ବ୍ୟାଟିଂକୁ ନେଇ ସେହ୍ୱାଗ ଏବଂ ଚାପେଲଙ୍କ ମଧ୍ୟରେ ଲଢେଇ, ଏହି ଷ୍ଟାର ଖେଳାଳି କଲେ ହସ୍ତକ୍ଷେପ। ପଢନ୍ତୁ ପୁରା ମାମଲା।

ବୀରେନ୍ଦ୍ର ସେହ୍ୱାଗ କହିଲେ ଯେ”ଇଣ୍ଟରନେସନାଲ କ୍ରିକେଟରେ ଆପଣଙ୍କୁ କୌଣସି କୋଚ୍ ର ଆବଶ୍ୟକତା ନଥାଏ,କେବଳ ଜଣେ ବନ୍ଧୁର ଆବଶ୍ୟକତା ରହିଥାଏ,ଯିଏ ଆପଣଙ୍କୁ ଭଲଭାବେ ମ୍ୟାନେଜ କରିପାରିବ। ମାତ୍ର ଚ୍ୟାପଲ୍ ସମ୍ପୂର୍ଣ୍ଣରୂପେ ଓଲଟା ଥିଲେ। ସେ ସେହ୍ୱାଗଙ୍କର ଫୁଟ୍ ୱାର୍କ ବଦଳେଇବାକୁ ଚେଷ୍ଟା କରିଥିଲେ।”

Google

ରାହୁଲ ଦ୍ରାଭିଡ଼ଙ୍କୁ ବୀରୁଙ୍କ ସହ ବ୍ୟାଟିଂ କରିବାରେ ବହୁତ ଅସୁବିଧା ହେଉଥିଲା। ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ଯେତେବେଳେ ସେ ବ୍ୟାଟିଂ କରିବାକୁ ଯାଉଥିଲେ ସେତେବେଳେ ବୀରୁ ସେତେବେଳେ ସିଟି ବଜାଉଥିଲେ।ୟୁଟୁବର୍ ବିକ୍ରମ ସାଠିଆ ନିଜର ଶୋ ହ୍ଵାଟ୍ ଦ ଡକ୍ ରେ ଏହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ବୀରୁଙ୍କୁ ପଚାରିଥିଲେ।ବୀରୁ କହିଥିଲେ ଯେ ଏହି କଥା ସତ ଅଟେ। ଏହି ଶୋ ରେ ହିଁ ସେ ଚ୍ୟାପଲଙ୍କ ସହ ହେଇଥିବା ଝଗଡା ସମ୍ପର୍କରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ ଏହି ଝଗଡା ଏତେ ବଢ଼ି ଯାଇଥିଲା ଯେ ଏହାର ସମାଧାନ କରିବା ପାଇଁ ଦ୍ରାଭିଡ଼ ଆସିଥିଲେ।

ଯଦିଓ ବୀରୁ ଏହା ସ୍ୱୀକାର କରିଛନ୍ତି ଯେ ଗ୍ରେଗ୍ ଚ୍ୟାପଲ୍ ଙ୍କର କ୍ରିକେଟିଙ୍ଗ ନଲେଜର କୌଣସି ଜବାବ ନାହିଁ। ସ୍ବେହାଗ କହିଲେ ଯେ “ଯଦି ଆମେ ଚ୍ୟାପଲ୍ ଙ୍କର ନଲେଜ ସମ୍ପର୍କରେ କଥା ହେବା ତେବେ ତାହା ଚମତ୍କାର। ମାତ୍ର ମ୍ୟାନ୍ ମ୍ୟାନେଜମେଣ୍ଟ ନଲେଜ ଜିରୋ। ଏହି କଥାରେ ବିକ୍ରମ ରୋକ ଲଗେଇ କହିଲେ’….ସ୍ବେହାଗ ମ୍ୟାନେଜମେଣ୍ଟ ଜିରୋ। ବୀରୁ କହିଲେ”ସ୍ବେହାଗ ମ୍ୟାନେଜମେଣ୍ଟ ସମ୍ପୂର୍ଣ୍ଣରୂପେ ଫ୍ଲପ କାରଣ କୋଚ୍ ର ଜାଣିବାର ଆବଶ୍ୟକତା ରହିଛି ଯେ ତାଙ୍କର କେଉଁ ଖେଳାଳି ଭଲ ପ୍ରଦର୍ଶନ କରୁଛି ଖେଳରେ ଏବଂ ତାହାକୁ କିପରି ହ୍ୟାଣ୍ଡଲ୍ କରିବାର ଆବଶ୍ୟକତା ରହିଛି। ସେହି ଖେଳାଳିକୁ ସମୟ ଦେବାର ଆବଶ୍ୟକତା ରହିଛି ତଥା ତାହାକୁ ନିଜର ସ୍ପେସ ଦବାର ଆବଶ୍ୟକତା ରହିଛି।”

Google

ବୀରେନ୍ଦ୍ର ସେହ୍ୱାଗ କହିଲେ ଯେ”ଇଣ୍ଟରନେସନାଲ କ୍ରିକେଟରେ ଆପଣଙ୍କୁ କୌଣସି କୋଚର ଆବଶ୍ୟକତା ନଥାଏ,କେବଳ ଜଣେ ବନ୍ଧୁର ଆବଶ୍ୟକତା ରହିଥାଏ,ଯିଏ ଆପଣଙ୍କୁ ଭଲଭାବେ ମ୍ୟାନେଜ କରିପାରିବ। ମାତ୍ର ଚ୍ୟାପଲ୍ ସମ୍ପୂର୍ଣ୍ଣରୂପେ ଓଲଟା ଥିଲେ। ସେ ସେହ୍ୱାଗଙ୍କର ଫୁଟ୍ ୱାର୍କ ବଦଳେଇବାକୁ ଚେଷ୍ଟା କରିଥିଲେ।”ବୀରୁ କହିଲେ”ଥରେ ଆମେ ୱେଷ୍ଟ ଇଣ୍ଡିଜରେ ଥିଲୁ। ସେଣ୍ଟ ଲୁସିଆରେ, ସେ ପ୍ରାକ୍ଟିସ ସେସନରେ କହିଲେ ଯେ ଆପଣ ନିଜ ଗୋଡ଼କୁ ସମ୍ପୂର୍ଣ୍ଣରୂପେ ଷ୍ଟ୍ରେଚ୍ କରି ପ୍ରାକ୍ଟିସ କରନ୍ତୁ ଏବଂ ଖେଳନ୍ତୁ। ଏହା ଆପଣଙ୍କ ପାଇଁ ଉପକାରୀ ହେବ। ଏହି କଥାରେ ମୁଁ କହିଲି ଯେ ମୁଁ ୨-୪ଟି ସଟ୍ ମାରିଲି ମାତ୍ର ମୋତେ ଖେଳିବାକୁ ସୁବିଧା ହେଉନାହିଁ। ମୋ ଜୀବନରେ ମୁଁ କେବେ ଏତେ ଷ୍ଟ୍ରେଚ୍ ହେଇ ଖେଳିନି ମ୍ୟାଚରେ ମଧ୍ୟ ମୁଁ କେବେ ଏଭଳି ଭାବେ ଖେଳିନି। ତେଣୁ ଏହି ପ୍ରାକ୍ଟିସ ମୋ ପାଇଁ ଲାଭକାରୀ ହେବ ନାହିଁ।”

Google

ସ୍ବେହାଗ କହିଲେ ଯେ”ସେ ଓଲଟା ଆହୁରି ରାଗିଗଲେ ଏବଂ କହିଲେ ଯେ ୟୁ ହାବ ଟୁ ଡୁ। ମୁଁ କହୁଛି ଆପଣ ଏପରି ହିଁ କରନ୍ତୁ। ତେଣୁ ଏହି କଥାରେ ଝଗଡ଼ା ହେଇଗଲା। ଏହାର ସମାଧାନ ପାଇଁ ଦ୍ରାଭିଡ଼ଙ୍କୁ ଆସିବାକୁ ପଡିଲା। ସେ କହିଲେ ଯେ ଯଦି କୋଚ୍ କହୁଛନ୍ତି ତେବେ ଆପଣ କରିଦିଅନ୍ତୁ।କେବଳ ଔପଚାରିତା ପୂର୍ଣ କରନ୍ତୁ। ଏହା ପରେ ଚ୍ୟାପଲ୍ କହିଲେ ଯେ ଯଦି ତୁମେ ନିଜ ଷ୍ଟାଇଲରେ ଖେଳିଵ ତେବେ ତୁମେ ଅଧିକ ରନ୍ କରି ପାରିବ ନାହିଁ। ତେଣୁ ମୁଁ କହିଲି ଯେ ଯଦି ମୁଁ ରନ୍ ନକରିବି ତେବେ ମୋତେ ଆଗାମୀ ମ୍ୟାଚରେ ମୋତେ ଡ୍ରପ୍ କରିଦେବେ। ଆଗାମୀ ଦିନ ଲଞ୍ଚ ପୂର୍ବରୁ ମୁଁ ୯୯ କରିଦେଇଥିଲି। ସେତେବେଳେ ମୁଁ ଡ୍ରେସିଂ ରୁମକୁ ଆସିଲି ଏବଂ ତାଙ୍କର ପାଟି ଚୁପ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *