ଖୋଲିଲା ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଗୁମର, କାମ ପାଇଁ ରୋହିତ ସେଠିଙ୍କୁ…..

ବଲିଉଡ଼ ଜଗତ ଆଉ ଆଗପରି ନାହିଁ ବର୍ତ୍ତମାନ ଏଠାରେ ଅନେକ ଖରାପ କାମ ଦେଖିବାକୁ ମିଳିଲାଣି। ଆପଣ ନିଶ୍ଚୟ ଜାଣିଥିବେ ପୂର୍ଵ ବର୍ଷ ଜୁନ ମାସରେ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ଯାହା ପରେ ପୁରା ବଲିଉଡ଼ରେ ଏକ ହାହାକାର ସୃଷ୍ଟି ହୋଇଯାଇଥିଲା। ସୁଶାନ୍ତଙ୍କର ଏପରି ଅଚାନକ ମୃତ୍ୟୁ ଚାରିଆଡେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିଦେଇଥିଲା।ଏପରି କୁହାଯାଇଥିଲାକି ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରେସର ପକାଯାଉଛି। ଏହି ମାମଲାରେ ବଲିଉଡ଼ରେ ଏବେ କେବଳ ଷ୍ଟାର ମାନଙ୍କ ପିଲାଙ୍କୁ ସୁଯୋଗ ମିଳୁଥିବା କଥା କୁହାଯାଇଛି।

Google

ଏହା ପରେ ବଲିଉଡ଼ରେ ନେପୋଟିଜିମକୁ ନେଇ ବିବାଦ ବଢିବାରେ ଲାଗିଥିଲା। ଯେପରିକି ଲୋକ ସୋନାଖୀ ସିହ୍ନା, ଅର୍ଜୁନ କପୁର, ଆଲିଆ ଭଟ, ଅନନ୍ୟା ପାଣ୍ଡେ ଓ କରଣ ଜୋହାରଙ୍କୁ ଅଧିକ ସମାଲୋଚନା କରିଥିଲେ। ଏହି କଥା ପୁଣି ଘରେ ଉଠିଛି ଓ ଏବେ ଶେଖ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି ଯେଉଁଥିରେ ରୋହିତ ସେଠି ସାରାଙ୍କ ବଲିଉଡ ଷ୍ଟ୍ରଗଲ ବିଷୟରେ କପିଲ ଶର୍ମା ଶୋ ରେ କହୁଛନ୍ତି।

ଆପଣ ରୋହିତ ସେଠିଙ୍କୁ ନିଶ୍ଚୟ ଜାଣିଥିବେ ସେ ଏକ ପ୍ରଡୁସର ଓ ଡାଇରେକ୍ଟର ଅଟନ୍ତି। ସେ ସାରା ଓ ରଣବୀର ସିଂହଙ୍କୁ ନେଇ ଏକ ଫିଲ୍ମ କରିଥିଲେ ଯାହା ହେଉଛି “ସିମ୍ବା” ଏହାର ରିଲିଜ ପୂର୍ବରୁ ସେ ଫିଲ୍ମର ପ୍ରମୋସନ ପାଇ ଦି କପିଲ ଶର୍ମା ଶୋ କୁ ଆସିଥିଲେ। ଯେଉଁଥିରେ ରୋହିତ ସେଠି କହିଛନ୍ତି ,”ଏହି ଫିଲ୍ମ ପୂର୍ବରୁ ସାରା ନିଜେ ବହୁତ କଷ୍ଟକରିଛି ଏଥିପାଇଁ ସେ ନିଜ ବାପା ମାଙ୍କ ସହାୟତା ନେଇନି କାରଣ ମତେ ଆଶ୍ଚର୍ଯ୍ୟ ଲାଗିଥିଲା ସେ ମୋ ଅଫିସକୁ ଏକାକି ଆସି ମୋତେ ହାତ ଯୋଡି କାମ ମାଗିଥିଲେ ଜେବେକି ସେ ଚାହିଁଥିଲେ ନିଜ ବାପା ସେଫଙ୍କୁ କହି ଗୋଟେ କଲରେ କାମ ପାଇପାରିଥାନ୍ତେ”।

Google

ଆପଣଙ୍କୁ କହିରଖିବୁ ସାରା ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ “କେଦାରନାଥ” ଫିଲ୍ମରେ ଡେଭ୍ୟୁ କରିଥିଲେ। ଏହା ପରେ ସେ ଅନେକ ସୁପର ହିଟ ଫିଲ୍ମ ଯେପରି “ସିମ୍ବା ” ,”କୁଲି ନମ୍ବର୧” ଆଦି ରେ ଅଭିନୟ କରିସାରିଛନ୍ତି। ଆଗକୁ ତାଙ୍କର ଅକ୍ଷୟ କୁମାର ଓ।ଧନୁସଙ୍କ ସହିତ ଏକ ଫିଲ୍ମ “ଅତ୍ରଙ୍ଗି” ଆସୁଛି ଯାହା ବ୍ଲକବ୍ଲାଷ୍ଟର ହେବାର ଆଶା ରଖାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *