ଯଶପ୍ରୀତ ବୁମରାହ ଏବଂ ସଞ୍ଜନା ଗଣେଶନଙ୍କ ଲଭ ଷ୍ଟୋରୀର ଆସିଲା ସାମ୍ନାକୁ । ଟ୍ୱିଟ ହେଲା ଭାଇରଲ, ଜାଣନ୍ତୁ ତାଙ୍କ ଲଭ ଷ୍ଟୋରୀର ।

ଭାରତୀୟ ଟିମର ଷ୍ଟାର ପେସର ଯଶପ୍ରୀତ ବୁମରାହ ଆଉ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କର ବିବାହର ଖବର ଏବେ ସାରା ସୋସିଆଲ ମିଡିଆରେ ଜୋର ଧରିଛି। ଦୁହିଁକି ତରଫରୁ ଏହା ବାବଦରେ କିଛି ପୁସ୍ତି କରା ଯାଇ ନାହି ମାତ୍ର ଦୁଇ ଜଣଙ୍କର କିଛି ପୁରାତନ ପୋଷ୍ଟ ତଥା ଟ୍ୱିଟ ଅଛି ଯାହା ଏମାନଙ୍କ ଲଭ ଷ୍ଟୋରୀ ଆଡକୁ ଆମକୁ ଇଶାରା କରିବାରେ ଲାଗିଛି। ଅବଶ୍ୟ ଏହା ଆଗରୁ ବୁମରାହଙ୍କର ନାମ ଦକ୍ଷିଣ ଭାରତର ଅଭିନେତ୍ରୀ ଅନୁପମା ପରମେଶ୍ୱରଂଙ୍କ ସହ ବି ଯୋଡିଥିଲା ମାତ୍ର ସେହି ଅଭିନେତ୍ରୀଙ୍କର ମାତା ଆସି ସଫା ସଫା କହିଲେ କି ଏପରି କିଛି ନାହିଁ।

Google

ଏବେ ମିଡିଆ ଆଉ ସୋସିଆଲ ମିଡିଆ ଦୁଇଟିରେ ସଞ୍ଜନା ଗଣେଶନ ଆଉ ବୁମରାହଙ୍କର ନାମ ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି। କୁହା ଯାଉଛି କି ଏହି ଦୁଇ ଜଣ ୧୪ ଆଉ ୧୫ ମାର୍ଚ୍ଚକୁ ଗୋଆରେ ବିବାହ ବନ୍ଧନରେ ବନ୍ଧା ହେବାକୁ ଯାଉଛନ୍ତି। ଏହା ସହ ସଞ୍ଜନାଙ୍କର କିଛି ପୁରାତନ ଟ୍ୱିଟ ଭାଇରାଲ ହେଉଅଛି।

ଏହି ପୁରୁଣା ଟ୍ୱିଟ ମାନଙ୍କରେ ସଞ୍ଜନା ଯଶପ୍ରୀତ ବୁମରାହଙ୍କୁ ଆଗରୁ କରା ଯାଇଥିବା ଟ୍ୱିଟ ମାନଙ୍କୁ ରିଟ୍ୱିଟ କରିକି କହିଛନ୍ତି। ଏଥିରେ ସଞ୍ଜନା ଡିସେମ୍ବର ୨୦୨୦ରେ ବୁମରାହ କରିଥିବା ପ୍ରଥମ ଆନ୍ତର୍ଜାତିୟ ଅର୍ଦ୍ଧଶତକର ପ୍ରଶଂସା କରିଛନ୍ତି ତ ଆର ପଟେ ତାଙ୍କର ମୈଦାନ ଭିତରେ ଥିବା ମୂଡ଼କୁ ନିଜ ମୂଡ଼ ସହ ତୁଳନା କରିଛନ୍ତି।

Google

ଏହା ସହିତ ହିଁ ସଞ୍ଜନା ଗଣେଶନ ବୁମରାହଙ୍କର ଭଉଣୀ ଜୁହିକା ଆଉ ଦଲଜିତ ବୁମରାହଙ୍କୁ ଇଂସ୍ତଗ୍ରାମରେ ଫୋଲ କରିଛନ୍ତି। ଏଠାରେ ସେମାନଙ୍କର ଅଧିକ ଫଳୟର ନଥିବା ସତ୍ତ୍ୱେ ସଞ୍ଜନା ତାଙ୍କୁ ଫୋଲ କରିଛନ୍ତି। ତାଙ୍କର ଏହି ପ୍ରକାର କାର୍ଯ୍ୟକଳାପ ଦ୍ୱାରା ଫ୍ୟାନ ମାନେ ଏହା ଆଶା କରୁଛନ୍ତି କି ସଞ୍ଜନା ହିଁ ବୁମରାହଙ୍କର କନ୍ୟା ହେଇପାରନ୍ତି।

ବୁମରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ରୁ ନିଜ ନାମ ଫେରାଇ ନେବା ସହିତ ହି ଟି ଟ୍ୱେଣ୍ଟି ସିରିଜ ଠାରୁ ବି ନିଜର ନାମ ଫେରାଇ ନେଲେ। ବିସିସିଆଇ ର ଜଣେ ଅଧିକାରୀ କହିଲେ କି ବୁମରାହ ବିବାହ କରିବକୁ ଯାଉଛନ୍ତି ସେଥିପାଇଁ ସେ ଛୁଟି ନେଇଛନ୍ତି। ତା ପରଠାରୁ ହିଁ ତାଙ୍କର ଲଭର କଥା ଭାଇରାଲ ହେବାରେ ଲାଗିଛି।

Google

ସୋସିଆଲ ମିଡିଆରେ ଅନେକ ଫ୍ୟାନ ବୁମରାହ ଆଉ ସଞ୍ଜନାଙ୍କୁ ଆଗତୁରା ହିଁ ଅଭିନନ୍ଦନ ଦେବାରେ ଲାଗିଛନ୍ତି। ବୁମରାହ ଙ୍କର ସ୍ତ୍ରୀ କିଏ ହେବ ତାହାକୁ ନେଉ ଅନେକ କଥା ସାମ୍ନାକୁ ଆସୁଛି ଆଉ ଏମିତି ରେ ବିବାହ ପରେ ହିଁ ଜଣା ପଡିବ କି କିଏ ତାଙ୍କର ସ୍ତ୍ରୀ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *