IPL ୨୦୨୧ ପୂର୍ବରୁ ମହମ୍ମଦ ସାମୀ ଯୁବ ବୋଲରଙ୍କୁ ନେଇ ଦେଲେ ବଡ଼ ବୟାନ। ସମସ୍ତେ ଆଶ୍ଚର୍ଯ୍ୟ।

ଭାରତର ସିନିୟର ବୋଲର ମହମ୍ମଦ ସାମୀ କହିଛନ୍ତି ଅଷ୍ଟ୍ରେଲିଆ ଗ୍ରସ୍ତରେ ବିଜୟରେ ଟିମର ନେଟ ବୋଲର ଦେଖାଇଦେଲେ କି ଯଦି ବର୍ତ୍ତମାନର ଆକ୍ରାମକ ଖେଳାଳି ସନ୍ୟାସ ନେବେ ତ ପରିବର୍ତ୍ତନ ବହୁତ ସହଜ ରହିବ। ମହମ୍ମଦ ସାମୀ, ଉମେଶ ଯାଦବ, ଇସାନ୍ତ ଶର୍ମା, ଓ ଯଶପ୍ରୀତ ବୁମରାଙ୍କ ଆକ୍ରାମକ ବୋଲିଙ୍ଗ ସର୍ବଦା ସର୍ବଶ୍ରେଷ୍ଠ ରହିଆସିଛି ବିଦେଶରେ। ଭାରତ ଗାବାରେ ବିଜୟ ପରେ ଅଷ୍ଟ୍ରେଲିଆରେ ଦ୍ୱିତୀୟ ଟେଷ୍ଟ ସିରିଜ ଜିତିଲା ଏମାନଙ୍କ ମଧ୍ୟରୁ କେହି ସେଠି ନଥିଲେ।

Google

କିନ୍ତୁ ମହମ୍ମଦ ସିରାଜଙ୍କ ଭଳି ଯୁବ ବୋଲର ଆକ୍ରାମକ ରୂପରେ ଟିମର ବୋଲିଙ୍ଗ ସମ୍ଭାଳଲେ ଓ ନେଟ ବୋଲର ସାରଦୁଲ ଠାକୁର , ଟି ନଟରାଜନ ଓ ୱାସିଙ୍ଗଟନ ସୁନ୍ଦରଙ୍କୁ ମୌକା ମିଳିଲା ଯାହାର ସେ ପୁରା ଫାଇଦା ଉଠାଇଲେ।ସାମୀଙ୍କ କହଣୀରେ ଆଘାତ ଲାଗିବା ପରେ ସେ ପ୍ରଥମ ଏଡିଲେଡ଼ ଟେଷ୍ଟ ପରେ ସିରିଜରୁ ବାହାର ହୋଇଯାଇଥିଲେ।ସେ କହିଥିଲେ,”ଯେବେ ଆମେ ସନ୍ୟାସ ନେବାକୁ ପ୍ରସ୍ତୁତ ହେବୁ ଯୁବ ବୋଲର ଆମ ଜାଗା ନେବାକୁ ପ୍ରସ୍ତୁତ ହୋଇଯାଇଥିବେ। ସେ ଯେତେ ଅଧିକ ଖେଳିବେ ସେତେ ଅଧିକ ଭଲ ହେବେ। ମତେ ଲାଗୁଛିକି ଯେବେ ଆମେ ସନ୍ୟାସ ନେବା ପରିବର୍ତ୍ତନ ସହଜ ରହିବ”। ସାମୀ କହିଛନ୍ତି ଯଦି ଜଣେ ବଡ ଖେଳାଳି ସନ୍ୟାସ ନେବ ତେବେ ଟିମର କୌଣସି ବିପଦ ସୃଷ୍ଟି ହେବ ନାହିଁ। ବେଞ୍ଚ ଷ୍ଟ୍ରେନଥ ଅଛି ଅନୁଭବ ସବୁବେଳେ ଆବଶ୍ୟକ ହୋଇଥାଏ ଓ ଯୁବ ଖେଳାଳି ଏହା ମଧ୍ୟରେ ତାହା ପାଇନେବେ।

Google

ସାମୀ କହିଲେ କି ନେଟ ବୋଲରଙ୍କୁ ବାୟୋ ବବୁଲରେ ନେଇ ଯିବା ଦ୍ଵାରା ତାଙ୍କୁ ବହୁତ ଫାଇଦା ମିଳିଲା ଓ ଅନେକ ମୁଖ୍ୟ ମୌକା ମିଳିଲା। କାର୍ତିକ ତ୍ୟାଗୀଙ୍କୁ ଛାଡି ଅଷ୍ଟ୍ରେଲିଆ ଯାଇଥିବା ସମସ୍ତ ବୋଲରଙ୍କୁ ଖରାପ ପରିସ୍ଥିତିରେ ଖେଳିବାକୁ ମୌକା ମିଳିଲା। କାରଣ ସାମି, ଉମେଶ ଯାଦବ ଓ ବୁମରା ଆଘାତ କାରଣରୁ ଗ୍ରସ୍ତରୁ ବାହାର ହୋଇଯାଇଥିଲେ ଯେବେକି ଇସାନ୍ତ ଶର୍ମା ଗ୍ରସ୍ତରେ ଗମନ ହିଁ କରିବାର ନଜର ଆସିନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *