ରବି ଶାସ୍ତ୍ରୀ ଦେଲେ କୋହଲି ଏବଂ ରାହାଣେଙ୍କ କ୍ୟାପ୍ଟେନ୍ସିକୁ ନେଇ ବୟାନ, ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଭାରତକୁ ଆଡ଼ିଲେଡ଼ରେ ଯେବେ ୮ ୱିକେଟରେ ବହୁତ ବଡ଼ ହାର ମିଳିଲା ତ ବହୁତ କ୍ରିକେଟ ଏକ୍ସପର୍ଟ ମାନେ କହିଲେ କି ଇଣ୍ଡିଆ ଏହି ସିରିଜକୁ ୪-୦ ରେ ହାରିଯିବ। ମାତ୍ର ମେଲବର୍ଣରେ ଆଜିଙ୍କ୍ୟ ରାହାଣେଙ୍କର କ୍ୟାପ୍ଟେନ୍ସିରେ ଇଣ୍ଡିଆ ପୁରା ଖେଳ ହିଁ ପରିବର୍ତ୍ତନ କରିଦେଲା। ମେଲବର୍ଣ ଗ୍ରାଉଣ୍ଡରେ ଇଣ୍ଡିଆ ପୁରା ସିରିଜର ମୋଡ଼ ହି ବଦଳେଇ ଦେଲା। ମେଲବର୍ଣରେ ଟିମ ଇଣ୍ଡିଆ ଘରୋଇ ଅଷ୍ଟ୍ରେଲିଆ ଟିମକୁ ଆଠ ୱିକେଟରେ ହରେଇ ଦେଲା। ଆଉ ସିରିଜକୁ ୧-୧ ରେ ବରାବର କରିଦେଲା। ଇଣ୍ଡିଆର ଜୀତ ପରେ କୋଚ ରବି ଶାସ୍ତ୍ରୀ କାମ ଚଳାଉ କ୍ୟାପଟେନ ଆଜିଙ୍କ୍ୟ ରାହାଣେ ତଥା ଡେବ୍ୟୁ କରିଥିବା ଶୁଭମାନ ଗିଲ ତଥା ମହମ୍ମଦ ସିରାଜଙ୍କର ଜମିକରୀ ପ୍ରଶଂସା କଲେ।

Google
ଶାସ୍ତ୍ରୀ କଲେ ରାହାଣେଙ୍କୁ ସଲାମ:

ମେଲବର୍ଣ ଜୀତ ପରେ ହେଡ଼ କୋଚ ରବି ଶାସ୍ତ୍ରୀ କହିଲେ କି ଟିମ ଇଣ୍ଡିଆ ପଛ କିଛି ବର୍ଷରୁ ଏହି ପ୍ରକାର ନିଡର କ୍ରିକେଟ ଖେଳି ଆସୁଛି। ଡେବ୍ୟୁ କରୁଥିବା ଖେଳାଳି ମାନେ ଜବରଦସ୍ତ ନିର୍ଭରତା ଦେଖେଇଲେ। ସିରାଜଙ୍କର ବୋଲିଂ ଜବରଦସ୍ତ ରହିଲା। ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ଖେଳାଳି ଠାରୁ ଏହି ପ୍ରକାର ପ୍ରଦର୍ଶନ ସତରେ ବହୁତ ପ୍ରଶଂସନୀୟ।

ରବିଶାସ୍ତ୍ରୀ କହିଲେ କି ଏଡିଲେଡ଼ରେ ହାରିବାକୁ ନେଇକି ଭାରତୀୟ ଡ୍ରେସିଂ ରୁମରେ କିଛି ବି ଚର୍ଚ୍ଚା ହେଇନାହିଁ। ଆଉ ଭାରତର ୩୬ ରନରେ ଅଟକିଯିବା କୁ ନେଇକି ବି କିଛି ଚର୍ଚ୍ଚା ହେଇନାହିଁ। ଆଉ ଏବେ ଟିମ ଇଣ୍ଡିଆ ମେଲବର୍ଣରେ ଜିତିଗଲା ଯାହା କି ଭାରତୀୟ ଫ୍ୟାନ ମାନଙ୍କ ପାଇଁ ବହୁତ ଉତ୍ତମ ନୂଆ ବର୍ଷର ଗିଫ୍ଟ।

Google
ରାହାଣେ ମ୍ୟାଚ ପରିବର୍ତ୍ତନ କରିଦେଲେ,ବହୁତ ଭଲ ଅଧିନାୟକ:

ହେଡ କୋଚ ରବି ଶାସ୍ତ୍ରୀ ରାହାଣେଙ୍କର ବହୁତ ପ୍ରଶଂସା କଲେ। ଆଉ ସେ ତାଙ୍କର ବ୍ୟାଟିଂ ତଥା କ୍ୟାପଟେନ୍ସିପ ର ପ୍ରଶଂସା କରୁ କରୁ କହିଲେ କି ‘ ଯେଉଁ ସ୍ତର ର ଅନୁଶାସନ ରାହାଣେ ଦେଖେଇଲେ ତାହା ସତରେ ପ୍ରଶଂସନୀୟ। ସେ ସବୁଠୁ କଷ୍ଟ ଦିନରେ ପ୍ରାୟ ୬ଘଂଟାଏ ଯାଏ ବ୍ୟାଟିଂ କଲେ ଯେତେବେଳେକି ଆକାଶରେ ବାଦଲ ଘୋଟିକି ରହିଥିଲା।ଆଉ ତାଙ୍କରି ଇନିଂସ ହିଁ ଟିମକୁ ବଞ୍ଚେଇ ଦେଲା।

Google

ରବି ଶାସ୍ତ୍ରୀ ରାହାଣେଙ୍କର ପ୍ରଶଂସା କରୁ କରୁ କହିଲେ କି କୋହଲି ଆଉ ରାହାଣେ ଦୁଇ ଜଣ ହି ଖେଳକୁ ବହୁତ ଉପର ଯାଏ ବୁଝନ୍ତି ଆଉ ଦୁହେଁ ହି ବହୁତ ଉଚ୍ଚ କୋଟିର ଖେଳାଳି। କୋହଲି ଜଣେ ଜୁନୁନି କ୍ୟାପଟେନ ଆଉ ରାହାଣେ ଜଣେ ଶାନ୍ତ ସ୍ଵଭାବର କ୍ୟାପଟେନ। ସେ ଭିତରେ ଭିତରେ ନିଜକୁ ପ୍ରସ୍ତୁତ କରନ୍ତି ଆଉ ବହୁତ ଚତୁରତା ସହିତ। ତାଙ୍କର ଏହି ଶାନ୍ତ ସ୍ଵଭାବ ହି ଆମ ଟିମର ଡେବ୍ୟୁ କରୁଥିବା ପ୍ଲେୟର ମାନଙ୍କ ପାଇଁ ଉତ୍ତମ ହେଇଥାଏ। ସେ ବହୁତ ଚତୁର କ୍ୟାପଟେନ ଅଟନ୍ତି ଆଉ ତାଙ୍କୁ ଜଣା ଥାଏ କି ଗେମ ପାଇଁ ଭାରତକୁ କଣ ଦରକାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.