ରବି ଶାସ୍ତ୍ରୀଙ୍କ ଉପରେ ବର୍ଷିଲେ ସେହ୍ଵାଗ, କହିଲେ ଏହା ଅସମ୍ଭବ କି କୋଚଙ୍କୁ ରୋହିତ ଶର୍ମାଙ୍କ ଆଘାତ ବିଷୟରେ ଜଣାନାହିଁ ।

Sehwag lashes out at Ravi Shastri said Impossible that coach doesn't know about Rohit Sharma's injury

ରୋହିତ ଶର୍ମାଙ୍କ ଆଘାତ ବିଷୟରେ ରବି ଶାସ୍ତ୍ରୀ କହିଥିଲେ କି ତାଙ୍କୁ ରୋହିତଙ୍କ ମେଡ଼ିକାଲ ରିପୋର୍ଟ ବିଷୟରେ କିଛି ଜଣାନାହିଁ । ଆଇପିଏଲର ସବୁଠାରୁ ସଫଳ ଟିମ ମୁମ୍ବାଇ ଇଂଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ଉପରେ କଳହ ଜାରିଅଛି ଓ ସନରାଜଜର୍ସ ବିପକ୍ଷରେ ଆଇପିଏଲ ୨୦୨୦ର ଶେଷ ମ୍ୟାଚରେ ରୋହିତ ପୁନଃ ଖେଳିବା ପାଇଁ ଓହ୍ଲାଇବା ପରେ ଅନେକ ପ୍ରଶ୍ନ ଉଠିଛି ।

Sehwag lashes out at Ravi Shastri, said - Impossible that coach doesn't know about Rohit Sharma's injury
Gooogle

ହାମଷ୍ଟ୍ରିଙ୍ଗର ଆଘାତ ରୋହିତ ମୁମ୍ବାଇ ପାଇଁ କେବଳ ଚାରୋଟି ମ୍ୟାଚ ହିଁ ଖେଳିପାରି ନଥିଲେ, ଏହା ସହିତ ଏହି ବର୍ଷ ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଗ୍ରସ୍ତରେ ମଧ୍ୟ ତାଙ୍କ ଚୟନ ହୋଇନଥିଲା । ବିସିସିଆଇ ଫିଜିଓ ନୀତିନ ପଟେଲ ତାଙ୍କୁ ଅନଫିଟ ବୋଲି ଦର୍ଶାଇ ଥିଲେ କିନ୍ତୁ ହାଇଦ୍ରାବାଦ ସହ ଟସ ସମୟରେ ରୋହିତ କହିଥିଲେ କି ସେ ପୁରା ସୁସ୍ଥ ଅଛନ୍ତି।

ରୋହିତଙ୍କ ଆଘାତ ଉପରେ ପୂର୍ବ ଭାରତୀୟ ପ୍ରତିଭାଶାଳୀ ଖେଳାଳି ବିରେନ୍ଦ୍ର ସେହ୍ଵାଗ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ଉପରେ ଲକ୍ଷ୍ୟ ସାଧିଛନ୍ତି। ଏହା ପୂର୍ବରୁ ଏହା ଇଣ୍ଟରଭିଉ ରେ ରବି ଶାସ୍ତ୍ରୀ କହିଥିଲେ ଅଷ୍ଟ୍ରେଲିଆ ଗ୍ରସ୍ତ ପାଇଁ ରୋହିତଙ୍କୁ ଚୟନ କରିବା ବା ନକରିବା ତାଙ୍କ ଫଇସଲା ନୁହେଁ। ତା ସହିତ ସେ ଏହା ବି କହିଥିଲେ ତାଙ୍କୁ ରୋହିତଙ୍କ ଆଘତର ମେଡ଼ିକାଲ ରିପୋର୍ଟ ବିଷୟରେ କିଛି ଜଣାନାହିଁ।ଯାହା ଦ୍ୱାରା ସେ ଆଉ କାଳେ ଆଘାତ ହେବା ବିପଦ ପାଇଁ ତାଙ୍କୁ କିଛି ସମୟ ପାଇଁ ଆରାମ ପାଇଁ କୁହାଯାଇଥିଲା।

ଚୟନକର୍ତା କୋଚ ଓ ଅଧିନାୟକଙ୍କ ସହ କଥାବାର୍ତ୍ତା କରିଥାନ୍ତି:

ସେହ୍ଵାଗ କ୍ରିକବଜରେ କଥା କଥା ହୋଇ କହିଥିଲେ କି ତାଙ୍କୁ ଲାଗୁନାହିଁ କି ରୋହିତ ଙ୍କ ଆଘାତ ବିଷୟରେ ରବି ଶାସ୍ତ୍ରୀଙ୍କୁ କିଛି ଜଣାନାହିଁ। ସେ ଚୟନ ସମିତିର ସଦସ୍ୟ ନୁହଁନ୍ତି ତଥାପି ଚୟନ କର୍ତା ଚୟନର ଗୋଟେ ବା ଦୁଇଦିନ ପୂର୍ବରୁ ତାଙ୍କ ରାୟ ନିଶ୍ଚୟ ନେବେ। ବିରେନ୍ଦ୍ର ସେହ୍ଵାଗ ରବି ଶାସ୍ତ୍ରୀଙ୍କ କଥାରେ ଅସହଯୋଗ ଦେଖାଇ କହିଛନ୍ତି ସେ ଚୟନ ସମିତିର ସଦସ୍ୟ ନାହାଁନ୍ତି କିନ୍ତୁ ଏକ ଅଧିକାରୀ ରୂପରେ ଚୟନ କର୍ତା କୋଚ ଓ ଅଧିନାୟକଙ୍କ ଠୁ ଅଷ୍ଟ୍ରେଲିଆ ଗ୍ରସ୍ତ ବିଷୟରେ ନିଶ୍ଚୟ ପଚାରିଥିବେ।

Google
ପରେ ବାହାର କରାଯାଇପାରିଥାନ୍ତା ରୋହିତଙ୍କୁ:

ସେହ୍ଵାଗ କହିଛନ୍ତି ରୋହିତଙ୍କୁ ଚୟନ କରିବାର ଥିଲା। ଯଦି ସେ ପୁରା ସୁସ୍ଥ ହୋଇନଥାନ୍ତେ ତେବେ ତାଙ୍କ ସ୍ଥାନରେ କୌଣସି ଅନ୍ୟ ଖେଳାଳୀଙ୍କୁ ସାମିଲ କରାଯାଇପାରିଥାନ୍ତା। ସେହ୍ଵାଗ ଏହା କହିଛନ୍ତି କି ସେ ଏହା ଦେଖି ଆଶ୍ଚର୍ଯ୍ୟ ଅଛନ୍ତି କି ରୋହିତ ନିଜ ପ୍ରାଞ୍ଚାଇଜି ପାଇଁ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ତାଙ୍କ ଚୟନ ନ୍ୟାସନାଲ ଟିମ ପାଇଁ ହେଲାନାହିଁ।ବିସିସିଆଇର ଏହା ଖରାପ ନିଷ୍ପତି ଅଟେ। ଭାରତୀୟ ଓପନର ବ୍ୟାଟ୍ସମ୍ୟାନଙ୍କ ଆଘାତର ପୁରା ତଥ୍ୟ ନେବାର ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *