ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଆଲକହଲ ଶୁଙ୍ଘିଲେ ଛାଡି ପଳାଇବ କରୋନା, ଖବର ଭାଇରଲ

କରୋନା ଭାଇରସ ଆସିବା କ୍ଷଣୁ ପ୍ରାୟ କେଉଁ ଦିନ ନା କେଉଁ ଦିନ କିଛି ନୂଆ କଥା ଶୁଣିବାକୁ ମିଳୁଅଛି। ଡାକ୍ତର ଏବଂ ବୈଜ୍ଞାନିକ ମାନେ କିଛି ନୂଆ ନୂଆ ତଥ୍ୟ ଆମକୁ ଦେଉଛନ୍ତି। ଭାଇରସରୁ ରକ୍ଷା ପାଇବା ନିମନ୍ତେ ମାସ୍କକୁ ଅଧିକ ଗୁରୁତ୍ଵ ଦିଆଯାଉଛି। ତାହା ଛଡା ସାନିଟାଇଜର ଯେକି ଆଲକହଲରୁ ତିଆରି ହୋଇଥାଏ ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ଜଣା ଯାଇଛି।

Misconceptions about COVID-19
Google

ଆମେରିକା ବୈଜ୍ଞାନିକ ମାନେ ରିସର୍ଚ୍ଚ ପରେ ଏହା ଦାବି କରିଛନ୍ତି କି ଆଲକହଲ ଶୁଂଘିବା ଦ୍ଵାରା କରୋନା ଛାଡି ପଳାଇବ। ଏହା ୩ଟି ସେସନ ତଥା ପର୍ଯ୍ୟାୟର ରେଜଲ୍ଟ ବୋଲି ଜଣା ଯାଇଛି। ବୈଜ୍ଞାନିକ ମାନଙ୍କୁ ଏହା ବହୁତ ଉତ୍ସାହିତ କରିଛି ବୋଲି ଜଣା ଯାଇଛି ଏହା କାରଣ ଏହାକି ପରୀକ୍ଷାର କିଛି ସମୟ ପରେ ରୋଗୀ ମାନେ ନିଶ୍ୱାସ ନେବାରେ ସହଜ ହୋଇଥିଲା ବୋଲି ଜଣା ଯାଇଛି।

କହିରଖିବୁ କି ଭାପୋ ନେବା ଟେକନିକ ଏକ ପୁରୁଣା ଉପାୟ ଜାହକି ଭାଇରସକୁ ଶେଷ କରିପାରେ। ହେଲେ ଆଲକହଲ ଭାପୋ ପ୍ରଣାଳୀ ଏହା ପ୍ରଥମ ଫୁସଫୁସ ଇଂଫେକସନ ମାମଲାରେ ବୋଲି ଜଣା ଯାଇଛି। ଏଫଡ଼ିଏ ଏହାର ଖୋଜ ଚାଲୁ ରଖିଛି ବୋଲି ଜଣା ଯାଇଛି। ବୈଜ୍ଞାନିକ ଶକ୍ତି ଶର୍ମା ଦିଲ୍ଲୀରେ ଏହି ବିଷୟ ବସ୍ତୁରେ ଏହି ପରୀକ୍ଷାର ସଫଳତାରେ ଉତ୍ସାହିତ ହୋଇ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନକୁ ଚିଠି ଲେଖିବାର ନଜର ଆସିଛନ୍ତି ବୋଲି ଜଣା ଯାଇଛି।

alcohol smell covid
Google

କହିରଖିବୁ କି ସେହି ଲେଟର ଏହାର ତଥ୍ୟ ପ୍ରମାଣ କି ଏହି ଉପାୟ କରୋନା ଉପରେ ଚାପ ପକାଇବା ପାଇଁ କାଫି। ତାହା ଏହା ଯେ ଆଲକୋହଲ ଶୁଂଘି ଆପଣ କରୋନାକୁ ହରାଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *