ସାରା ଅଲ୍ଲୀ ଖାନ ଖୋଲିଲେ ଗୁମର କେବେ ଓ କେମିତି ଆରମ୍ଭ ହୋଇଥିଲା ସୁଶାନ୍ତଙ୍କ ସହ ଲଭ । ଲଗାଇଲେ ଅଭିଯୋଗ ।

Sara Ali Khan opened about their love story when and how Love started with Sushant singh rajput, ସାରା ଅଲ୍ଲୀ ଖାନ ଖୋଲିଲେ ଗୁମର କେବେ ଓ କେମିତି ଆରମ୍ଭ ହୋଇଥିଲା ସୁଶାନ୍ତଙ୍କ ସହ ଲଭ, Sushant Singh Rajput, Sara Ali Khan, Bollywood, Nitidina, Justice for Sushant

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ରିୟାଙ୍କୁ ପଚରା ଯିବା ସମୟରେ ସେ ଏନସିବି ଆଗରେ କିଛି ବଲିଉଡର ଷ୍ଟ୍ରାର ମାନଙ୍କ ନାମ ନେଇଥିଲେ । ଏହି ସଵୁ ଡ୍ରଗ୍ସର ବ୍ୟବହାର କିମ୍ବା କିଣା କିଣି କରୁଥିଲେ । ଏହି ମାମଲାରେ ସାରା ଅଲ୍ଲୀ ଖାନ, ଦୀପିକା ପାଦୁକେନ, ରକୁଲ ପ୍ରୀତ ଓ ରଣବୀର କପୁରଙ୍କ ଫ୍ୟାସନ ଡିଜାଇନର ସିମନୋ ଖମ୍ବଟାଙ୍କ ନାମ ସାମ୍ନାକୁ ଆସିଥିଲା । ଏହି ମାମଲାରେ ଏନସିବି ସାରା ଅଲ୍ଲୀ ଖାନଙ୍କୁ ସମନ ପଠାଇ ତାଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନିର୍ଦେଶ ଦେଇଥିଲା । ସାରା କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟକ୍ରମକୁ ଆଗକୁ ବଢାଇଥିଲେ ।

୨୦୧୮ରୁ ଆରମ୍ଭ ହୋଇଥିଲା ସୁଶାନ୍ତଙ୍କ ସହ ସମ୍ପର୍କ:

ସାରା ଅଲ୍ଲୀ ଖାନ ଏନସିବିକୁ ପଚରା ଉଚରା ମାଧ୍ୟମରେ କହିଲେ କି ଫ୍ରେବୃୟାରୀ ୨୦୧୮ ରେ ଫିଲ୍ମ “କେଦାରନାଥ” ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ସେ ଏହା ମଧ୍ୟ କହିଲେ କି ସେ ସୁଶାନ୍ତଙ୍କ ସହ ତାଙ୍କ କାପ୍ରି ହାଉସରେ ମଧ୍ୟ ରହିବାକୁ ଚାଲିଯାଇଥିଲେ ।

Sushant Singh Rajput And Sara Ali Khan Shared a Room During Kedarnath, Says Kangana Ranaut After Samuel's Viral Post | India.com
Google

ସାରା କହିଲେ କି, “ମୋର ଓ ସୁଶାନ୍ତଙ୍କ ମଧ୍ୟରେ ୨୦୧୮ ଫିଲ୍ମ କେଦାରନାଥର ସୁଟିଂ ସମୟରେ ସମ୍ପର୍କ ସୃଷ୍ଟି ହୋଇଥିଲା । ସୁଟିଂ ପରେ ସୁଶାନ୍ତଙ୍କ ସହ ତାଙ୍କ କାପ୍ରି ହାଉସରେ ରହିବାକୁ ଚାଲିଯାଇଥିଲେ । “ସେ ଏହା ମଧ୍ୟ କହିଛନ୍ତି କି ଦୁଇ ଜଣ ୫ ଦିନ ପାଇଁ ଥାଇଲ୍ୟାଣ୍ଡର କୋହ ସମୂହି ଆଇଲ୍ୟାଣ୍ଡକୁ ଯାଇଥିଲେ ଓ ସେଠାରେ ପାର୍ଟି ମଧ୍ୟ କରିଥିଲେ ।

ସୁଶାନ୍ତଙ୍କୁ ଥିଲା ଡ୍ରଗ୍ସର ଅଭ୍ୟାସ:

ସାରା ଅଲ୍ଲୀ ଖାନ ଏନସିବିକୁ କହିଛନ୍ତି ଯେ ସୁଶାନ୍ତ ଡ୍ରଗ୍ସ ନିଅନ୍ତି, ହେଲେ ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ ଯେ ସୁଶାନ୍ତ ସାରା ଅଲ୍ଲୀ ଖାନଙ୍କ ସହ ମିଶିବା ଆଗରୁ ଡ୍ରଗ୍ସ ନେଉଥିଲେ ନା ତାଙ୍କ ସହ ମିଶିବା ପରେ । ହେଲେ ସାରା ଅଲ୍ଲୀ ଖାନ ନିଜେ ଡ୍ରଗ୍ସ ନିଅନ୍ତି ନାହିଁ ବୋଲି ମନା କରିଥିଲେ । ସେ କହିଛନ୍ତି କି ସେ ସୁଶାନ୍ତଙ୍କ ସହ ପାର୍ଟିରେ ଯାଆନ୍ତି ହେଲେ କେବେ ଡ୍ରଗ୍ସ ନିଅନ୍ତି ନାହିଁ ।

Sara Ali Khan-Sushant Singh Rajput breakup reason revealed, no it's not Kartik Aaryan | Catch News
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *