ଭାରତୀୟ କ୍ରିକେଟ ଟିମର ପୂର୍ଵ ଓପ୍ନର ବିରେଦ୍ର ସେହ୍ଵାଗ ମଇଦାନରେ ନିଜର ଆକ୍ରମଣ ସର୍ଟ ପାଇଁ ଲୋକପ୍ରିୟ।ରିଟାୟାରମେଣ୍ଟ ପରେ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ନିକଟରେ ସେ ନିଜର ଫେସବୁକ ଆକାଉଣ୍ଟରୁ ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଅଧିକ ଦେଖା ଯାଉଛି।

ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ:
ବିରେନ୍ଦ୍ର ସେହ୍ଵାଗ ଫେସବୁକରେ ଯେଉଁ ଭିଡିଓ ଅପଲୋଡ଼ କରଥିଲେ ସେଥିରେ ଏକ ମହିଳା ତାଙ୍କ ପତିଙ୍କ ସହ ରିକ୍ସା ଟାଣିବାର ଦେଖା ଯାଇଥିଲା। ଭିଡ଼ିଓରେ ପ୍ରଥମେ ଏକ ଦମ୍ପତି ଜିନିଷପତ୍ରରେ ଭରା ରିକ୍ସାକୁ ଟାଣୁଥିଲେ।ଯେଉଁଥିପାଇଁ ରିକ୍ସା ଚାଳକର ପତ୍ନୀ ଧକ୍କା ମାରୁଛନ୍ତି।
ବାଇକ ଚାଳକ କଲେ ସାହାଯ୍ୟ:
ସେଠାକୁ ଅଚାନକ ଏକ ବାଇକ ଚାଳକ ଆସି ମହିଳାଙ୍କୁ ରିକ୍ସାରେ ବସିବାକୁ ଅନୁରୋଧ କରୁଛି ଓ ସେହି ରିକ୍ସାକୁ ବାଇକ ଚଳେଇ ଧକ୍କା ଦେଇ ତାଙ୍କୁ ମୁଖ୍ୟ ସଡକ ପର୍ଯ୍ୟନ୍ତ ନେଇ ପହଂଚାଇଦେଲା। ଭିଡିଓ ସହ ଏକ ଅଡିଓ ମଧ୍ୟ ଶୁଣିବାକୁ ମିଳୁଛି। ଯାହା ସୋସିଆଲ ମିଡିଆରେ ଲୋକଙ୍କୁ ନିଜ ଆଡକୁ ଟାଣୁଛି।
https://www.facebook.com/130561483625985/videos/489417788688545
ସୋସିଆଲ ମିଡିଆରେ ହେଉଛି ସରାହତା:
ବିରେନ୍ଦ୍ର ସେହେବାଗଙ୍କ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଖୁବ ସରାହତା ମିଳିଛି। ୧୬ ହଜାରରୁ ଅଧିକ ଲୋକ ଏହି ଭିଡ଼ିଓରେ ଲାଇକ କରିଛନ୍ତି। ଭିଡ଼ିଓକୁ ସୋସିଆଲ ମିଡଆରେ ଛାଡି ସେହେବାଗ ଟାଇଟଲ ଦେଇଛନ୍ତି”ଇଂସାନିୟତ ଜିନ୍ଦାବାଦ”। ସେହିପରି ସୋସିଆଲ ମିଡିଆରେ ବିରେନ୍ଦ୍ର ସେହେବାଗଙ୍କ ଫ୍ୟାନ୍ସ ତାଙ୍କୁ ବହୁତ ସରାହାତା କରିଛନ୍ତି।
ଏହା ପୂର୍ବରୁ ମଧ୍ୟ ସେହେବାଗ ସମାଜ ସ-ମ୍ବ-ନ୍ଧରେ କଥା ରଖିଛନ୍ତି। ପୂର୍ଵବର୍ଷ ଲଦାଖରେ ଗଲବାନ ଘାଟି କ୍ଷେତ୍ର ଚୀନ ସୈନିକ ସହ “ହିଂସକ ସାମନା”ରେ ସହୀଦ ହୋଇଥିବା ଭାରତୀୟ ଯବାନଙ୍କ ପାଇଁ ସେ ଚୀନକୁ ଖୁବ ନିନ୍ଦା କରିବାର ନଜର ଆସିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।