ଶାହାରୁଖ ଖାନଙ୍କ ଦିଲ୍ଲୀରେ ଥିବା ଘରେ ରହିବାର ଅଛି ତ ଜଲ୍ଦି କରନ୍ତୁ ଆବେଦନ, ଏହା ଅଟେ ଶେଷ ତାରିଖ ।

Shahrukh Khan's Delhi house rent if you want stay apply early this is the last date

ଆମେ ସମସ୍ତେ ଜାଣିଛେ ଶାହାରୁଖ ଖାନ ବଲିଉଡର ବାଦସାହା ଅଟନ୍ତି,ସେ ଇଣ୍ଡଷ୍ଟ୍ରିର କିଙ୍ଗ ବି ଅଟନ୍ତି। ଶାହାରୁଖ ଖାନଙ୍କୁ ଇଣ୍ଡଷ୍ଟ୍ରିରେ କିଙ୍ଗ ଖାନ ନାମରେ ଜଣାଯାଇଥାଏ।ବଲିଉଡ଼ରେ ସାହାରୁ ଖାନ କିଙ୍ଗ ଅଟନ୍ତି ଓ ରିଅଲ ଲାଇଫରେ ମଧ୍ୟ କିଙ୍ଗ ଭଳି ବଞ୍ଚିଥାନ୍ତି। ଏପରି ତାଙ୍କ ଜୀବନଶୈଳୀ ଦେଖିଜଣାପଡିଥାଏ।

Google

ଆପଣଙ୍କୁ ତାଙ୍କ ଆଲିସାନ ଘର ଯାହା ଜୁହୁ ପାଖରେ ଅଛି ତାହା ବିଷୟରେ ଜଣାଥିବ। ଯାହାକୁ ମତ୍ରତ ନାମରେ ଜଣାଯାଇଥାଏ। ଶାହାରୁଖ ଖାନଙ୍କ ଘର କଥା କହିବାତ ତାଙ୍କର ଆଉଏକ ଆଲିସାନ ଘର ଦିଲ୍ଲୀରେ ଅଛି ଯାହା ବହୁତ ଦାମୀ ଅଟେ। କହିରଖିବୁକି ବର୍ତ୍ତମାନ ତାଙ୍କ ଦିଲ୍ଲୀ ଵାଲା ଆଲିସାନ ଘରକୁ ନେଇ ଏକ ଖବର ଆସୁଛି।

କହିରଖିବୁକି ଶାହାରୁଖ ଖାନଙ୍କ ଦିଲ୍ଲୀ ଵାଲା ଘରକୁ ଗୌରି ଖାନ ଡ଼ିଯାଇନ କରିଛନ୍ତି। ଯାହା ପରେ ଶାହାରୁଖ ଖାନ ତାହାର ନୂଆ ଡିଯାଇନ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ପରେ ଶାହାରୁଖ ଖାନ ଓ ଗୌରି ଖାନ ଏକ ରୋମାଞ୍ଚକ ଖବର ଘୋଷଣା କରିଛନ୍ତି। ଏହା ଦ୍ଵାରା ପ୍ରଶଂସକ ମାନେ ବହୁତ ଉତ୍ସାହିତ ଅଛନ୍ତି। ଦୁହେଁ ଏୟରବିୟନବି ଦିଲ୍ଲୀ ଵାଲା ଘରକୁ ଭଡା ଦେବାକୁ ଘୋଷଣା କରିଛନ୍ତି ଓ ଏକ ଭାଗ୍ୟଶାଳୀ ଯୋଡିକୁ ଶାହାରୁଖ ଖାନଙ୍କ ଘରେ ଆନନ୍ଦ ନେବାର ମୌକା ମିଳିବ। ମୁଖ୍ୟ କଥା ଏହାକି ଏହି ଘରେ କେହିବି ଆସିକି ରହିପାରିବ କିନ୍ତୁ ଏହା ପାଇଁ ବହୁତ ପଇସା ଖର୍ଚ୍ଚ କରିବାକୁ ପଡିବ।

Google

ଶାହାରୁଖ ଖାନ ନିଜ ଘରର ଫଟୋ ସେୟାର କରି ଲେଖିଛନ୍ତି ଦିଲ୍ଲୀରେ ଆମ ଘରେ ପୂର୍ବରୁ ହିଁ ବହୁତ ସ୍ମୃତି ରହିଛି ଓ ଏହି ସହର ଆମ ଦିଲ୍ଲୀରେ ବହୁତ ଖାସ ଜାଗା ତିଆରି କରି ରଖିଛି। ଆଗକୁ ସେ ଲେଖିଛନ୍ତି ଗୌରୀ ଖାନ ଆମ ଘରକୁ ନୂଆ ଡିଜାଇନ କରିଛନ୍ତି ଓ ପୁରୁଣା ସ୍ମୃତି ଦ୍ଵାରା ପ୍ରେମ ଭରିଦେଇଛନ୍ତି। ଆପଣଙ୍କୁ ଏକ ମୌକା ମିଳୁଛି ଆମ ଘରେ ରହିବା ପାଇଁ ଯାହାର ଆବେଦନ ଆପଣ ୩୦ ନଭେମ୍ବର ପର୍ଯ୍ୟନ୍ତ ଏଣ୍ଟ୍ରି ଜମା କରିପାରିବେ।

କହିରଖିବୁକି ଗୌରୀ ଖାନ ଯିଏକି ଦେଶର ଲିଡିଙ୍ଗ ଏଣ୍ଟିରିୟର ଡ଼ିଯାଇନର ମାନଙ୍କ ମଧ୍ୟରୁ ଜଣେ ,ସେ ଦିଲ୍ଲୀ ଵାଲା ଘରକୁ ମହଲ ଭଳି ସଜାଇଛନ୍ତି ଓ ଗୋଲଡନ କଲରର ଥିମ ରଖିଛନ୍ତି।

ଶାହାରୁଖ ଖାନଙ୍କ ଆଲିସାନ ଘରେ ଏକ ସୁନ୍ଦର ଫ୍ରେମ ସହିତ ଏକ ବେଡ଼ରୁମରେ ତାଙ୍କ ପରିବାର ସହିତ ଫଟୋ ଲାଗିଛି।

ଆପଣ ଏହି ଫଟୋରେ ଏକ ଚିମନି ସହିତ ସେଟ ଏକ ଡାଇନିଙ୍ଗ ଟେବୁଲ ଦେଖିପାରୁଥିବେ। ଗୌରୀ ଖାନ ଓ ଶାହାରୁଖ ଖାନଙ୍କ ସହିତ ଗୋଲଡେନ ସେଟ ସହିତ ଏକ ବିଶାଳ ଆଇନା ଦେଖିପାରୁଥିବେ।

Google

ଏକ ଜାଗାରେ କାନ୍ଥରେ ଯେଉଁଠି ଶାହାରୁଖ ଖାନ ଓ ତାଙ୍କ ପରିବାରର ଫଟୋ ଲାଗିଛି। ଏହାର କାରଣ ଏହି ଘରେ କେହିବି ରହିବ ତ ତାଙ୍କୁ ଲାଗିବ କିଙ୍ଗ ଖାନଙ୍କ ଘରେ ରହିବା ଭଳି।

କାନ୍ଥରେ ଲାଗିଥିବା ତାଙ୍କ ଘରର ଫଟୋରେ ତାଙ୍କ ପିଲାଙ୍କ ଫଟୋ ଅଛି। ଯେଉଁଥିରେ ଆୟନ ଖାନ,ସୁହାନା ଖାନ, ଓ ଅବରାନ ଖାନଙ୍କ ସହିତ ସୁପରଷ୍ଟାର ଶାହାରୁଖ ଖାନ ଓ ଗୌରୀ ଖାନ ସୁନ୍ଦର ସମୟର ଫଟୋ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।