ସଚିନ ତେନ୍ଦୁଲକରଙ୍କ ଝିଅ ସାରା ନୂଆ ଲୁକରେ ଆସିଲେ ନଜର, ଫଟୋ ହେଉଛି ଭାଇରଲ…

ଏବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡ଼ିଆରେ ଚର୍ଚାର ବିଷୟ ପାଲଟିଛନ୍ତି। କହିରଖିବୁ ସାରା ସବୁବେଳେ ସୋସିଆଲ ମିଡ଼ିଆରେ ନିଜର ଫଟୋ ସେୟାର କରିଥାନ୍ତି ଓ ଆକ୍ଟିଭ ରହିଥାନ୍ତି। ସାରା ତେନ୍ଦୁଲକରଙ୍କ ଗଣନା ସୁନ୍ଦର ଷ୍ଟାରମାନଙ୍କ ଝିଅଙ୍କ ସହ କରାଯାଇଥାଏ। ଏବେ ସାରା ପୁଣି ଚର୍ଚାକୁ ଆସିଛନ୍ତି ତାଙ୍କୁ ପୁଣି ଥରେ ସୋସିଆଲ ମିଡ଼ିଆରେ ଦେଖାଯାଇଛି ଯେଉଁଥି ସେ ବହୁତ ସୁନ୍ଦର ଲାଗୁଛନ୍ତି।

Google

କହିରଖିବୁକି ସାରା ଓ ତାଙ୍କ ମା ଅଞ୍ଜଳି ତେନ୍ଦୁଲକରଙ୍କୁ ମୁମ୍ବାଇର ରାସ୍ତାରେ ଦେଖାଯାଇଛି। ସାରାଙ୍କୁ ବ୍ଲାକ ଯାକେଟ ଓ ବ୍ଲାକ ଟ୍ରାଉଜରରେ ଦେଖାଯାଇଛି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ଏହା ସହ କରୋନା କାରଣରୁ ସାରା ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିଲେ। ଏହା ପ୍ରଥମ ଥର ନୁହେଁ ଯେବେ ସାରାଙ୍କୁ ଦେଖାଯାଇଛି କାରଣ ଏହା ପୂର୍ଵରୁ ମଧ୍ୟ ଅନେକ ଥର ତାଙ୍କୁ ମୁମ୍ବାଇ ଓ ଅନ୍ୟ ଜାଗା ମାନଙ୍କରେ ଏପରି ସୁନ୍ଦର ଲୁକରେ ଦେଖାଯାଇଛି।

Google

ସେହିପରି ସାରା ମଧ୍ୟ ସୋସିଆଲ ମିଡ଼ିଆରେ ନିଜର ଅନେକ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଥାନ୍ତି ଯାହାକୁ ତାଙ୍କ ପ୍ରସଂସକ ବହୁତ ପସନ୍ଦ କରିଥାନ୍ତି। ଏହା ପୂର୍ବରୁ ମଧ୍ୟ ସାରାଙ୍କ ଏକ ଭିଡ଼ିଓ ବହୁତ ଭାଇରାଲ ହୋଇଥିଲା। ଷ୍ଟାର ଖେଳାଳିଙ୍କ ଝିଅ ହୋଇଥିବାରୁ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ବହୁତ ପ୍ରସଂସକ ଅଛନ୍ତି। ଏହା ସହ ସାରାଙ୍କ ନାମ ସହ କ୍ରିକେଟର ଶୁଭମନ ଗିଲଙ୍କ ନାମ ବହୁତ ଥର ଯୋଡ଼ା ଯାଇଥିଲା କିନ୍ତୁ ପରେ ଏହାକୁ ଭୁଲ ବୋଲି କୁହାଯାଇଥିଲା। ଏବେ ସେ ନିଜ କ୍ୟାରିୟରରେ ଧ୍ୟାନ ଦେଉଛନ୍ତି ଓ କହିରଖିବୁକି ସାରାଙ୍କୁ ଦେଖିବେ ତ ଏହା କୁହାଯାଇପାରେକି ସେ ଆଗକୁ ବଲିଉଡ଼ରେ ଡେବ୍ୟୁ କରିପାରନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *