ଅର୍ଜୁନ ତେନ୍ଦୁଲକରଙ୍କୁ ଆଲୋଚକ ମାନେ ଟ୍ରୋଲ କଲେ ତ ଭଉଣୀ ସାରା ତେନ୍ଦୁଲକର ଦେଲେ ମୁଁହତୋଡ ଜବାବ। ସମସ୍ତେ ଚକିତ।

ଏହିଥର ଆଇପିଏଲ ର ୧୪ତମ ସଂସ୍କରଣରେ ବହୁତ ଏପରି ପ୍ଲେୟର ମାନଙ୍କର ନିଲାମୀ ହେଇଛି ଯାହା ବାବଦରେ କେହି କେବେ ଜାଣି ନଥିଲେ କି ଭାବି ନଥିଲେ। ଗୁରୁବାରକୁ ଚେନାଇରେ ଅକ୍ସନ କରାଗଲା ଯାହା ଭିତରେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କର ପୁଅ ଅର୍ଜୁନ ତେନ୍ଦୁଲକରଙ୍କର ବି ନାମ ସାମିଲ ଅଛି। ପ୍ରକୃତରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ ୨୦ ଲକ୍ଷ ବେସ ପ୍ରାଇସରେ କ୍ରୟ କରିଛନ୍ତି। ଏହା ବାବଦରେ ଜାଣିବା ପରେ ହିଁ ସୋସିଆଲ ମିଡିଆରେ ତାଙ୍କ ବାବଦରେ ଅନେକ ଆଲୋଚନା କରାଯାଉଛି।

Google

ସୋସିଆଲ ମିଡିଆରେ କିଛି ଆଲୋଚକ ଏହାକୁ ନେପୋଟିଜିମର ନାମ ଦେଉଛନ୍ତି। ଆହୁରି ଅନେକ ଲୋକ ଅଛନ୍ତି ଯିଏ କି ଅର୍ଜୁନ ଙ୍କର ସପୋର୍ଟ ନେଉଛନ୍ତି। ଏହାରି ଭିତରେ ହିଁ ଭଉଣୀ ସାରା ତେନ୍ଦୁଲକର ତାଙ୍କ ଭାଇ ଅର୍ଜୁନ ଙ୍କର ସପୋର୍ଟ ନେବାର ଦେଖାଗଲେ। ସେ ଟ୍ୱିଟର ଦ୍ୱାରା ସବୁ ଆଲୋଚକମାନଙ୍କୁ ଜବାବ ଦେଲେ।

ଉଠେଇଲେ ନେପୋଟିଜିମର କଥା: ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିବା ପରେ ଟ୍ୱିଟରରେ ବାର ବାର ନେପୋଟିଜିମର କଥା ଉଠିବାରେ ଲାଗିଛି। ସଭିଙ୍କର କହିବା କଥା କି ସଚିନଙ୍କ ପାଇଁ ହିଁ ଅର୍ଜୁନଙ୍କୁ ସିଲେକ୍ସନ ମିଳିଛି। ଏହାଦ୍ୱାରା ଲୋକ କେବଳ ଅର୍ଜୁନଙ୍କୁ ହିଁ ନୁହଁ ବରଂ ସଚିନଙ୍କ ଉପରେ ବି ବାର ବାର ଲକ୍ଷ ସାଧ୍ୟ କରୁଛନ୍ତି।

Google

ଆଲୋଚନା କରୁଥିବା ଲୋକ ମାନଙ୍କ ଭିତରେ କିଛି ଲୋକ ଅର୍ଜୁନଙ୍କୁ ସପୋର୍ଟ ବି କରୁଛନ୍ତି ଆଉ ତାଙ୍କର ମାନିବା କଥା କି ଅର୍ଜୁନ ନିଜ ପରିଶ୍ରମ ଦ୍ୱାରା ହି ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେଇଛନ୍ତି। ଏହା ଭିତରେ ଭଉଣୀ ସାରା ବି ଅର୍ଜୁନ ତେନ୍ଦୁଲକରଙ୍କୁ ସପୋର୍ଟ କରୁଥିବାର ଦେଖାଗଲେ।

ସାରା ତେନ୍ଦୁଲକର ଆଲୋଚକଙ୍କୁ ଦେଲେ ମୁହଁ ଭଙ୍ଗା ଜବାବ:
ସଚିନ ତେନ୍ଦୁଲକରଙ୍କର ଝିଅ ତଥା ଅର୍ଜୁନଙ୍କର ଭଉଣୀ ସାରା ତେନ୍ଦୁଲକର ନିଜର ପୋଷ୍ଟ ଜରିଆରେ ଆଲୋଚକ ମାନଙ୍କୁ ବହୁତ ଭଲ ଜବାବ ଦେଇଛନ୍ତି। ସାରା ଇଂସ୍ତାଗ୍ରାମରେ ଷ୍ଟୋରୀ ଦେଇ ନିଜ ଭାଇଙ୍କୁ ଅଭିନନ୍ଦନ ଜଣେଇଲେ। ଆଉ ତାଙ୍କ ଷ୍ଟୋରୀରେ ସେ ଲେଖିଲେ , “କେହି ବି ତୁମ ଠାରୁ ଏହି ଉପଲବ୍ଧି
ଛଡେଇ ପାରିବ ନାହିଁ। ଏହା କେବଳ
ତୁମର ଆଉ ମୁଁ ତୁମ ଉପରେ ଗର୍ବ କରେ”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *