାସ୍ତଵଙ୍କ ସହ ଭିଡ଼ିଗଲେ। ସମ୍ବିତ ପାତ୍ର ରବି ଶ୍ରୀବାସ୍ତଵଙ୍କୁ ଦଙ୍ଗା କରୁଥିବା ଲୋକ ମାନଙ୍କର ମଉସା ବୋଲି ମଧ୍ୟ କହି ଦେଲେ।

ପ୍ରକୃତରେ ହିନ୍ଦୀ ନିଉଜ ଚ୍ୟାନେଲ ଜି ନିଉଜ ଉପରେ ଏହି ଦଙ୍ଗା ଉପରେ ଚାଲିଥିବା ଲାଇଭ ଡ଼ିବେଟ ଶୋରେ ତମାମ ପେନାଲିଷ୍ଟ ମାନଙ୍କ ସହ ରବି ଶ୍ରୀବସ୍ତାଵ ଆଉ ସମ୍ବିତ ପାତ୍ର ବି ଥିଲେ। ସମ୍ବିତ ପାତ୍ର ଡ଼ିବେଟ ଭିତରେ ମହିଳା ଆକ୍ଟିଭୀଷ୍ଟ ଶଫୁରା ଜରଗରଙ୍କୁ ସିରଫୁରା ଜରଗର କାହିଁକି ସମ୍ବୋଧନ କଲେ। ସମ୍ବିତ ପାତ୍ର ଙ୍କର ଏହି କଥା ଉପରେ ରବି ଶ୍ରୀବାସ୍ତଵ ବହୁତ ଭଡକୀ ଗଲେ।
ନିଜର ବିରୋଧ ପ୍ରବକ୍ତ କରିବା ପାଇଁ ରବି ଶ୍ରୀବାସ୍ତଵ କହିଲେ କି ଏତେ ବଡ଼ ପାର୍ଟିର ଏତେ ପାଠ ପଢିଥିବା ପ୍ରବକ୍ତା ଏତେ ସମ୍ବେଦନ ହୀନ ହେଇ ଯାଇଛନ୍ତି କି ଜଣେ ପ୍ରେଗନାଣ୍ଟ ଆକ୍ଟିଭୀଷ୍ଟଙ୍କର ଏହି ପ୍ରକାର ମଜାକ ଉଡାଉ ଛନ୍ତି। ରବି ଶ୍ରୀବସ୍ତାଵ କହିଲେ କି ଏବେ ଏମିତି ହାଲ ହେଇଯାଇଛି କି ଟିଭି ଉପରେ ଆସିକି ଏପ୍ରକାର ବେକାର କଥା କୁହାଯାଉଛି।
ସମ୍ବିତ ପାତ୍ର ତାଙ୍କୁ ଅଟକାଇବା ପାଇଁ କହିଲେ କି ଆପଣ କ୍ଷମା କରିବେ ମାତ୍ର ମୋତେ ଜଣା ହି ନଥିଲା କି ତାଙ୍କର ନାମ ସରଫିରା ନୁହଁ। ଆଉ ସମ୍ବିତ ପାତ୍ର ଆଗକୁ କହିଲେ କି ମୋତେ କ୍ଷମା କରିବେ କି ମୁ ଆପଣଙ୍କ ଭଉଣୀ ଙ୍କୁ ଏପରି କହିଦେଲି। ଏହାକୁ ବିରୋଧ କରିକି ରବି ଶ୍ରୀବସ୍ତାଵ କହିଲେ କି ଆପଣଙ୍କର ଔକାତ ନାହିଁ କି ଆପଣ ମୋ ଭଉଣୀ ବାବଦରେ କିଛି କହି ପାରିବେ।
ସମ୍ବିତ ପାତ୍ର ରବି ଶ୍ରୀବାସ୍ତଵଙ୍କୁ ଚିଡ଼େଇବା ପାଇଁ କହିଲେ କି ଉମର ଖାଲିଦଙ୍କୁ ଜେଲରେ ପୁରେଇବା ଦ୍ୱାରା ଆପଣ ଏପରି ବିଗିଡି ଯାଉଛନ୍ତି ଯେପରି ଆପଣଙ୍କର କେହି ନିଜର ଜେଲକୁ ଯାଉଛି। ଆପଣ ଉମର ଖାଲିଦ ତଥା ଶରଯିଲ ଇମାମଙ୍କର ମଉସା ଲାଗୁଛନ୍ତି।
Sorry ..फूफा जी आपकी बहन का नाम ग़लत ले लिया ..Sorry😎 pic.twitter.com/Ln3scBvWSt
— Sambit Patra (@sambitswaraj) January 7, 2021
ସମ୍ବିତ ପାତ୍ର ରବି ଶ୍ରୀବାସ୍ତବଙ୍କୁ କଟାକ୍ଷ କରୁ କରୁ କହିଲେ କି ୟେ ଜାଣି ହି ପାରୁ ନଥିଲେ କି ଟୁକଡେ ଟୁକଡେ ଗ୍ୟାଙ୍ଗ କିଏ ମାତ୍ର ସତ କଥା ଏଇଆ କି ଏହି ଲୋକ ହି ଟୁକଡେ ଟୁକଡେ ଗ୍ୟାଙ୍ଗଙ୍କର ଫୁଫା ଯାନ। ଏଙ୍କର ମଧ୍ୟ ମଝିରେ ପଶି ଏହି ଦୁଇ ଜଣଙ୍କୁ ଶାନ୍ତ କରେଇଲେ ଆଉ ଡିବେଟ ଆଗକୁ ବଢ଼େଇଲେ।
ସମ୍ବିତ ପାତ୍ର ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି। ଏହାକୁ ସେୟାର କରିକି ସେ ରବି ଶ୍ରୀବାସ୍ତବଙ୍କର ମଜାକ ଉଡେଇଛନ୍ତି। ଏହା ସେୟାର କରିକି ସେ ଲେଖିଛନ୍ତି ” ସରୀ ଫୁଫା ଜି ଆପଣଙ୍କ ଭଉଣୀ ଙ୍କର ନାମ ଭୁଲ ନେଇଗଲି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।